ଓଡିଶାର ଲୋକପ୍ରିୟ ଯୋଡି Rupa ଓ Pintu ଙ୍କ ସୁଟିଙ୍ଗ ସେଟ ମସ୍ତି, Video ଦେଖିଲେ ମଜା ଆସିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ର ଏହି ଆଧୁନିକ ଦୁନିଆ ରେ ସୋସିଆଲ ମିଡ଼ିଆ ଏବଂ ଇଣ୍ଟରନେଟ ସହ ଆମେ ସମସ୍ତେ ଯୋଡ଼ି ହୋଇ ରହିଛୁ । ତେବେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତଥା ଦେଶ ବିଦେଶ ର ଖବର ଏହା ଛଡା ସିନେମା ଜଗତର ଖବର ସବୁ ଏବଂ ଏହାର ସମସ୍ତ ଘଟଣା ଆମେ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣିପାରି ଥାଉ । ଆଉ ଏହି ସୋସିଆଲ ମିଡ଼ିଆ ବର୍ତ୍ତମାନ ଆମ ସମସ୍ତ ଙ୍କ ପାଇଁ ଏହିପରି ଏକ ପ୍ଲାଟଫାର୍ମ ସାଜିଛି ଯାହା ଦ୍ୱାରା ଲୋକମାନେ ତାଙ୍କର ନିଜ ଗୁଣ କୁ ସମସ୍ତ ଙ୍କ ଆଗରେ ପରିପ୍ରକାଶ କରିପାରୁଛନ୍ତି ।


ସେମାନେ ଙ୍କୁ ଲୋକପ୍ରିୟତା ମିଳିବା ସହ ରୋଜଗାର ର ଏକ ରାସ୍ତା ମଧ୍ୟ ମିଳିଯାଉଛି । ତେବେ ଆପଣ ମାନେ ଜାଣିଛନ୍ତି ଯେ ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟତା ଏବେ ଦିନ କୁ ଦିନ ବେଶ୍ ବଢିବାରେ ଲାଗିଛି । ଆଉ ଏଥିପାଇଁ ଓଡ଼ିଆ ର ଯୁବ ଆର୍ଟିଷ୍ଟ ମାନଙ୍କର ବିଶେଷ ଅବଦାନ ରହିଛି କାହିଁକି ନା ସେମାନେ ଗୋଟେ ପରେ ଗୋଟେ ହିଟ୍ ଗୀତ ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରି କୁ ଭେଟି ଦେଉଛନ୍ତି ।

ତେବେ ସେହି ଗୀତ ଗୁଡ଼ିକ ର ବହୁତ୍ ସୁନ୍ଦର ନିର୍ଦ୍ଦେଶନା ଓ ସଂଯୋଜନା ପାଇଁ ତାହା ଲୋକ ମାନଂକ ହୃଦୟ କୁ ବେଶ୍ ଛୁଇଁ ପାରୁଛି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଓଡ଼ିଆ ମ୍ୟୁଜିକ ଇଣ୍ଡଷ୍ଟ୍ରି ରେ ଦୁଇ ଯୋଡ଼ି ସତେ ଯେପରି ଛାଇ ଯାଇଛନ୍ତି । ତେବେ ସେହି ଯୋଡ଼ି ନିଜର କଳା ତଥା ନିଜର ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ମନ କୁ କିଣି ନେଉଛନ୍ତି ।

ଆଉ ଏଥିପାଇଁ ଏହି ଦୁଇ ଯୋଡି ଙ୍କ ଲୋକ ପ୍ରିୟତା ବଢିବା ସହିତ ଏମାନେ ବେଶ୍ ପରିଚିତ ହୋଇ ପାରିଛନ୍ତି । ତେବେ ସେହି ଦୁଇ କଳାକାର ହେଉଛନ୍ତି ଆପଣଙ୍କ ପ୍ରିୟ ରୂପା ଓ ପିଣ୍ଟୁ । ତେବେ ଏହି ସଫଳ ଯୋଡି କୁ ଆପଣ ଅନେକ  ମ୍ୟୁଜିକ୍ ଭିଡିଓ ରେ ଦେଖିବାକୁ ପାଇଥିବେ । ଲୋକ ମାନେ ଏହି ଦୁଇ ଜଣଙ୍କ ଯୋଡ଼ି କୁ ବେଶ୍ ପସନ୍ଦ କରିଥାନ୍ତି ।

ତେବେ ଏହି ଦୁଇ କଳାକାର ନିଜର ସୁନ୍ଦର ଅଭିନୟ ବଳରେ ମ୍ୟୁଜିକ ଭିଡିଓ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆଉ ଏଥିପାଇଁ ମଧ୍ୟ  ବର୍ତ୍ତମାନ ଏହି ଦୁଇ ଜଣଙ୍କ ଚାହିଦା ବେଶ୍ ଅଧିକ ରହିଛି । ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଜଣଙ୍କ ଏକ ଡାନ୍ସ ଭିଡିଓ ସାମ୍ନା କୁ ଆସିଛି ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।


ତେବେ ଭାଇରାଲ ହେଉଥିବା ଭିଡିଓ ଟି ରେ ଏହା ଦେଖା ଯାଇଛି ଯେ ଚର୍ଚ୍ଚିତ ରୂପା ଓ ପିଣ୍ଟୁ ସୁଟିଂ ସେଟ୍ ରେ ଡାନ୍ସ ପ୍ରାକଟିସ କରୁଛନ୍ତି ଏବଂ ସେଠାରେ ଜଣେ ଡାନ୍ସ ମାଷ୍ଟର ଏହି ଦୁଇ ଜଣଙ୍କୁ ଡାନ୍ସ ଶିଖାଉଛନ୍ତି । ତେବେ ସେଠାରେ ଏମାନଙ୍କ ସହ ଆଉ କିଛି ଜଣ ମଧ୍ୟ ଡାନ୍ସ ଅଭ୍ୟାସ କରୁଛନ୍ତି । ତେବେ ଡାନ୍ସ ଅଭ୍ୟାସ କରିବା ସମୟ ରେ ରୂପା ଓ ପିଣ୍ଟୁ ବହୁତ୍ ମଜା ମସ୍ତି କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *