ବନ୍ଧୁଗଣ ପାରଳାଖେମୁଣ୍ଡି ଏସଏଫଓ ସୋମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ପରେ ସ୍ଥିତି ବହୁତ ବଦଳି ଯାଇଛି । ବନ୍ଧୁଗଣ ପୋଲିସ ଏହି କେ-ସ ସହ ଜଡିତ ସମସ୍ଯା ସଖ୍ୟ ପ୍ରମାଣକୁ ଆଧାର କରି ତ-ଦ-ନ୍ତ କରୁଛି । ପ୍ରତିଦିନ ଏହି ମାମଲାର କିଛି ନୂଆ ତଥ୍ୟ ଦେଖିବାକୁ ମିଳୁଛି ।
ସୋମ୍ୟଙ୍କ ପତ୍ନୀ (ବିଦ୍ୟା ଭାରତୀ) ଏହାକୁ ଆ-ତ୍ମ-ହ-ତ୍ୟା କହୁଥିବା ବେଳେ ସୋମ୍ୟଙ୍କ ପରିବାର ଲୋକ ଏହାକୁ ହ-ତ୍ୟା ବୋଲି କହିଛନ୍ତି । ସୋମ୍ୟଙ୍କ ମୃ-ତ୍ୟୁ ପାଇଁ ତାଙ୍କ ବୋହୁ (ବିଦ୍ୟା ଭାରତୀ)ଙ୍କ ହାତ ରହିଛି ବୋଲି ସେମାନେ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ବନ୍ଧୁଗଣ ଏହି କେ-ସ ସହ ଜଡିତ ସମସ୍ତ ଲୋକଙ୍କୁ ସହ ପୋଲିସ ପଚରା ଉଚରା କରିସାରିଛି ।
ଏନେଇ ବର୍ତ୍ତମାନ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୋମ୍ୟ ରଞ୍ଜନ ମାମଲାରେ ଆସିଥିବା ସେହି ବଡ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଏହି ମାମଲାର ତଦନ୍ତ ସମୟରେ କିଛି ଚିଠି ସାମ୍ନାକୁ ଆସିଥିଲା । କେତେକ ଚିଠି ଉଭୟ ସୋମ୍ୟ ଓ ବିଦ୍ୟା ଲେଖିଥିଲେ । ସୋମ୍ୟ ବିଦ୍ୟାଙ୍କ ପାଇଁ ପ୍ରେମ କଥା ଚିଠିରେ ଲେଖିଥିବା ବେଳେ ବିଦ୍ୟା ନିଜ ସ୍ଵାମୀଙ୍କ ପାଇଁ କେବଳ ଘୃଣା ମନୋଭାବ ଚିଠିରେ ଲେଖିଥିଲେ । ହେଲେ ବର୍ତ୍ତମାନ ବିଦ୍ୟାଙ୍କର ଏକ ଶେଷ ଚିଠି ସାମ୍ନାକୁ ଆସିଛି । ସେହି ଚିଠି ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ସେହି ଚିଠିରେ ଜ୍ୟୋତି ନାମକ ଏକ ଯୁବକଙ୍କ ନାମ ରହିଥିଲା । ଏହି ବ୍ୟକ୍ତି ବିଷୟରେ ବର୍ତ୍ତମାନ କିଛି ଜଣା ପଡି ନାହିଁ । କିନ୍ତୁ ବିଦ୍ୟାଙ୍କ ବିଷୟରେ ତାଙ୍କ ଗାଁ ଲୋକଙ୍କ ଠାରୁ ଏକ ଆଶ୍ଚର୍ଯ୍ୟ କଥା ଶୁଣିବାକୁ ମିଳିଛି । ଗାଁ ଲୋକଙ୍କ ମତରେ, ବିଦ୍ୟାଙ୍କ ବିବାହ ସୋମ୍ୟ ରଞ୍ଜନଙ୍କ ସହ ଠିକ ହେବା ପରେ ବିଦ୍ୟା ଘରୁ ଫେରାର ହୋଇଯାଇଥିଲେ ।
ଏହି ବିବାହରେ ସେ ରାଜି ନଥିଲେ କାରଣ ତାଙ୍କର କଲେଜ ବେଳର ସାଙ୍ଗ ସୋମ୍ୟ ରଞ୍ଜନଙ୍କ ସହ ସେ ପ୍ରେମ ସମ୍ବନ୍ଧ ରଖିଥିଲେ । ଉଭୟ ଜୀବନ ସାରା ଏକା ସହ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ପରିବାର ମଧ୍ୟ ସେହି ବିବାହ ପାଇଁ ରାଜି ଥିଲା । ହେଲେ ଜାତକ ମିଶାଇବା ବେଳେ ଏକ ଭୟଙ୍କର ଭବିଷ୍ୟତ ଆସିଥିଲା । ବିଦ୍ୟାଙ୍କ ଭାଗ୍ୟରେ ବି-ଧ-ବା ଯ-ନ୍ତ୍ର-ଣା ଥିବା ଜ୍ୟୋତିଷ୍ୟ କହିଥିଲେ ।
ବିଦ୍ୟାଙ୍କ ବି-ଧ-ବା କଥା ଜାଣିବା ପରେ ତାଙ୍କ ବାପା ବିଦ୍ୟାଙ୍କ ପାଇଁ ବାଛି ଦେଲେ ସୋମ୍ୟଙ୍କୁ । ଆମ ହିନ୍ଦୁ ଧର୍ମରେ ରହିଛି ଯଦି କୌଣସି ମହିଳାଙ୍କ ବିଧବା ଦୋଷ ଥିବ ତା ହେଲେ ସାହାଡା ଗଛକୁ ବିବାହ କରାଯାଏ । ଏପରି କରିବା ଦ୍ଵାରା ଦୋ-ଷ ଖ-ଣ୍ଡ-ନ ହୋଇଥାଏ । କିନ୍ତୁ ବିଦ୍ୟାଙ୍କ ଦୋ-ଷ ଖ-ଣ୍ଡ-ନ ପାଇଁ ବିଦ୍ୟାଙ୍କ ବାପା ସାହାଡା ଗଛ ବାଛିବା ବଦଳରେ ସୋମ୍ୟଙ୍କୁ ବାଛି ଦେଲେ । କିନ୍ତୁ ବିଦ୍ୟା ଏହି ବିବାହ ପାଇଁ ରାଜି ନଥିଲେ ସେ ଜ୍ୟୋତିଙ୍କ ସହ ଫେରାର ହୋଇଯାଇଥିଲେ ।
ହେଲେ ପରେ ଘର ଲୋକ ବୁଝାଇ ବିଦ୍ୟାଙ୍କୁ ବିବାହ ପାଇଁ ରାଜି କରେଇ ଥିଲେ । ହେଲେ ବିବାହ ପରେ ସୋମ୍ୟଙ୍କୁ ଗ୍ରହଣ କରି ପାରି ନଥିଲେ ବିଦ୍ୟା । ପାରିପାର୍ଶ୍ଵକ ଦ୍ରୁଷ୍ଟିରୁ ଏହା ଜଣା ପଡୁଛି ଯେ, ବିଦ୍ୟାଙ୍କ ବାପା ସବୁ କିଛି ଜାଣି ଥିଲେ । ସୋମ୍ୟ ବିବାହର 6 ମାସ ପରେ ନିଜ ସମ୍ପତ୍ତି ଓ ଦରମାର ଉତରାଧିକାରୀ ବିଦ୍ୟାଙ୍କୁ କରିଥିଲେ ।
ହେଲେ ବିଦ୍ୟା ସୋମ୍ୟଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିନଥିଲେ ମଧ୍ୟ ସୋମ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ । ତେଣୁ ବିଦ୍ୟା ନିଜ ରାସ୍ତା ଖୋଲିବା ପାଇଁ କରିଥିଲେ ଷ-ଡ-ଯ-ନ୍ତ୍ର ଓ ପରିବାର ଲୋକ ମଧ୍ୟ ତାଙ୍କୁ ସହାୟତା କରିଥିଲେ । ସୋମ୍ୟଙ୍କ ମୃ-ତ୍ୟୁ ପରେ ବିଦ୍ୟାଙ୍କ ବାପା ମାଙ୍କ ଆଖିରୁ ଲୁହ ମଧ୍ୟ ଆସି ନାହିଁ । ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ