ପୁଲିସ ୟୁନିଫର୍ମ ରେ ବହୁତ ହିଁ କମାଲ ଲାଗନ୍ତି Bollywood ର ଏହି 5 ଜଣ Actress, 3 ନମ୍ବର Actress ତ ଲାଗନ୍ତି ସବୁଠୁ ଅଧିକ ଦମଦାର

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦମଦାର ପୋଲିସ ଭୂମିକାରେ ନଜର ଆସିଛନ୍ତି । ଏମାନଙ୍କୁ ଲୋକମାନେ ପୋଲିସ ଡ୍ରେସରେ ବହୁତ ଅଧିକ ପସନ୍ଦ କରିଛନ୍ତି ଓ ଏମାନେ ନିଜର ଏହି ଭୂମିକା ପାଇଁ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପୋଲିସ ଭୂମିକାରେ ନଜର ଆସି ନିଜର ଦମଦାର ଅଭିନୟ ପଦର୍ଶନ କରିଛନ୍ତି, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ବନ୍ଧୁଗଣ ପ୍ରିୟାଙ୍କାଙ୍କୁ ପୋଲିସ ଡ୍ରେସରେ ବହୁତ ସୁନ୍ଦର ନଜର ଆସନ୍ତି । ୨୦୧୬ରେ ଆସିଥିବା ଫିଲ୍ମ ‘ଜୟ ଗଙ୍ଗାଜଳ’ରେ ଆପଣ ମାନେ ପ୍ରିୟାଙ୍କାଙ୍କୁ ପୋଲିସ ଭୂମିକାରେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ସେ ଏସିପି ଆଭା ମାଥୁରର ଭୂମିକାରେ ନଜର ଆସିଥିଲେ ଓ ତାଙ୍କର ଏହି ଭୂମିକାକୁ ଦର୍ଶକ ମାନେ ବେସ ପସନ୍ଦ ମଧ୍ୟ କରିଥିଲେ ।


ତବ୍ବୁ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ତବ୍ବୁ । ବନ୍ଧୁଗଣ ତବ୍ବୁ ମଧ୍ୟ ପୋଲିସ ଡ୍ରେସରେ ବହୁତ କମାଲ ନଜର ଆସନ୍ତି । ୨୦୧୫ରେ ଆସିଥିବା ଫିଲ୍ମ ‘ଦୃଶ୍ୟମ’ରେ ଆପଣ ମାନେ ତବ୍ବୁଙ୍କୁ ପୋଲିସ ଭୂମିକାରେ ଦେଖିଥିବେ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ ବଲିଉଡ ଅଭିନେତା ଅଜୟ ଦେବଗନ । ଏହି ଫିଲ୍ମରେ ତବ୍ବୁ ଇନ୍ସପେକ୍ଟର ମୀରା ଦେଶମୁଖର ଭୂମିକାରେ ନଜର ଆସିଥିଲେ ଓ ଲୋକାମାନେ ତାଙ୍କର ଏହି ଭୂମିକାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ ।


ରାନୀ ମୁଖାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦମଦାର ଅଭିନେତ୍ରୀ ରାନୀ ମୁଖାର୍ଜୀ । ସମସ୍ତ ଲୋକ ରାନୀଙ୍କର ପୋଲିସ ଭୂମିକାକୁ ସବୁଠାରୁ ଅଧିକ ପସନ୍ଦ କରିଛନ୍ତି । ୨୦୧୪ରେ ଆସିଥିବା ଫିଲ୍ମ ‘ମର୍ଦାନୀ’ରେ ରାନୀ ମହିଳା ଅଧିକାରୀ ଶିବାନୀ ଶିବାଜି ରାଓର ଭୂମିକା ପଦର୍ଶନ କରିଥିଲେ । ଏହି ଫିଲ୍ମରେ ରାନୀ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା ।


ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ବନ୍ଧୁଗଣ ମାଧୁରୀ ମଧ୍ୟ ପୋଲିସ ଭୂମିକାରେ ବହୁତ ଦମଦାର ଅଭିନୟ ପଦର୍ଶନ କରିଛନ୍ତି । ସେ ଫିଲ୍ମ ‘ଖଳନାୟକ’ରେ ପୋଲିସ ମହିଳା ଅଧିକାରୀ  ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ ବଲିଉଡର ଦିଗଜ ଅଭିନେତା ସଞ୍ଜୟ ଦତ୍ତ । ଏହି ଫିଲ୍ମରେ ମାଧୁରୀଙ୍କ ଅଭିନୟକୁ ଲୋକମାନେ ବେସ ପସନ୍ଦ କରିଥିଲେ ଓ ଏହି ଫିଲ୍ମ ପାଇଁ ସେ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ।

ରେଖା – ବଲିଉଡର ଏଭରଗ୍ରୀନ୍ ବିୟୁଟି ରେଖା ମଧ୍ୟ ତାଙ୍କ ଫିଲ୍ମ କ୍ୟାରିୟରରେ ଜଣେ ମହିଳା ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ସୁଦ୍ଧା ଆପଣ ନିଶ୍ଚୟ ବୁଝି ଯାଇଥିବେ କି 1991 ମସିହାରେ ଆସିଥିବା ଫିଲ୍ମ ‘ଫୁଲ ବନେ ଅଙ୍ଗାରେ’ ବିଷୟରେ ଆମେ କହୁଛୁ । ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ପ୍ରମାଣିତ ହୋଇଥିଲା । ରେଖାଙ୍କ ସହ ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *