ବନ୍ଧୁଗଣ ଯଦି ଆପଣ ସକାଳ ସମୟରେ ଉଠିବା ପରେ କୌଣସି ସକରାତ୍ମକ ଜିନିଷକୁ ଦେଖନ୍ତି ବା ଶୁଣିଥାନ୍ତି ତା ହେଲେ ଆପଣଙ୍କ ସଂପୂର୍ଣ୍ଣ ଦିନଟି ଶୁଭ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ସକାଳ ସମୟରେ ଉଠିବା ପରେ ଶଙ୍ଖ, ଘଣ୍ଟି ବା ଭକ୍ତି ଆଦିର ସ୍ଵର ଶୁଣିଥାନ୍ତି ତା ହେଲେ ଆପଣଙ୍କ ଦିନ ବହୁତ ଭଲ ଯାଇଥାଏ । ଯଦି ଆପଣ ସକାଳ ସମୟରେ ଉଠିବାର ସର୍ବ ପ୍ରଥମେ ଆପଣ ଦହି କିମ୍ବା କ୍ଷୀର ଭର୍ତ୍ତି ପାତ୍ର ଦେଖିଥାନ୍ତି ତା ହେଲେ ଆପଣଙ୍କ ସଂପୂର୍ଣ୍ଣ ଦିନ ଶୁଭ ହୋଇଥାଏ ।
ଆପଣ ସେହି ଦିନ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇଥାନ୍ତି ଓ ଆପଣଙ୍କ ମାନଙ୍କୁ ମଧ୍ୟ ବହୁତ ଆନନ୍ଦ ମିଳିଥାଏ । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି କିଛି ଶବ୍ଦ ବା ଦ୍ରୁଶ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ଦ୍ଵାରା ଆପଣଙ୍କ ଦିନ ଶୁଭ ହୋଇଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ବନ୍ଧୁଗଣ ଯଦି ଆପଣ ସକାଳ ସମୟରେ ଉଠିବା ମାତ୍ରେ କୌଣସି ଭିକାରିକୁ ଦେଖିଥାନ୍ତି ତା ହେଲେ ଆପଣଙ୍କୁ କହି ଦେଉଛୁ ଆପଣ ଉଧାର ଦେଇଥିବା ଧନ ବହୁତ ଶୀଘ୍ର ଫେରିପାଇବେ । ତେଣୁ ବନ୍ଧୁଗଣ ଭିକାରିକୁ ଦେଖି କେବେହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ନିଜର ସକ୍ଷମତା ଅନୁସାରେ କିଛି ଜିନିଷ ସେହି ଭିକାରିକୁ ଦାନ କରିଦିଅନ୍ତୁ । ବନ୍ଧୁଗଣ ଏହା ଆପଣ ମାନଙ୍କୁ ଶୁଭ ଫଳ ଦେଇଥାଏ ଓ ଆପଣଙ୍କ ଦିନକୁ ମଙ୍ଗଳମୟ କରିଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ କୌଣସି ଭିକାରିକୁ ସକାଳେ ଉଠିବା ମାତ୍ରେ ଦେଖୁଛନ୍ତି ତା ହେଲେ ଆପଣ ଖୁସି ହୋଇଯାନ୍ତୁ ଯେ, ଆପଣଙ୍କର ଉଧାର ଟଙ୍କା ଆପଣଙ୍କୁ ମିଳିବାକୁ ଯାଉଛି ।
୨. ବନ୍ଧୁଗଣ ଯଦି ଆପଣ ସକାଳ ସମୟରେ କୌଣସି ସଧବା ନାରୀ ବା ଗାଈକୁ ଦେଖିଥାନ୍ତି ତା ହେଲେ ଆପଣ ନିଜ କାର୍ଯ୍ୟରେ ନିଶ୍ଚୟ ସଫଳତା ପାଇବେ । ତେଣୁ ବନ୍ଧୁଗଣ ଯଦି ଆପଣ ଏହିପରି କୌଣସି ଦ୍ରୁଶ୍ୟ ଦେଖୁଛନ୍ତି ତା ହେଲେ ନିଶ୍ଚୟ ଖୁସି ହୋଇଯାନ୍ତୁ ।
୩. ଯଦି ବନ୍ଧୁଗଣ ସକାଳ ସମୟରେ ଆପଣଙ୍କ ସାମ୍ନାରେ କୌଣସି ଲୋକ ଗୁଡ ନେଇ ଯାଉଥିବ ତା ହେଲେ ଆପଣ ବୁଝିଯାନ୍ତୁ ଆପଣଙ୍କ ଦିନଟି ବହୁତ ଶୁଭ ରହିବ । ଏହା ସହିତ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।
୪. ଯଦି ବନ୍ଧୁଗଣ ଆପଣ ସକାଳ ସମୟରେ ଯାଉଥିବା ସମୟରେ କୌଣସି ସ୍ତ୍ରୀ ବା ପୁରୁଷ ହାତରେ କ୍ଷୀର ଦେଖିବେ ତା ହେଲେ ବୁଝିଯାନ୍ତୁ ଏହା ଆପଣ ମାନଙ୍କ ପାଇଁ ଏକ ଶୁଭ ସଙ୍କେତ । ସେହି ଦିନର ଆପଣଙ୍କ ସମସ୍ତ କାର୍ଯ୍ୟ ବହୁତ ସହଜରେ ଶେଷ ହୋଇଯିବ ଓ ଆପଣ ନିଜ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।
୫. ସକାଳ ସମୟରେ ବନ୍ଧୁଗଣ ଯଦି ଆପଣ କୌଣସି ହସୁଥିବା ବାଳକ ବା ଫଳ ବେପାରୀକୁ ଦେଖିବେ ତା ହେଲେ ଆପଣଙ୍କୁ ନିସନ୍ଦେହ ଲାଭ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣଙ୍କ ସଂପୂର୍ଣ୍ଣ ଦିନ ଶୁଭ ରହିବ ଓ ଆପଣ ନିଜ କାର୍ଯ୍ୟରେ ସଫଳତା ପାଇବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ