ସବୁଠୁ ସୁନ୍ଦର ଆଉ ବୋଲ୍ଡ ଅଟନ୍ତି ଏହି 4 ଜଣ Bhojpuri ହିରୋଇନ, ଯାହାଙ୍କ ଆଗରେ Bollywood ହିରୋଇନ ବି ଫିକା ପଡି ଯାଆନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ପ୍ରାୟ ଅଧିକାଂଶ ଅଭିନେତ୍ରୀ ହଟ ଓ ସେକ୍ସି ନଜର ଆସିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଭୋଜପୁରୀ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ବହୁତ ହଟ ଓ ସୁନ୍ଦର ଦେଖାଯିବା ସହ ଆଜିକୁ ବହୁତ ଅଧିକ ଫେମସ ହୋଇ ସାରିଛନ୍ତି । ଏହି ଭୋଜପୁରୀ ଅଭିନେତ୍ରୀ ମାନେ କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ ମଧ୍ୟ ନାହାନ୍ତି । ଏହି ଭୋଜପୁରୀ ଅଭିନେତ୍ରୀ ମାନେ ସମସ୍ତ ପ୍ରକାରର ଅଭିନୟ କରିପାରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ରାନୀ ଚାଟାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭୋଜପୁରୀର ହଟ ଓ ସୁନ୍ଦର ଅଭିନେତ୍ରୀ ରାନୀ ଚାଟାର୍ଜୀ । ରାନୀ ନିଜ ଫିଲ୍ମ କାରିୟରର ଆରମ୍ଭ ୨୦୦୪ ରେ ଭୋଜପୁରୀ ଫିଲ୍ମରୁ କରିଥିଲେ । ଭୋଜପୁରୀ ଫିଲ୍ମରେ ବହୁତ ବୋଲ୍ଟ ସିନ୍ସ କରିବା ପରେ ରାନୀ ଏମଏକ୍ସ ପ୍ଲେୟାରର ଫେମସ ୱେବ ସିରିଜ ‘ମସ୍ତରାମ’ ରେ ଅଭିନୟ କରିଛନ୍ତି । ଏହି ସିରିଜରେ ରାନୀଙ୍କର ଭୂମିକାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ଓ ସେ ଏଥିପାଇଁ ବହୁତ ଚର୍ଚାରେ ମଧ୍ୟ ରହିଥିଲେ ।

ମୋନାଲିସା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭୋଜପୁରୀର ହଟ ଓ ସେକ୍ସି ଅଭିନେତ୍ରୀ ମୋନାଲିସା । ମୋନାଲିସାଙ୍କର ଅସଲି ନାମ ହେଉଛି ଅନ୍ତୁରା ବିଶ୍ଵାସ । ମୋନାଲିସା ଷ୍ଟାରପ୍ଲସର ଫେମସ ସିରିଏଲ ‘ନଜର’ରେ ମଧ୍ୟ ନଜର ଆସିଛନ୍ତି ।

ଏହି ସିରିଏଲରେ ସେ ଡାହାଣୀର ଭୂମିକା ପଦର୍ଶନ କରିଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କର ଏହି ଭୂମିକାକୁ ବହୁତ ପସନ୍ଦ କରିଥିଲେ । ମୋନାଲିସା ବର୍ତ୍ତମାନ ଭୋଜପୁରୀର ବହୁତ ଫେମସ ଅଭିନେତ୍ରୀ ହୋଇ ସାରିଛନ୍ତି ଓ ଏହା ସହିତ ସେ ବଙ୍ଗଳା, ଓଡିଆ ଏବଂ ସାଉଥ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ମୋନାଲିସା ଅଧିକାଂଶ ସମୟ ନିଜ ବିକିନି ଓ ବୋଲ୍ଟ ଫଟୋ ପାଇଁ ବହୁତ ଚର୍ଚାରେ ରୁହନ୍ତି ।


ଅକଶିରା ସିଂହ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅକଶିରା ସିଂହ । ଅକଶିରା ସିଂହ ମଧ୍ୟ ଭୋଜପୁରୀର ବହୁତ ଫିଲ୍ମରେ ହଟ ଓ ସେକ୍ସି ଲୁକରେ ନଜର ଆସିଛନ୍ତି । ୨୦୧୦ ମସିହାରେ ଅକଶିରା ଟେଲିଭିଜନ ସୋ ‘ସତ୍ୟମେବ ଜୟତେ’ ହୋଷ୍ଟ କରିଥିଲେ ଓ ଏହା ପରେ ସେ ଭୋଜପୁରୀ ଫିଲ୍ମରେ କାମ କରିଥିଲେ । ଅକଶିରାଙ୍କ ବୋଲ୍ଟ ଓ ସେକ୍ସି ଲୁକକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ଏବଂ ସେଥିପାଇଁ ସେ ବହୁତ ଅଧିକ ଲାଇମ ଲାଇଟରେ ମଧ୍ୟ ରହିଥାନ୍ତି ।

କାଜୋଲ ରାଘ୍ୱାନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କାଜୋଲ ରାଘ୍ୱାନୀ । କାଜୋଲ କେବଳ ୧୬ ବର୍ଷ ବୟସରେ ଅଭିନୟ କରିଥିଲେ । ୧୬ ବର୍ଷ ବୟସରେ ତାଙ୍କୁ ଗୁଜୁରାତି ଫିଲ୍ମରେ କାମ କରିବା ପାଇଁ ମଉକା ମିଳିଥିଲା । ଏହା ପରେ କାଜୋଲ ୨୦୧୩ ରେ ଭୋଜପୁରୀ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । କାଜୋଲ ଏମିତି ବହୁତ ବୋଲ୍ଟ ଓ ଇଣ୍ଟିମେଣ୍ଟ ସିନ୍ସ କରି ଲାଇମ ଲାଇଟରେ ରହିଛନ୍ତି । ଏହା ବ୍ଯତୀତ ସୋସିଆଲ ମିଡିଆରେ ମଧ୍ୟ କାଜୋଲଙ୍କର ବହୁତ ଅଧିକ ଫ୍ୟାନ୍ସ ଫାଲୋଇଙ୍ଗ ରହିଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *