୧୪ ବର୍ଷ ପରେ ସାମ୍ନାକୁ ଆସିଲା Abhishek-Aiswarya ଙ୍କ ବିବାହର ଫଟୋ, ଦେଖନ୍ତୁ କେମିତି ପୁଅ ବାହାଘର ଜମେଇ କି ନାଚିଥିଲେ ବିଗ ବି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇଟି ବଲିଉଡ କପଲଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ହେଉଛନ୍ତି ଅଭିଷେକ ଓ ଐଶ୍ଵର୍ଯ୍ୟ । ଆପଣ ମାନେ ସମସ୍ତେ ଏହି ଦୁଇଟି କଳାକାରଙ୍କର ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । କେତେକ ଫିଲ୍ମରେ ଏହି ଦୁଇ ଜଣ ଏକା ସହ ମଧ୍ୟ ନଜର ଆସି ସାରିଛନ୍ତି ।

ବନ୍ଧୁଗଣ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବିବାହ କରିଛନ୍ତି ଓ ଆଜିକୁ ଏହି ଦୁଇଜଣଙ୍କ ବିବାହକୁ ୧୨ ବର୍ଷ ହୋଇସାରିଛି ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଏହି ଦୁଇ ଜଣଙ୍କର ବିବାହ ଫଟୋ ବା ଭିଡିଓ ସୋସିଆଲ ମିଡିଆରେ ନଥିଲା ।

କିନ୍ତୁ ଏହି କିଛି ଦିନ ହେବ ଏହି ଦୁଇଜଣଙ୍କର ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଦୁଇଜଣଙ୍କ ବିବାହ ବିଷୟରେ ।

ବନ୍ଧୁଗଣ ଏହି କିଛି ଦିନ ହେବ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟ ରାୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଐଶ୍ଵର୍ଯ୍ୟ ଓ ଅଭିଷେକଙ୍କ ବିବାହକୁ ଅବଶ୍ୟ ବହୁତ ବର୍ଷ ହୋଇସାରିଛି ହେଲେ ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କର ବିବାହ ଫଟୋ ଆଜି ମଧ୍ୟ ଟ୍ରେଣ୍ଡିଂରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଗୁଡିକୁ ଆପଣ ମାନେ ଆଗରୁ କେବେ ହେଲେ ଦେଖିନଥିବେ । ବନ୍ଧୁଗଣ ଏହି ଫଟୋ ଗୁଡିକରେ ଐଶ୍ଵର୍ଯ୍ୟ ଓ ଅଭିଷେକଙ୍କ ସହିତ ତାଙ୍କ ପୁରା ପରିବାର ନଜର ଆସୁଛନ୍ତି ।

ଏହି ଫଟୋରେ ଅଭିଷେକ ଓ ଐଶ୍ଵର୍ଯ୍ୟ ବହୁତ ସୁନ୍ଦର ନଜର ଆସୁଛନ୍ତି । ଫଟୋରେ ଅମିତାବ ଓ ଜୟା ସେହି ସମୟକୁ ବହୁତ ଏଞ୍ଜୋଏ କରୁଥିବାର ନଜର ଆସୁଛନ୍ତି ଓ ନାଚ ଗୀତ କରୁଥିବାର ମଧ୍ୟ ନଜର ଆସୁଛନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ଏହି ଫଟୋରେ ଅମିତାବଙ୍କ ଝିଅ ଶ୍ଵେତା ନନ୍ଦା ମଧ୍ୟ ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ବିବାହରେ ଐଶ୍ଵର୍ଯ୍ୟ ଓ ଅଭିଷେକ ନିଜର ରିଅଲ ଲୁକ୍ ରେ ନଜର ଆସୁଛନ୍ତି ।

ବନ୍ଧୁଗଣ ଐଶ୍ଵର୍ଯ୍ୟଙ୍କୁ ଅଭିଷେକଙ୍କ ମା ଜୟା ବଚ୍ଚନ ନିଜ ଘରର ବୋହୁ କରିଛନ୍ତି । ଐଶ୍ଵର୍ଯ୍ୟଙ୍କୁ ବୋହୁ କରିବା ପାଇଁ ଜୟା କରିସ୍ମା କପୁରଙ୍କୁ ମନା କରିଦେଇଥିଲେ । ଏହି ବିବାହରେ ସଂପୂର୍ଣ୍ଣ ବଚ୍ଚନ ପରିବାର ବହୁତ ଖୁସି ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଐଶ୍ଵର୍ଯ୍ୟ ଓ ଅଭିଷେକଙ୍କ ବିବାହ ଫଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *