ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କୁ ସ-ମ୍ବ-ନ୍ଧ ରଖିବା ପାଇଁ ବହୁତ ଇଛା ରହିଥାଏ । ଏହି ଇଛାଟି ଏକ ନିର୍ଦିଷ୍ଟ ବୟସରେ ଆରମ୍ଭ ହୋଇଥାଏ ଓ ଅଧିକ ବୟସ ହେବା ଫଳରେ ଧୀରେ ଧୀରେ ଇଛା କମି ଯାଇଥାଏ । ସ-ମ୍ବ-ନ୍ଧ ରଖିବା ହେଉଛି ଏକ ସାଧାରଣ କଥା । ଆଗ କାଳରେ ଲୋକମାନେ ବିବାହ ପରେ ସ-ମ୍ବ-ନ୍ଧ ରଖୁଥିଲେ ହେଲେ ବର୍ତ୍ତମାନର ସମୟରେ ଯୁବ ପିଢୀ ମାନେ ଏହି ସବୁକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ।
ସ-ମ୍ବ-ନ୍ଧ ରଖିବା ଦ୍ଵାରା ଆମ ଶରୀରର କିଛି ଲାଭ ହୋଇଥାଏ । ସ-ମ୍ବ-ନ୍ଧ ଦ୍ଵାରା ଆମ ହୃଦୟ ସୁସ୍ଥ ରୁହେ ଓ ମଣିଷଙ୍କୁ ଭଲ ନିଦ ଆସେ । କେତେକ ରିସର୍ଚ ମୁତାବକ ସ-ମ୍ବ-ନ୍ଧ ରଖିବା ଦ୍ଵାରା ମହିଳା ମାନେ ସୁନ୍ଦର ହୋଇଥାନ୍ତି । ହେଲେ କିଛି ଲୋକଙ୍କ ମତରେ ସ-ମ୍ବ-ନ୍ଧ ରଖିବା ଦ୍ଵାରା ସାଧାରଣତଃ ମହିଳା ମାନେ ମୋଟି ହୋଇ ଯାଇଥାନ୍ତି ।
ଯଦି ଆପଣ ମାନଙ୍କର ମନରେ ଏହି ପ୍ରଶ୍ନ ଅଛି ତା ହେଲେ ଆଜି ଆମେ ଆପଣ ମାନଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ ଆସିଛି । ସ-ମ୍ବ-ନ୍ଧ ରଖିବା ଦ୍ଵାରା ମହିଳା ମାନେ ମୋଟି ହୁଅନ୍ତି ନା ନାହିଁ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଅନେକ ଲୋକଙ୍କ ମତରେ ସ-ମ୍ବ-ନ୍ଧ ରଖିବା ଦ୍ଵାରା ମହିଳା ମାନେ ମୋଟି ହୋଇଯାଇଥାନ୍ତି । କାରଣ କିଛି କ୍ଷେତ୍ରରେ ବିବାହ ପରେ ଉଭୟ ମହିଳା ଓ ପୁରୁଷଙ୍କ ଓଜନ ବଢି ଯାଇଥାଏ । ହେଲେ ଏହା ସଂପୂର୍ଣ୍ଣ ମିଛ ଅଟେ ଯେ, ସ-ମ୍ବ-ନ୍ଧ ରଖିବା ଦ୍ଵାରା ମହିଳା ମାନେ ମୋଟି ହୋଇଯାଇଥାନ୍ତି । ବନ୍ଧୁଗଣ ସ-ମ୍ବ-ନ୍ଧ ରଖିବା ଦ୍ଵାରା ଅଧିକ ଭୋକ ଓ ନିଦ ଲାଗିଥାଏ ଯାହାଫଳରେ ଶରୀରର ଓଜନ ବଢିଥାଏ ।
ସ-ମ୍ବ-ନ୍ଧ ରଖିବା ଦ୍ଵାରା ମଣିଷର ସମସ୍ତ ଷ୍ଟ୍ରେସ ଦୂର ହୋଇଥାଏ ଯାହା ଫଳରେ ତାର ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । କାରଣ ଅଧିକ ଚିନ୍ତାରେ ରହିଲେ ମଣିଷ ଶରୀରରେ ଖରାପ ପ୍ରଭାବ ପଡିଥାଏ । ଗୋଟେ ଆଡୁ ଦେଖିବାକୁ ଗଲେ ସ-ମ୍ବ-ନ୍ଧ ମଣିଷ ପାଇଁ ଲାଭଦାୟକ ଅଟେ । ସେଥିପାଇଁ ସମସ୍ତ ଲୋକଙ୍କୁ ସ-ମ୍ବ-ନ୍ଧ ରଖିବା ପାଇଁ ଭରପୁର ଇଛା ରହିଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।