ବନ୍ଧୁଗଣ ଦେଶରେ ଲୋକପ୍ରିୟ ପତ୍ରକାର ରୋହିତ ସର୍ଦାନାଙ୍କ ଦେ-ହା-ନ୍ତକୁ ୧ ମାସରୁ ଅଧିକ ସମୟ ହୋଇସାରିଛି । ହେଲେ ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତଙ୍କୁ ଭୁଲେଇ ପାରୁ ନାହାନ୍ତି ।
ରୋହିତ ନିଜ ସୁନ୍ଦର କାମ ଦ୍ଵାରା ନିଜ ଜୀବନରେ ବହୁତ ବଡ ସଫଳତା ପାଇଥିଲେ । କରୋନା ମହାମାରୀରେ ସଂକ୍ରମିତ ହୋଇ ସେ ନିଜ ପ୍ରାଣ ହରାଇଥିଲେ । ବନ୍ଧୁଗଣ ରୋହିତଙ୍କ ଦେ-ହା-ନ୍ତ ଖବର ଜାଣି ସମସ୍ତ ଲୋକ ବହୁତ ଦୁଃଖ ଅନୁଭବ କରିଥିଲେ । ରୋହିତଙ୍କ ଦେ-ହା-ନ୍ତ ପରେ ସୋସିଆଲ ମିଡିଆରେ ତାଙ୍କର କେତେକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ଗତ କିଛି ସମୟ ହେବ ରୋହିତଙ୍କ ପତ୍ନୀ ରୋହିତ ଓ ତାଙ୍କ ଝିଅର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ରୋହିତ ଓ ତାଙ୍କ ଝିଅ ମଧ୍ୟରେ କିଛି ଦୂରତା ଅଛି । ଚାହିଁ କି ରୋହିତ ତାଙ୍କ ଝିଅ ସହ ମିଶି ପାରୁ ନାହାନ୍ତି ଓ ତାଙ୍କ ଝିଅ ମଧ୍ୟ ବାପା ପାଇଁ ତରସୁଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଫଟୋଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଏହି ଫଟୋଟି ହେଉଛି ସେତେବେଳର ଯେତେବେଳେ ରୋହିତ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ । କରୋନାରେ ଚିହ୍ନଟ ହେବ ପରେ ସେ ନିଜ ଘରେ ରହି ଚିକିତ୍ସା ନେଉଥିଲେ । ସେହି ସମୟରେ ସେ ନିଜ ଝିଅ ଓ ନିଜ ପତ୍ନୀଙ୍କ ସହ ମିଶି ପାରୁ ନଥିଲେ । ଏହି ଫଟୋରେ ରୋହିତ ବେଡ ଉପରେ ବସିଛନ୍ତି, ସେହି ସମୟରେ ଖିଡିକି ବାହାରୁ ତାଙ୍କର ଛୋଟ ଝିଅ ତାଙ୍କୁ ଦେଖୁଛି । ସେହି ସମୟରେ ବାପା ଝିଅ ପରସ୍ପରକୁ ଦେଖୁଛନ୍ତି ।
ଫଟୋରେ ରୋହିତ ନିଜ ଝିଅ ଆଡକୁ ଆଙ୍ଗୁଠି ଦ୍ଵାରା ଇସାରା କରୁଥିବାର ନଜର ଆସୁଛନ୍ତି । ରୋହିତଙ୍କ ପତ୍ନୀ ପ୍ରମିଳା ଦୀକ୍ଷିତ ଏହି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି ପ୍ରମିଳା ଲେଖିଛନ୍ତି ଯେ-‘ମୋର ଏହି ନଜର ତୋ ଉପରୁ କେବେହେଲେ ହଟିବା ନାହିଁ, ତୁ ହେଉଛୁ ମୁ ଛାଇ, ଛାଇରେ ବି ମୋ ନଜର ଦୂର ହେବ ନାହିଁ । ସେହି କ୍ଵାରେଣ୍ଟାଇନ ଯାହା ଶେଷ ହେଲା ହି ନାହିଁ’ । ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋଟିରେ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । କେତେକ ଲୋକ ଏହି ଫଟୋକୁ ଦେଖି ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।
ବନ୍ଧୁଗଣ ରୋହିତ ଓ ପ୍ରମିଳା ବିବାହ ପୂର୍ବରୁ ସମ୍ବନ୍ଧରେ ଥିଲେ ଓ ଏହି ଦୁଇଜଣ ପ୍ରେମ ବିବାହ କରିଥିଲେ । ନିଜ ସ୍ଵାମୀଙ୍କ ଦେ-ହା-ନ୍ତ ପରେ ପ୍ରମିଳା ଅଧିକାଂଶ ସମୟ ସୋସିଆଲ ମିଡିଆରେ ରୋହିତଙ୍କ ଫଟୋ ସେୟାର କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫଟୋଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ