ସମାଜରେ ଆଜିବି ଯାଇନି ଜାତି ପ୍ରଥା, ଛୋଟ ଜାତି କହି ବିଦ୍ୟାଳୟଋ ତଡି ଦେଲେ ଶିକ୍ଷୟତ୍ରୀ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଆଜି ବି ଦେଖାଯାଉଛି ଧର୍ମଜାତି ଭେଦଭାବ । ହଁ ଦର୍ଶକବନ୍ଧୁ ଦେଶ ସ୍ଵାଧୀନତ ପ୍ରାପ୍ତ କରି 75 ବର୍ଷ ହେଲାନି । ଭାରତ ଏକ ଏଭଳି ଦେଶରେ ଯେଉଁଠାରେ ଧର୍ମ ,ଜାତି ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଏକାଠି  ବସବାସ କରିଥାଉ । ଆମ ଭାରତ ସ୍ଵାଧୀନତା ହାସଲ କରିବା ପରେ ଉଚ୍ଚ ଓ ନୀଚ ଜାତିରେ ଭେଦଭାବ କୁ ଦୂର କରଯାଇଥିଲା ଏବଂ ସମସ୍ତକୁ ସମାନ ଅଧିକାର ପ୍ରଦାନ କରାଯାଇଛି ।

ମାତ୍ର ଆଜି ବି ଦେଖାଦଉଛି ଉଚ୍ଚ ଓ ନୀଚ ଜାତିରେ ପ୍ରଥା ଯାହାକୁ ରୋକିବା ନିହାତି ଆବଶ୍ୟକ ଅଟେ । ଆଜି ଏଭଳି ଏକ ଘଟଣା ଲୋକଲୋଚନ ଆସିଛି । ଜଣେ ଶିକ୍ଷୟତ୍ରୀ ନୀଚ ଜାତି ବୋଲି ସ୍କୁଲ ରେ ପାଠପଢୁଥିବା ଦୁଇ ଜଣ ପିଲାକୁ ଦୂର ରଖୁଥିଲେ ଓ ତାଙ୍କୁ ଛୁଇଁଲେ କଣ ଶିକ୍ଷୟତ୍ରୀଙ୍କ ଜାତି ପଳେଇବ । ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବନ୍ଧଡିଆ ଗ୍ରାମର ।

ସେହିଗ୍ରାମରେ ଅକ୍ଷର କୁମାର ଜେନା ଓ ବିଷ୍ଣୁ ଚନ୍ଦ୍ର ଜେନାଙ୍କ ଝିଅ ସୁକନ୍ୟା ଜେନା ଓ ରାଜଲକ୍ଷ୍ମୀ ଜେନା ଉତ୍କଳ ମଣି ସରାକାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢୁଥିଲେ । ମାତ୍ର ସେହି ସ୍କୁଲରେ ପାଠପଢାଉଥିବା ଶିକ୍ଷୟତ୍ରୀ ସେହି ଦୁଇ ଜଣ ଛାତ୍ରୀଙ୍କୁ ନୀଚ ଜାତି ବୋଲି କହି ପାଇଖାନା ବ୍ୟବହାର ଓ ରୋଷେଇ ଘରକୁ ଯିବାକୁ ମନା କରିଥିଲେ ।

ଯଦି ଛାତ୍ରୀ ତାଙ୍କ କଥାକୁ ଅମାନ୍ଯ କରନ୍ତି ତେବେ ତାଙ୍କୁ ଉଲଙ୍ଗନ କରି ଫିଟିବେ ବୋଲି ଧମକ ଦେଇଛନ୍ତି । ଏସବୁ ବିଷୟ ଯାଇ ଯେବେ ଛାତ୍ରୀମାନେ ପିତାମାତାଙ୍କୁ କହିଥିଲେ ତେବେ ପିତାମାତା ଯେବେ ଶିକ୍ଷୟତ୍ରୀ ମୋନାଳିଶା ତ୍ରିପାଠୀ ପଚାରିଲେ ସେ ତାଙ୍କୁ ଖରାପ ବ୍ୟବହାର କରିଥିବା କଥାକି ନେଇ ବ୍ଲକ ଅଧିକାରୀକୁ ଜଣାଇଥିଲେ ।

ମାତ୍ର ତାହା ନିଷ୍ପକ ହୋଇଥିବା କାରଣରୁ  ପିତାମାତାମାନେ ଜିଲ୍ଲାପାଳଙ୍କ ଅଫିସଙ୍କ ଦ୍ଵାରସ୍ଥ ହୋଇଛନ୍ତି ଏବଂ ସେମାନଙ୍କୁ ନ୍ୟାୟ ଦରକାର ବୋଲି ଦାବି କରିଛନ୍ତି । କାରଣ ଯଦି ଆମ ସମାଜରେ ଏଭଳି ଅନ୍ୟାୟ ଦେଖାଯିବ ତେବେ ଆଗାମୀ ପିଢି ପ୍ରଭାହିତ ହୋଇଥାଏ । ତେଣୁ ଏହି ବିଷୟରେ କଢା କଢି ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *