ACF Soumyaranjan ଡେଥ ମିଷ୍ଟ୍ରି: ଘଟଣା ଦିନର ସମସ୍ତ କାହାଣୀ କହିଲେ ରୋଷେୟା, ଦେଖନ୍ତୁ ସେ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଚର୍ଚ୍ଚାର ଖବର ପାଲଟି ଥିବା ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କର ରହସ୍ୟ ଜନକ ମୃ-ତ୍ୟୁ । ତେବେ ସୌମ୍ୟ ଙ୍କ ମାତା ପିତାଙ୍କ ଅନୁସାରେ ତାଙ୍କ ବୋହୂ ଅର୍ଥାତ ବିଦ୍ୟା ଭାରତୀ ହିଁ ନିଜ ସ୍ୱାମୀ ଙ୍କ ମୃ-ତ୍ୟୁ ର କାରଣ । ତାଙ୍କ ଯୋଗୁଁ ହିଁ ସୌମ୍ୟ ଆଜି ଏହି ଦୁନିଆ ରେ ନାହାନ୍ତି ।

ବିଦ୍ୟା ଙ୍କ ଅନ୍ୟ ଆଡେ ଅର୍ଥାତ ଡିଏଫଓ ସଂଗ୍ରାମ ଙ୍କ ସହ ସମ୍ପର୍କ ରହିଛି ବୋଲି ମଧ୍ୟ ଅ-ଭି-ଯୋ-ଗ କରା ଯାଇଛି । ତେବେ ବିଦ୍ୟା ଏହି ସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ତେବେ ସୌମ୍ୟ ଙ୍କ ମୃ-ତ୍ୟୁ ହୋଇଥିବା ଘ-ଟ-ଣା ଟି ନିଜ ଆଖିରେ ଦେଖିଥିଲେ ସେହି ଘରେ କାମ କରୁଥିବା ରୋଷେୟା । ତେବେ ଆସନ୍ତୁ ସେ ଏହି ମୃ-ତ୍ୟୁ କୁ ନେଇ ମି-ଡ଼ି-ଆ ଆଗରେ କଣ ପ୍ରକାଶ କରିଛନ୍ତି ଜାଣିନେବା ।

ରୋଷେଇ କରୁଥିବା ଯୁବକ ଙ୍କ ନାମ ହେଉଛି ମନ୍ମଥ । ତାଙ୍କ ଅନୁସାରେ ସେ ସବୁଦିନ ଭଳି ସେଦିନ ମଧ୍ୟ ସକାଳ ୭ ଟାରେ ଯାଇଥିଲେ ଏବଂ ୮:୩୦ ସୁଧା ନିଜ କାମ ସାରି ଅନ୍ୟ ଜଣେ ଅଫିସର ଙ୍କ ଘରକୁ ଆସି ଯାଇଥିଲେ । ତେବେ ୯ ଟା ପାଖାପାଖି ରେ ତାଙ୍କୁ ସୌମ୍ୟ ଙ୍କ ଘରୁ କିଛି ଶବ୍ଦ ଶୁଣା ଯାଇଥିଲା ଏବଂ ଏହା ପରେ ସେ କଣ ହେଉଛି ଦେଖିବା ପାଇଁ ଆସିବା ବେଳେ ସେ ଦେଖିଥିଲେ କି ସୌମ୍ୟ ଜ-ଳୁ-ଛ-ନ୍ତି ଏବଂ ବିଦ୍ୟା ମ୍ୟାଡମ ସେଠାରେ ଚି-ତ୍କା-ର କରୁଛନ୍ତି ।

ତେବେ ଏହା ଦେଖି ମନ୍ମଥ ନିଜ ସାର ଙ୍କୁ ବଞ୍ଚେଇବା ପାଇଁ ସଙ୍ଗେ ସଙ୍ଗେ ସେଠାକୁ ଯାଇ ପାଣି ଢାଳି ନି-ଆଁ ଲିଭାଇ ଥିଲେ ସେତେ ବେଳକୁ ସେ ବହୁତ ଅଧିକ ଜ-ଳି ଯାଇଥିଲେ ଏବଂ କିଛି ସାଙ୍ଗ ଏବଂ ଡ୍ରାଇଭର ର ସହାୟତା ରେ ଅଫିସ ଗାଡି ରେ ହିଁ ତାଙ୍କୁ ହ-ସ୍ପି-ଟା-ଲ କୁ ନେଇ ଯାଇଥିଲେ ।

ତେବେ ତାଙ୍କୁ ବିଦ୍ୟା ଏବଂ ସୌମ୍ୟ ଙ୍କ ଭିତରେ କିଭଳି ସଂପର୍କ ଥିଲା ପ୍ରଶ୍ନ କରିବାରୁ ଏବଂ ଏହି ଦୁ-ର୍ଘ-ଟ-ଣା ଘ-ଟୁ-ଥି-ବା ସମୟରେ କିପରି କଣ ପରିସ୍ଥିତି ଥିଲା ପ୍ରଶ୍ନ କରିବାରୁ । ମନ୍ମଥ ନିଜ ଉତ୍ତର ରେ କହିଥିଲେ କି ସେ କେବଳ ରୋଷେଇ କରିବାକୁ ଯାଆନ୍ତି ଏବଂ ନିଜ କାମ ସାରି ଫେରି ଆସନ୍ତି ତେବେ ସବୁ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଛୋଟ ମୋଟ ଝ-ଗ-ଡା ହେଲା ଭଳି ହୁଏ କିନ୍ତୁ ଆଉ କିଛି ବଡ଼ କଥା ଅଛି କି ନାହିଁ ସେ ଜାଣି ନାହାନ୍ତି ।

ସେ ଯେତେବେଳେ ସୌମ୍ୟ ଙ୍କୁ ଜ-ଳୁ-ଥି-ବା-ର ଦେଖିଲେ ସେ ସେତେବେଳେ କେବଳ ତାଙ୍କୁ କିପରି ବଞ୍ଚାଇବେ ବୋଲି ହିଁ ଚେଷ୍ଟା କରିଥିଲେ ଆଉ କିଛି ଜିନିଷ ଆଡେ ନଜର ମଧ୍ୟ ଯାଇ ନଥିଲା । ତେବେ ଏହା ଆ-ତ୍ମ-ହ-ତ୍ୟା କିମ୍ବା ମ-ର୍ଡ-ର କିମ୍ବା ଦୁର୍ଘ-ଟ-ଣା ସେ କିଛି ଜାଣି ନାହାଁନ୍ତି ବୋଲି ନିଜ ଇଣ୍ଟରଭିଉ ରେ ଜଣାଇ ଥିଲେ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *