TV ସିରିଏଲ ସାଥ ନିଭାନା ସାଥୀୟା ରେ ସଂସ୍କାରୀ ଅବତାର ରେ ନଜର ଆସୁଥିବା ଗୋପୀ ବୋହୁ ଆଜି ଦେଖାଯାନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ପ୍ରଥମ ନଜରରେ ଚିହ୍ନିବା ବି ମୁସ୍କିଲ

ଟିଭି ଦୁନିଆରେ ବହୁତ୍ ଚରିତ୍ର ଦେଖିବାକୁ ମିଳେ, ସେଥିମଧ୍ୟରୁ ବହୁତ୍ କଳାକାର ଦର୍ଶକମାନଙ୍କର ବହୁତ ପସନ୍ଦ ହୋଇଯାନ୍ତି, ଦର୍ଶକ ସେମାନଙ୍କୁ ଦେଖିବାକୁ ଭଲ ପାଆନ୍ତି । ଏମିତି କିଛି ହୁଏ ବହୁତ୍ କଳାକାର ସିରିଏଲ ଅଧାରୁ ଛାଡ଼ି ପଳାନ୍ତି । ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟରେ କହୁଛୁ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ । ସେ ହେଉଛନ୍ତି ଜିୟା ମାନିକ୍ । ଯିଏ ଷ୍ଟାରପ୍ଲସ ସିରିଏଲ ସାଥ୍ ନିଭାନା ସାଥିୟାରେ ଗୋପିର ଚରିତ୍ରରେ ଅଭିନୟ କରିଥିଲେ ।

ଏମିତି କିଛି ହେଲା ଯେଉଁଥିପାଇଁ ସେ ସିରିଏଲ ଅଧାରୁ ଛାଡି ଦେଇଥିଲେ । ଆପଣମାନେ ଜାଣିଛନ୍ତି,ଜୀୟା ମାନିକ ଏବେ କଣ କରୁଛନ୍ତି ଓ କେଉଁଠି ଅଛନ୍ତି । ଜିୟା ମାନିକ୍୧୮୮୬ ମସିହା ୧୮ ଫେବୃଆରୀରେ ଗୁଜରାଟ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଗୁଜୁରାଟର ଅହମ୍ମଦାବଦ ଇଣ୍ଟର ନ୍ୟାସନାଲ୍ ବିଦ୍ୟାଳୟରୁ ତାଙ୍କର ପାଠ ପଢା ସାରିଛନ୍ତି ଓ ଗ୍ରାଜୁଏସନ୍ ସର୍ଦ୍ଦାର ପଟ୍ଟେଲ୍ ୟୁନିଭରସିଟି ମହାବିଦ୍ୟାଳୟରୁ କରିଛନ୍ତି ।

ତାଙ୍କୁ ଅଭିନୟ କରିବା ବହୁତ୍ ଭଲ ଲାଗୁଥିଲା, ଯେଉଁଥି ପାଇଁ ସ୍କୁଲ୍ ଓ କଲେଜରେ ବହୁତ୍ ଭଲ ଅଭିନୟ କରିଥିଲେ । ସେଥିପାଇଁ ପଢା ସରିବା ପରେ ସେ ମୁମ୍ବାଇରେ ବହୁତ ଅଡିସନ୍ ଦେଲେ,ତା ପରେ ତାଙ୍କ ପ୍ରଥମ ଫିଲ୍ମ ଆସିଲା ନା ଘରକେ ନା ଘାଟକେ , ଏହି ଫିଲ୍ମରେ ବହୁତ ଭଲ ଅଭିନୟ କରିଛନ୍ତି ସେ , ଯେଉଁଠି ତାଙ୍କ ସାଙ୍ଗରେ ଅମ୍ରେଶ୍ ପୁରୀ ଅଭିନୟ କରିଥିଲେ ।

ତାପରେ ତାଙ୍କୁ ୨୦୧୧ ମସିହାରେ ସାଥ ନିଭାନା ସାଥିୟା ସିରିଏଲରେ ଗୋପୀ ବୋହୂର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା, ଏହା ଦ୍ଵାରା ସେ ଦର୍ଶକଙ୍କର ବହୁତ୍ ପ୍ରିୟ ହୋଇଗଲେ । ଏହି ସିରିଏଲ ପରେ ଝଲକ୍ ଦିଖ୍ ଲାଜା ରିୟାଲିଟି ସୋ ରେ ତାଙ୍କୁ ଦେଖିବାକୁ ମିଳିଲା, ଯାହା ନିର୍ମାତାଙ୍କୁ ଭଲ ଲାଗିଲାନି, ସେଥିପାଇଁ ତାଙ୍କ ସାଙ୍ଗରେ ଝଗଡ଼ା ଲାଗିଲା ।

ସେହି କାରଣରୁ ସେ ସିରିଏଲ ଛାଡ଼ି ଦେଇଥିଲେ । ତା ପରେ ଜିନି ଅର୍ ଜୁଜୁ,ବଡ଼ି ଦୁର ସେ ଆୟେଁ ସିରିଏଲରେ ସେ ନଜର ଆସିଲେ । ଟିଭି ପରଦାରୁ ଦୂରେଇ ଯିବାର କିଛି ବର୍ଷ ପରେ ସେ ୩୪ ବର୍ଷର ହେଲା ପରେ ବହୁତ୍ ହଟ୍ ଓ ସୁନ୍ଦର୍ ଦେଖାଯାଉଛନ୍ତି ।

ଆପଣଙ୍କ ଜାଣିବାପାଇଁ କହୁଛୁ ସେ ତାଙ୍କ କ୍ୟାରିଅର ଆଉ ଥରେ ଆରମ୍ଭ କରିଛନ୍ତି, ସେ ଏହା ପରେ ଜିଟିଭି ର ଲୋକପ୍ରିୟ ସିରିଏଲ ମୋହିନିରେ ଗୋପୀ ଚରିତ୍ରରେ ଅଭିନୟ କରିଛନ୍ତି । ସେ ବହୁତ୍ ଭଲ ଭାବରେ ଅଭିନୟ କରିଛନ୍ତି ସେଥିପାଇଁ ତାଙ୍କୁ ପ୍ରଶଂସା ବହୁତ୍ ମିଳିଛି । ଫ୍ରେଣ୍ଡ୍ସ ଆପଣଙ୍କୁ ଜିୟା ମାନିକ ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ କରି ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *