ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମ-ହା-ମା-ରୀର ସ୍ଥିତି ବହୁତ ଜଟିଳ ହୋଇଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭା-ଇ-ର-ସର ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି ।
ଲକ୍ଷାଧିକ ଲୋକ ଏହି ଭା-ଇ-ର-ସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭା-ଇ-ର-ସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଉଛନ୍ତି । ବନ୍ଧୁଗଣ କରୋନା ମ-ହା-ମା-ରୀରୁ ସୁସ୍ଥ ହେବା ପରେ କେତେକ ଲୋକଙ୍କର ମୁଣ୍ଡ ବିନ୍ଧା, ଦୁର୍ବଳତା, ଆଣ୍ଠୁ ଗଣ୍ଠି ସମସ୍ୟା ଓ କ୍ଳାନ୍ତପଣ ଆଦି ସାମସ୍ୟା ଦେଖାଯାଉଛି । କାରଣ ଏହି ଭା-ଇ-ର-ସରେ ସଂକ୍ରମିତ ହେବା ପରେ କେତେକ ହାଇ ପାୱାର ମେଡ଼ିସିନର ସେବନ କରିବାକୁ ପଡିଥାଏ ଯାହାର କିଛି ପ୍ରଭାବ ଶରୀରରେ ଦେଖିବାକୁ ମିଳିଥାଏ ।
ଯଦି ବନ୍ଧୁଗଣ କରୋନାରୁ ସୁସ୍ଥ ହେବା ପରେ ଆପଣ ମାନଙ୍କର ଏହି ସବୁ ସମସ୍ୟା ଦେଖା ଯାଉଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରି ଆପଣ ନିଜର ଏହି ସମସ୍ତ ସମସ୍ୟା ଠାରୁ ମୁକ୍ତି ପାଇଯିବେ । ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ଏହାକୁ ବହୁତ ସହଜରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।
ଏହି ଉପଚାରକୁ ବନେଇବା ପାଇଁ ଆପଣ ମାନେ ପ୍ରଥମେ ଏକ କପ ମଖାନେ ନିଅନ୍ତୁ । ମଖାନେରେ ପ୍ରୋଟିନ, ଫାଇବାର, ଆଇରନ, କ୍ୟାଲସିୟମ ଓ ଜିଙ୍କ ଆଦି ରହିଥାଏ । ଏହା ଆମ ଶରୀରରେ ବହୁତ ସହଜରେ ହଜମ ହୋଇଯାଏ ଓ ଏହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହି ଉପଚାର ପାଇଁ ଆମକୁ ଦ୍ଵିତୀୟ ସାମଗ୍ରୀ ଦରକାର ଦୁଇ ଚାମଚ ଧଳା ରାଶି ।
ଏହା ଆମ ହାର୍ଟ ଓ ହାଡ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆମାର ତୃତୀୟ ସାମଗ୍ରୀ ହେଉଛି ବାଦାମ । ବାଦାମରେ ଭିଟାମିନ E, ପ୍ରୋଟିନ ଓ କ୍ୟାସିୟମ ଆଦି ପ୍ରଚୁର ମାତ୍ରାରେ ରହିଥାଏ । ଆମର ଶେଷ ସାମଗ୍ରୀ ହେଉଛି ପାନ ମାଧୁରୀ । ଏହା ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ ମାନେ ଗ୍ଯାସରେ ଏକ ପାତ୍ର ବସନ୍ତୁ ।
ସେହି ପାତ୍ରରେ ଏକ କପ ମଖାନେ, ଦୁଇ ଚାମଚ ଧଳା ରାଶି, ପାଞ୍ଚଟି ବାଦାମ ଓ ଦୁଇ ଚାମଚ ପାନ ମାଧୁରୀ ନିଅନ୍ତୁ । ଏହାକୁ ଭଲ ଭାବରେ ରୋଷ୍ଟ କରି ଆପଣ ଏହି ସମସ୍ତ ଜିନିଷକୁ ପେଶୀ ଦିଅନ୍ତୁ । ଏହାପରେ ଆପଣ ଗ୍ଯାସରେ ଏକ ପାତ୍ର ବଶାନ୍ତୁ ଓ ସେଥିରେ ଏକ ଗ୍ଳାସ କ୍ଷୀର ଏବଂ ଏକ ଚାମଚ ହଳଦୀ ନିଅନ୍ତୁ । ପାଞ୍ଚ ମିନିଟ ଗରମ କରିବା ପରେ ଆପଣ ଏହାକୁ ଏକ ପାତ୍ରରେ ରଖିଦିଅନ୍ତୁ ।
ବନ୍ଧୁଗଣ ଏହି କ୍ଷୀରରେ ଆପଣ ଅଧା ଚାମଚ ସେହି ରୋଷ୍ଟ ପାଉଡରକୁ ମିଶାଇ ଭଲ ଭାବରେ ମିସ୍କ କରିଦିଅନ୍ତୁ ଓ ରାତିରେ ଶୋଇବା ପୂର୍ବରୁ ଆପଣ ଏହାର ସେବନ କରନ୍ତୁ । ମାତ୍ର ତିନି ଦିନର ସେବନରେ ଆପଣ ମାନଙ୍କୁ ଏହାର ଲାଭ ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ