ପୁଅ Aryan କୁ ନିଜ ହାତରେ କ୍ଷୀରି ଖୁଆଇ ଦେଲେ ମା’ Gouri Khan, ମୁଣ୍ଡରେ ହାତରଖି ଦେଲେ ରାଣ, କହିଲେ…ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଆରିୟାନ ଖାନ ଅର୍ଥର ରୋଡ ଜେ-ଲ-ରୁ ଘରୁ ଫେରିଥିଲେ ଓ ଗତ କାଲି ଦିନଟି ଆରିୟାନ ଖାନଙ୍କ ପାଇଁ ବହୁତ ଭାବ ବହୁଳ ଥିଲା । ଗତ କାଲି ଆରିୟାନଙ୍କ ମା ଗୌରି ଖାନ ପୁଅକୁ ଆ-ଲି-ଙ୍ଗ-ନ କରି ଘରକୁ ଆଣିଥିଲେ ଏହା ସହ ନିଜ ହାତ ରନ୍ଧା ଖିରୀକୁ ପୁଅକୁ ଅତି ଆନନ୍ଦର ସହ ଖୁଆଇ ଥିଲେ । ଆରିୟାନ ଖାନ ଆର୍ଥର ରୋଡ ଜେ-ଲ-ରେ ଭଲରେ ଖାଇ ପାରୁନଥିଲେ ।

ଯେତେବେଳେ ଅରିୟାନ ଜେ-ଲ-କୁ ଯାଇ ନିଜ ପୁଅ ଆରିୟାନକୁ ଦେଖା କରିଥିଲେ ସେତେବେଳେ ଖାଦ୍ୟ ଥିଲା ଅରିୟାନଙ୍କ ମୁଖ୍ୟ ସମସ୍ୟା । ପୁଅକୁ ଭଲ ଖାଦ୍ୟ ଦେବା ପାଇଁ ଶାହରୁଖ ଜେଲ କର୍ତ୍ତୁରପକ୍ଷଙ୍କୁ ଅନୁରୋଧ ବି କରିଥିଲେ । ତେବେ ଯେତେବେଳେ ଆରିୟାନ ନିଜ ଘରକୁ ଫେରିଥିଲେ ସୂଚନା ମିଳୁଛି ପୁଅ ପାଇଁ ମା ଗୌରି ଖାନ ଛପନ ଭୋଗ କରିଥିଲେ ।

ଆରିୟାନଙ୍କ ସମସ୍ତ ମନପସନ୍ଦର ଖାଦ୍ୟ ମା ଗୌରି ଖାନ ନିଜ ହାତରେ ତିଆରି କରି ପୁଅକୁ ଖୁଆଇ ଥିଲେ । ଏହା ଛଡା ଅରିୟାନଙ୍କ ପାଇଁ ବାହାରୁ ଅନେକ ସାରା ଖାଦ୍ୟ ମଗା ଯାଇଥିବା ନେଇ କହିଛନ୍ତି ରେଷ୍ଟୁରେଣ୍ଟ ମାଲିକ । ସୂଚନା ମିଳୁଛି ଯେତେବେଳେ ଆରିୟାନ ଘରକୁ ଯାଇଥିଲେ ସେତେବେଳେ ମା ଗୌରି ଖାନ ନିଜ ପୁଅର ହାତକୁ ନେଇ ନିଜ ମୁଣ୍ଡ ଉପରେ ରଖିଥିଲେ ।

ବୋଧେ ଗୌରି ଆଖିରେ ଆଖିରେ ନିଜ ପୁଅକୁ କହିଥିଲେ କିଛି ଗୋଟେ ପ୍ରମିଜ କରିବା ପାଇଁ । ଅନ୍ୟ ପଟରେ ମା ପୁଅଙ୍କ ଆଲିଙ୍ଗନ ବା ଭଲ ପାଇବାକୁ ଦେଖି ଭାବ ବହୁଳ ହୋଇ ଯାଇଥିଲେ ଶାହରୁଖ । ଶାହରୁଖଙ୍କ ଆଖିରୁ ଲୁହ ଝରି ଯାଇଥିଲା ଓ ନିଜ ପୁଅକୁ ଧରି ସେ ହ-ଗ୍ କରିଥିଲେ । ସତେ ଯେମିତି ଲାଗୁଥିଲା ଶାହରୁଖ ନିଜ ପୁଅକୁ ଆଉ ଛାଡିବାକୁ ଚାହୁଁ ନାହାନ୍ତି ।

ତେବେ ଆରିୟାନ ଖାନଙ୍କ ଉପରେ ଏବେ ୧୪ଟି ସର୍ତ୍ତ ରହୁଛି । ସର୍ତ୍ତରେ ଅଛି ଯେଉଁ ଅ-ଭି-ଯୋ-ଗ ପାଇଁ ସେ ଜେ-ଲ ଯାଇଥିଲେ ଯଦି ସେହି ଭୁଲ ସେ ଆଉ ଥରେ କରନ୍ତି ତେବେ ଅରିୟାନ ଖାନଙ୍କୁ ପୁଣି ଥରେ ଜେ-ଲ ଯିବାକୁ ପଡିବ । ଏହା ସହ ଅରିୟାନ ଖାନଙ୍କ ବେ-ଲ ମଧ୍ୟ କ୍ୟାନସେଲ ହୋଇଯିବ । ତା ହେଲେ ବନ୍ଧୁଗଣ ଅରିୟାନ ଖାନଙ୍କ ଜା-ମି-ନ-ରେ ଆପଣ ମାନଙ୍କ ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *