ସକାଳୁ ଖାଲି ପେଟରେ ଏମିତି କଣ ଖାଇଲେ ପେଟ ଗ୍ଯାସ ମାତ୍ର 1 ଦିନରେ ଭଲ ହେବ ? ଏହା ସହ 15+ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର ଜାଣନ୍ତୁ ।

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କେଉଁ ଦେଶରେ ଅଳିଆ ଆବର୍ଜନା ରୁ ବିଜୁଳି ସୃଷ୍ଟି କରା ଯାଇଥାଏ ?

ଉତ୍ତର- ସିଙ୍ଗାପୁର । 

2- ବିଶ୍ଵର ପ୍ରଥମ ଦେଶ କିଏ ଯିଏ କି ପୁସ୍ତକ ଛାପିଥିଲା ?

ଉତ୍ତର- ଚୀନ । 

3- ଅଲମ୍ପିକ ଖେଳର ଆୟୋଜନ କେତେ ବର୍ଷରେ ଥରେ କରା ଯାଇଥାଏ ?

ଉତ୍ତର- 4 ବର୍ଷ । 

4- ପକ୍ଷୀ ମାନଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର- ଚିଲ । 

5- ବିଶ୍ଵର ସବୁଠାରୁ ଅଧିକ ଶିକ୍ଷିତ ଲୋକ କେଉଁ ଦେଶରେ ଅଛନ୍ତି ?

ଉତ୍ତର- କାନାଡା । 

6- ଫ୍ରିଜର ପାଣି ପିଇଲେ କେଉଁ ରୋଗ ହୁଏ ?

ଉତ୍ତର- କୋଷ୍ଠ କାଠିନ୍ଯ । 

7- ଏମିତି କେଉଁ ଜୀବ ଅଛି ଯିଏ କି ସୂର୍ଯ୍ୟ ଙ୍କୁ ଦେଖିପାରେ ନାହିଁ ?

ଉତ୍ତର- ଘୁଷୁରି । 

8- ଏମିତି କେଉଁ ଦେଶ ଅଛି ଯେଉଁ ଥରେ ଗୋଟେ ବି ଗଛ ନାହିଁ ?

ଉତ୍ତର- କତ୍ତର । 

9- ଭାରତରେ କାହାକୁ ଦଣ୍ଡ ଦିଆଯାଇ ପାରିବ ନାହିଁ ?

ଉତ୍ତର-ରାଷ୍ଟ୍ରପତି । 

10- ଗୋଟିଏ ସିଂହ ର ଗର୍ଜନ କେତେ ଦୂର ଯାଏଁ ଶୁଣାଯାଇଥାଏ ?

ଉତ୍ତର- 8 କିମି । 

11- କେଉଁ ଦେଶରେ କେବଳ ନାଲି ରଙ୍ଗର କୁକୁର ଦେଖା ଯାଆନ୍ତି ?

ଉତ୍ତର- ସୁଇଜରଲ୍ୟାଣ୍ଡ । 

12- ଗୋଟେ ଚିତା ବାଘର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- 15 ବର୍ଷ । 

13- ଗାନ୍ଧୀଜୀ କେତେ ପାଠ ପଢିଛନ୍ତି ?

ଉତ୍ତର- LAW । 

14- ଗାନ୍ଧୀଜୀ ଙ୍କ ଆଗରୁ ଭାରତୀୟ ନୋଟ ରେ କାହାର ଚିତ୍ର ଛପା ଯାଉଥିଲା ?

ଉତ୍ତର- ଅଶୋକ ସ୍ତମ୍ବ । 

15- କ୍ଷୀର ସହିତ କଣ ଖାଇଲେ ମଣିଷ ମରି ଯାଇପାରେ ?

ଉତ୍ତର- ମାଛ । 

16- କମ୍ପ୍ୟୁଟର ର ଜଣକ କାହାକୁ କୁହାଯାଏ ?

ଉତ୍ତର- ଚାର୍ଲସ ବାବେଜ । 

17- ଲିଚୁ ଖାଇଲେ କେଉଁ ରୋଗ ଠିକ ହୋଇଯାଏ ?

ଉତ୍ତର- ହାର୍ଟ ଆଟାକ । 

18- ସକାଳୁ ଖାଲି ପେଟରେ କଣ ଖାଇଲେ ଗ୍ଯାସ ସମସ୍ଯା ଜଲ୍ଦି ଭଲ ହୋଇଯାଏ ?

ଉତ୍ତର- ମାଣ୍ଡିଆ ଗୁଣ୍ଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *