ବନ୍ଧୁଗଣ ଏହି ଦୁନିଆରା ଅଧିକାଂଶ ଲୋକ ଡାଇବେଟିସ ରୋଗରେ ପୀଡିତ ଅଛନ୍ତି । ଏହା ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ହୋଇଥାଏ । ଯଦି ଆପଣ ନିଜ ଡାଇବେଟିସ ରୋଗକୁ ନିୟନ୍ତ୍ରଣ କରିବେ ନାହିଁ,
ତା ହେଲେ ଆପଣ ଅନ୍ୟ ବିଭିନ୍ନ ରୋଗରେ ପୀଡିତ ହୋଇପାରନ୍ତି । କାରଣ ଡାଇବେଟିସ ହେଉଛି ଏକ ଏପରି ରୋଗ ଯାହା ସଂକ୍ରମଣ ହେବା ପରେ ଶରୀରରେ ଅନେକ ରୋଗକୁ ଜନ୍ମ ଦେଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ନିଜ ଡାଇବେଟିସକୁ କଣ୍ଟ୍ରୋଲରେ ରଖିବା ନିହାତି ଆବଶ୍ୟକ । ଯଦି ଆପଣ ମାନେ ଡାଇବେଟିସ ରୋଗରେ ପୀଡିତ ଅଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।
କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଡାଇବେଟିସକୁ କଣ୍ଟ୍ରୋଲ କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ଏହାକୁ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ଏହି ଉପଚାରକୁ ବନେଇବା ପାଇଁ ଆମକୁ ପାଞ୍ଚଟି ଜିନିଷର ଆବଶ୍ୟକତା ପଡିବ । ସେହି ସବୁ ସାମଗ୍ରୀ ଗୁଡିକ ହେଉଛି ୧୦୦ ଗ୍ରାମ ଆମଲା ପାଉଡର, ୪୦ ଗ୍ରାମ ମେଥି, ୪୦ ଗ୍ରାମ କଳାଜୀରା, ୪୦ ଗ୍ରାମ ହଳଦୀ ଓ ୨୦ ଗ୍ରାମ ତେଜପତ୍ର ।
ବନ୍ଧୁଗଣ ଆମଲା ଆମ ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ବହୁତ ଅଧିକ ଲାଭଦ୍ୟକ ହୋଇଥାଏ । ମେଥି ଆପଣ ମାନଙ୍କୁ ବହୁତ ସହଜରେ ମିଳିଯିବ ଓ ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କଳାଜୀରା ଆଚାର ଆଦି କରିବା ପାଇଁ ବ୍ୟବହାର ହୋଇଥାଏ ଓ ଏହା ଡାଇବେଟିସ ପାଇଁ ବହୁତ ଭଲ ଅଟେ ।
ବନ୍ଧୁଗଣ ହଳଦୀ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦୟାକ ହୋଇଥାଏ ଓ ଏହା ଆପଣ ମାନଙ୍କୁ ବହୁତ ସହଜରେ ମିଳିଯିବ । ତା ହେଲେ ବନ୍ଧୁଗଣ ଗୁଣ୍ଡ ସାମଗ୍ରୀକୁ ଛାଡି ଆପଣ ଅନ୍ୟ ସମସ୍ତ ସାମଗ୍ରୀକୁ ଗ୍ରାଇଣ୍ଡର ସାହାର୍ଯ୍ୟରେ ପେଶୀ ଦିଅନ୍ତୁ । ଏହାପରେ ଆପଣ ଏହି ସମସ୍ତ ସାମଗ୍ରୀ ବା ଗୁଣ୍ଡକୁ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆମର ଏହି ଉପଚାର ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ।
ଏହା ବହୁ ପରୀକ୍ଷିତ ଆୟୁର୍ବେଦ ଉପଚାର ଅଟେ ଓ ଏହା ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆପଣ ଦିନକୁ ଏହାର ଦୁଇଥର ସେବନ କରନ୍ତୁ । ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ନଥାଏ । ଡାଇବେଟିସ ରୋଗୀ ମାନେ ଦିନକୁ ଦୁଇ ଥର ଏହାର ସେବନ କରନ୍ତୁ ।
ଆପଣ ସଖାଳ ଓ ସନ୍ଧ୍ୟା ସମୟରେ ଗୋଟେ ଗ୍ଳାସ ପାଣିରେ ଏକ ଚାମଚ ଏହି ପାଉଡରକୁ ମିଶାଇ ଏହାର ସେବନ କରନ୍ତୁ । ଦିନକୁ ଦୁଇ ଥର ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ଡାଇବେଟିସ ସଂପୂର୍ଣ୍ଣ କଣ୍ଟ୍ରୋଲ ହୋଇଯିବ । ତା ହେଲେ ବନ୍ଧୁଗଣ ଏହି ଉପଚାରକୁ ଶୀଘ୍ର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ