କେବେ ଥିଲେ ଗୋଟିଏ ଗରିବ ବ୍ୟକ୍ତି ର ସ୍ତ୍ରୀ, ଆଜି ଅଟନ୍ତି Bollywood ର ସୁପର ଷ୍ଟାର ଙ୍କ ପତ୍ନୀ, ଜାଣନ୍ତୁ କିଏ ଏହି ସୁନ୍ଦରୀ ମହିଳା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଅନ୍ୟ ପକ୍ଷରେ ଏହି କଳାକାର ମାନଙ୍କର ପରିବାର ଲୋକ ମାନେ ମଧ୍ୟ ଲାଇମ ଲାଇଟରେ ରହିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି ଏକ ସୁପର ଷ୍ଟାରଙ୍କ ସ୍ତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏ ଗୋଟେ ସମୟରେ ଜଣେ ଗରିବ ଲୋକଙ୍କ ପତ୍ନୀ ଥିଲେ । ହେଲେ କିଛି ସମୟ ପରେ ବଲିଉଡର ଜଣେ ଦିଗଜ ଅଭିନେତାଙ୍କ ସହ ସେ ବିବାହ କରିଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।


ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ । ମାନ୍ୟତା ହେଉଛନ୍ତି ସଞ୍ଜୟଙ୍କର ତୃତୀୟ ପତ୍ନୀ । ସଞ୍ଜୟ ପ୍ରଥମେ ରୀଚା ଶର୍ମା ନାମକ ଜଣେ ମହିଳାଙ୍କ ସହ ବିବାହ କରିଥିଲେ । ହେଲେ ରୀଚା କ୍ୟାନ୍ସର ରୋଗ ହେତୁ ସେ ଦୁନିଆରୁ ଚାଲିଗଲେ ।

ଏହାପରେ ସନୟ ଦ୍ଵିତୀୟ ବିବାହ ରିୟା ପିଲ୍ଲେଙ୍କ ସହ କରିଥିଲେ । ହେଲେ କିଛି ବର୍ଷ ମଧ୍ୟରେ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଶେଷରେ ସଞ୍ଜୟ ୨୦୦୮ ମସିହାରେ ସଞ୍ଜୟ ମାନ୍ୟତାଙ୍କ ସହ ଗୋଆରେ ବିବାହ କରିଥିଲେ । ମାନ୍ୟତାଙ୍କର ସଞ୍ଜୟଙ୍କ ଲାଇଫରେ ବହୁତ ବଡ ଯୋଗଦାନ ରହିଛି । ସଞ୍ଜୟଙ୍କର ଅସୁବିଧା ସମୟରେ ମାନ୍ୟତା ତାଙ୍କୁ ବହୁତ ସପୋର୍ଟ କରିଛନ୍ତି । ଆପଣ ମାନେ ଫିଲ୍ମ ‘ସଞ୍ଜୁ’ରେ ମଧ୍ୟ ମାନ୍ୟତାଙ୍କ ଯୋଗଦାନ ଦେଖିପାରିବେ ।

ସଞ୍ଜୟ ଅଧିକାଂଶ ସମୟ ନିଜ କାମରେ ବ୍ୟସ୍ତ ରହୁଛନ୍ତି ହେଲେ ମାନ୍ୟତା ତାଙ୍କ ଘର ଓ ତାଙ୍କ ଛୁଆ ମାନଙ୍କୁ ବହୁତ ଭଲ ଭାବରେ ସମ୍ଭାଳି ଛନ୍ତି । ୨୨ ଜୁଲାଇ ୧୯୭୯ ମସିହାରେ ଜନ୍ମ ହୋଇଥିବା ମାନ୍ୟତାଙ୍କର ଅସଲି ନାମ ହେଉଛି ଦିଲନବାଜ ସେଖ । ମାନ୍ୟତା ନିଜ ପିଲା ଦିନ ଦୁବାଇରେ ବିତାଇ ଥିଲେ । ହେଲେ ସେ ନିଜ ଅଭିନୟ କାରିୟରର ଆରମ୍ଭ କରିବା ପାଇଁ ମୁମ୍ବାଇ ଆସିଥିଲେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମାନ୍ୟତାଙ୍କ ପ୍ରଥମ ସ୍ଵାମୀ ସଞ୍ଜୟ ନୁହନ୍ତି । ମାନ୍ୟତା ୨୦୦୩ ମସିହାରେ ମିରାଜ-ଉଲ୍ ରହମାନ ନାମକ ଏକ ସାଧାରଣ ବ୍ୟକ୍ତିଙ୍କ ସହ ବିବାହ କରିସାରିଥିଲେ । ହେଲେ ପରେ ଏମାନେ ଅଲଗା ହୋଇଯାଇଥିଲେ । ଏହା ପରେ ସଞ୍ଜୟ ମାନ୍ୟତାଙ୍କ ଜୀବନକୁ ଆସିଥିଲେ ଯାହାଫଳରେ ଏମାନେ ସବୁଦିନ ପାଇଁ ସ୍ଵାମୀ ସ୍ତ୍ରୀ ହୋଇଯାଇଥିଲେ ।


ମାନ୍ୟାତା ସଞ୍ଜୟ ଦତ୍ତଙ୍କ ଠାରୁ ୨୦ ବର୍ଷ ସାନ ଅଟନ୍ତି । ବନ୍ଧୁଗଣ ମାନ୍ୟତା ଯେତେବେଳେ ବଲିଉଡରେ ଏଣ୍ଟ୍ରି କରିଥିଲେ ସେତେବେଳେ ସେ ସାରା ଖାନ ନାମରେ ଜଣା ଯାଉଥିଲେ । ସେ ୨୦୦୩ରେ ଆସିଥିବା ଫିଲ୍ମ ‘ଗଙ୍ଗାଜଳ’ରେ ସଙ୍ଗ କରିଥିଲେ । ଏହାପରେ ତାଙ୍କୁ ମାନ୍ୟତା ନାମ ମିଳିଥିଲା । ସଞ୍ଜୟ ଓ ମାନ୍ୟତା ୨୦୦୬ ମସିହାରେ ପରସ୍ପର ସହ ସାକ୍ଷାତ କରିଥିଲେ । ଏହି ଦୁଇଜଣ ଏକ ଆୱାର୍ଡ ସୋ ରେ ସାକ୍ଷାତ କରିଥିଲେ ।

ସେହି ଆୱାର୍ଡ ସୋର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ସେହି ଭିଡିଓରେ ସଞ୍ଜୟ ନିଜ ସାଙ୍ଗ ମାନଙ୍କୁ ନେଇ ମାନ୍ୟତାଙ୍କ ସହ ସାକ୍ଷାତ କରିଥିଲେ ଓ କହିଥିଲେ, ମୁ ଏହି ଝିଅ ସହ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛି । ଏହାପରେ ଏହି ଦୁଇଜଣ ୨୦୦୮ ମସିହାରେ ପରସ୍ପର ସହ ବିବାହ କରିଥିଲେ ଓ ଏହି ଦୁଇଜଣଙ୍କର ଦୁଇଟି ଛୁଆ ମଧ୍ୟ ଜନ୍ମ ହୋଇଥିଲେ । ବର୍ତ୍ତମାନ ଏହି ଦୁଇଜଣ ନିଜ ଜୀବନରେ ବହୁତ ଖୁସି ଅଛନ୍ତି । ମାନ୍ୟତା ଓ ସଞ୍ଜୟ ପରସ୍ପରକୁ ବହୁତ ପ୍ରେମ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *