ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ Lipsa Mishra, ସରିଲା ନିର୍ବନ୍ଧ, ଦେଖନ୍ତୁ କାହାକୁ କରିବେ ସେ ବିବାହ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର । ଲିପ୍ସା ମିଶ୍ର ଙ୍କ ନିର୍ବନ୍ଧ ସରିଯାଇଛି । ଲିପ୍ସା ମିଶ୍ର ଙ୍କ ବନ୍ଧୁ ପ୍ରିୟଙ୍କା ସୋ-ସି-ଆ-ଲ ମି-ଡି-ଆ ରେ ଏହି ଫଟୋ ସବୁ ସେୟାର କରିଛନ୍ତି । ଆଗକୁ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆପଣ ମାନେ ସମସ୍ତେ ଲିପ୍ସା ମିଶ୍ରଙ୍କୁ ଓଡିଆ ଚଳଚିତ୍ର ତଥା ସିରିୟଲ ରେ ଅଭିନୟ କରିଥିବାର ଦେଖିଥିବେ ।

ସେ ନିଜ ବୟଫ୍ରେଣ୍ଡ ଆକାଶ ଙ୍କୁ ହିଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏବଂ ନିକଟରେ ମୁଦିପିନ୍ଧା ମଧ୍ୟ ଶେଷ ହୋଇସାରିଛି । ଉଭୟ ବେସ ଖୁସ ଥିବାର ଦେଖିବାକୁ ମିଳିଛି । ଏହା ସହିତ ଅନେକ ସେଲିବ୍ରେଟି ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିବା ର ଦେଖିବାକୁ ମିଳିଛି । ଏହା ସହିତ ଲିପ୍ସା ମିଶ୍ର ଙ୍କ ସହିତ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା ।

ଓଡିଆ ସିରିୟଲ ରେ ଲିପ୍ସା ମିଶ୍ର ଙ୍କ ଦବଦବା ଆଗରୁ ମଧ୍ୟ ରହିଥିଲା ଏବଂ ବର୍ତ୍ତମାନ ମଧ୍ୟ ଦେଖିବାକୁ ମିଳିଛି । ଅନେକ ଚଳଚିତ୍ର ସହିତ ଅନେକ ସିରିୟଲ ସେ ଅଭିନୟ କରିଛନ୍ତି ଏବଂ ଲୋକମାନେ ତାଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି । ଏହା ସହିତ ଅନେକ ଆଲବମ ମଧ୍ୟ କରିଛନ୍ତି ଏବଂ ଏହା ବହୁତ ସୁପର ହିଟ ହୋଇଛି ।

ତେବେ ଲିପ୍ସା ମିଶ୍ର ଅନେକ ଦିନ ରିଲେସନସିପରେ ରହିବା ପରେ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏବଂ ଅନେକ ଦିନରୁ ଦେଖିଥିବା ସ୍ଵପ୍ନ ତାଙ୍କର ସତ ହେବାକୁ ଯାଉଅଛି । ପାରିବାର ଲୋକେ ମଧ୍ୟ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲା । ସେ ନିଜର ବୟଫ୍ରେଣ୍ଡ ଆକାଶ ଙ୍କୁ ପାଇ ବହୁତ ଖୁସି ଅଛନ୍ତି । ଉଭୟ ପରସ୍ପର କୁ ବହୁତ ଭଲପାଆନ୍ତି ବୋଲି ସୂଚନା ମିଳିଥିଲା ।

ଆଗକୁ ଜୀବନସାଥୀ ଭାବରେ ଆଗକୁ ଯିବାକୁ ଶପଥ ନେଲେ ଏବଂ ଖୁବଶୀଘ୍ର ଉଭୟ ଙ୍କର ବିବାହ ହେବାକୁ ଯାଉଅଛି । ସେମାନେ ନିଜର ସୁନାର ସଂସାର କୁ ଆଗକୁ ବଢାଇବାକୁ ଯାଉଛନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ଲିପ୍ସା ମିଶ୍ର ଙ୍କ ଫଟୋ ଭା-ଇ-ରା-ଲ ହେବା ପରେ ଲିପ୍ସା ଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଶୁଭେଛା ଜଣାଇବା ସହିତ ଆଗାମୀ ବୈବାହିକ ଜୀବନ ସୁଖମୟ ହେଉ ବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *