‘ସଲମାନ୍ ଖାନ ତୁମେ Aryan କୁ ଛାଡି ଜଲ୍ଦି Rani panda ପାଖକୁ ଆସ’ ଦେଖନ୍ତୁ ହଠାତ Live ଆସି Salman ଙ୍କୁ କଣ କହି ଭୋ-ଭୋ ହେଇ କାନ୍ଦୁଛନ୍ତି Rani Panda, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରାନୀ ଯାତ୍ରା ଜଗତରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକ ପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ରାନୀ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ରାନୀଙ୍କ ଏକ ନୂଆ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ରାନୀଙ୍କ ଏହି ନୂଆ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ରାନୀଙ୍କ ଏହି ନୂଆ ଭିଡିଓ ବିଷୟରେ । ରାନୀ କାନ୍ଦି କାନ୍ଦି ସେ ଭିଡିଓରେ କହୁଛନ୍ତି- ‘ଆଇ ଲଭ ୟୁ ସଲମାନ ଖାନ, ତମେ ମୋ ସାଙ୍ଗରେ ଥରେ ଦେଖା ହୁଅ । ପ୍ଳିଜ ମୋର କିଛି ଦରକାର ନାହିଁ ମୋତେ ତମେ ଦରକାର ।

ହେ ଭଗବାନ ମୋତେ ତାଙ୍କ ସହ ଦେଖା କରେଇ ଦିଅ ପ୍ଳିଜ । ମୋ ଡ୍ରିମ ବୟ ସଲୁ ଭାଇ ପ୍ଳିଜ ଥରେ ଦେଖା ହୁଅ ମୋ ସହ’ । ବନ୍ଧୁଗଣ ସଲମାନ ଖାନଙ୍କ ସହ ଦେଖା କରିବା ପାଇଁ ରାନୀଙ୍କର ସ୍ଵପ୍ନ ହେଲେ ଏ ସ୍ଵପ୍ନ କଣ ସତ ହୋଇପାରିବ । ଯଦି ରାନୀ ନିଜ କଥାକୁ ହିନ୍ଦୀରେ କହିଥାନ୍ତେ ତା ହେଲେ ବୋଧେ ଏହି ଭିଡିଓଟି ଭା-ଇ-ରା-ଲ ହୋଇ ସଲମାନ ଖାନଙ୍କ ପାଖକୁ ଯାଇଥାନ୍ତା । କିନ୍ତୁ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ, ରାନୀଙ୍କ ଏହି ଦୁଃଖ ଆମ ଓଡିଶା ବାସୀଙ୍କ ମଧ୍ୟରେ ରହିଗଲା ।

ରାନୀ ଜଣେ ଭଲ ହୃଦୟ ରଖିଥିବା ଅଭିନେତ୍ରୀ ସେ ସବୁବେଳେ ବିବାଦରେ ଘେରି ହୋଇ ରୁହନ୍ତି । ଅନ୍ୟ ପକ୍ଷରେ ସଲମାନ ଖାନ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଦିଗଜ ଅଭିନେତା । ତାଙ୍କ ସହ ଦେଖା କରିବା ପାଇଁ କୋଟି କୋଟି ଲୋକଙ୍କର ସ୍ଵପ୍ନ ଅଛି । ହେଲେ ରାନୀ ପଣ୍ଡାଙ୍କ ଏହି କାନ୍ଦ ଯଦି ସଲମାନ ଖାନ ଦେଖିବେ ତା ହେଲେ ବୋଧେ ସେ ରାନୀଙ୍କ ଇଛାକୁ ନିଶ୍ଚୟ ପୂରଣ କରିବେ ।

Leave a Reply

Your email address will not be published. Required fields are marked *