କାମ ଦେଲାନି ଇକମୋ ଚିକିତ୍ସା, ୩ ମାସର ପୁଅ ଓ ପତ୍ନୀଙ୍କୁ ଛାଡି ଆରପାରିକୁ ଚାଲିଗଲେ Divyaranjan, କାନ୍ଦି କାନ୍ଦି ସ୍ତ୍ରୀ ଯାହା କହିଲେ ଶୁଣି ଆପଣ ବି କାନ୍ଦି ପକେଇବେ- ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ତେବେ ଏହି କରୋନା ର ଦ୍ଵିତୀୟ ଲହରୀ ଅନେକ ଜୀଵନ ନେଇ ସାରିଲାଣି ଏବଂ ବର୍ତ୍ତମାନ ଆଉ ଏକ ଜୀଵନ ନେଇଗଲା ସେ ହେଉଛନ୍ତି ଦିବ୍ୟରଞ୍ଜନ । ଏହି ସଂକ୍ରମଣ ଯୋଗୁଁ ସେ ଜୀଵନ ଯୁ-ଦ୍ଧ ରେ ହା-ରି-ଗଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା । କରୋନା ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କଟକର ଦିବ୍ୟରଞ୍ଜନ ।

ତେବେ ତାଙ୍କ ର କିଛି ବର୍ଷ ତଳେ ବିବାହ ହୋଇଥିଲା ଏବଂ ତାଙ୍କର ତିନି ମାସ ର କୁନି ପୁଅ ମଧ୍ୟ ଅଛି । ଦିବ୍ୟରଞ୍ଜନ ଙ୍କ ଦେହ ଖରାପ ଥିଲା ଏବଂ ଚେକ କରିବା ପରେ କରୋନା ପଜିଟିଭ ବାହାରିଥିଲା ତେବେ ପ୍ରଥମେ ତାଙ୍କୁ କଟକ ର ରୁଦ୍ର ହସ୍ପିଟାଲରେ ନିଆ ଯାଇଥିଲା କିନ୍ତୁ ପରେ ଭୁବନେଶ୍ୱର ର ଆପୋଲୋ କୁ ନେଇ ଯାଇଥିଲେ ଏହା ପରେ ଏକମୋ ଚିକିତ୍ସା ପାଇଁ ସମ ହସ୍ପିଟାଲକୁ ନେଇ ଯାଇଥିଲେ ଜୁନ ୧ ରେ ।

ତେବେ ସେଠାରେ ଏକମୋ ଚିକିତ୍ସା କରାଯାଇ ଥିଲା କିନ୍ତୁ କୌଣସି ଫାଇଦା ହୋଇ ପାରିଲା ନାହିଁ ଶେଷ ରେ ସେ ଏହି ଜୀଵନ ମ-ର-ଣ ଯୁ-ଦ୍ଧ ରେ ହାରିଗଲେ । ସବୁ ପାର୍ଥନା ବିଫଳ ହୋଇଗଲା । ତିନି ମାସ ର ପୁଅ ଏବଂ ସ୍ତ୍ରୀ ଙ୍କୁ ଛାଡି ଚାଲିଗଲେ ଦିବ୍ୟରଞ୍ଜନ । ତେବେ ଏହି କରୋନା ଅନେକ ଲୋକଙ୍କ ଜୀଵନ ରେ କା-ଳ ରାତ୍ରି ନେଇ ଆସିଛି । ତେଣୁ ନିଜେ ସତର୍କ ରହିବା ଦ୍ୱାରା ଏହି ସଂକ୍ରମଣ ଠାରୁ ଦୂରେଇ ରହିବା ଏବଂ ସୁରକ୍ଷିତ ହେବା ।

Leave a Reply

Your email address will not be published. Required fields are marked *