ଭାରତରେ କେଉଁ Govt. Job ଅଧିକ Salary ଦିଏ ? ଦେଖନ୍ତୁ ଭାରତର ସବୁଠୁ ଅଧିକ Salary ବାଲା Top 10 Govt. Job…

ବନ୍ଧୁଗଣ ଆମ ଭାରତର ଅଧିକାଂଶ ଲୋକ ସରକାରୀ ଚାକିରି ପାଇବା ପାଇଁ ଇଛା କରିଥାନ୍ତି । ସରକାରୀ ଚାକିରିରେ ଭବିଷ୍ୟତ ସୁରକ୍ଷିତ ରହିବା ସହ ଏଥିରେ ଭଲ ଦରମା ମଧ୍ୟ ମିଳିଥାଏ । ସରକାରୀ ଚାକିରି ପାଇବା ପାଇଁ ଲୋକମାନେ ବହୁତ କଷ୍ଟ କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସବୁଠାରୁ ଅଧିକ ଦରମା ମିଳୁ ଥିବା ସରକାରୀ ଚାକିରି ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବ୍ୟାଙ୍କ ପିଓ- ତେବେ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବ୍ୟାଙ୍କ ପିଓ । ବ୍ୟାଙ୍କ ପିଓଙ୍କ ମାସିକ ଦରମା ହେଉଛି ୨୭ ହଜାର ଟଙ୍କା ଏଥିପାଇଁ ଆପଣଙ୍କୁ ଏସବିଆଇ ପିଓ ପରୀକ୍ଷା ଦେବାକୁ ହେବ ।

ସବମରିନ ଇଞ୍ଜିନିୟର- ବନ୍ଧୁଗଣ ସବମରିନ ଇଞ୍ଜିନିୟରଙ୍କ ମାସକୁ ଦରମା ହେଉଛି ୩୧ ହଜାର ଟଙ୍କାରୁ ଉର୍ଦ୍ଧ । ଏଥିପାଇଁ ଏନଡିଏ ଓ ଏନଏ ପରୀକ୍ଷାରେ ଉତିର୍ଣ୍ଣ ହେବାକୁ ପଡିଥାଏ ।

ସରକାରୀ କ୍ଳର୍କ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ସରକାରୀ କ୍ଳର୍କ ଚାକିରି । ଏହି ଚାକିରିରେ ମଧ୍ୟ ୩୧ ହଜାରରୁ ଉର୍ଦ୍ଧ ଟଙ୍କା ମିଳିଥାଏ । ଏହି ଚାକିରି ପାଇବାକୁ ହେଲେ ଏସଏସସି ଓ ସିଜିଏଲ ପରୀକ୍ଷାକୁ ପାସ କରିବାକୁ ପଡିଥାଏ ।

ଆରବିଆଇ ଗ୍ରେଡ B ଅଫିସର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଆରବିଆଇର ଗ୍ରେଡ B ଅଫିସର । ଏହି ଚାକିରିରେ ମାସକୁ ୩୫ ହଜାର ରୁ ୬୧ ହଜାର ପର୍ଯ୍ୟନ୍ତ ଦରମା ମିଳିଥାଏ । ଏହି ଚାକିରି ପାଇବାକୁ ହେଲେ ଆରବିଆଇ ଗ୍ରେଡ B ପରୀକ୍ଷା ପାସ କରିବାକୁ ପଡେ ।

ଆଇପିଏସ ଅଫିସର- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଆଇପିଏସ ଅଫିସର । ଆଇପିଏସ ଅଫିସରଙ୍କ ମାସିକ ଦରମା ହେଉଛି ୫୦ ହଜାର ଟଙ୍କା । ଏହି ଚାକିରି ପାଇଁ ୟୁପିଏସସି ପରୀକ୍ଷା ପାସ କରିବାକୁ ହୁଏ ।

ବିଦେଶ ମନ୍ତ୍ରାଳୟରେ ଆସିଷ୍ଟାଣ୍ଟ ଅଫିସର- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଆସିଷ୍ଟାଣ୍ଟ ଅଫିସର । ଏହି ଚାକିରିରେ ମାସକୁ ୬୬ ହଜାର ଟଙ୍କା ଦରମା ମିଳିଥାଏ । ଏହି ଚାକିରି ପାଇବାକୁ ହେଲେ ଏସଏସସି ଓ ସିଜିଏଲ ପରୀକ୍ଷା ପାସ କରିବାକୁ ପଡିଥାଏ ।

ଡିଫେନସ ସର୍ଭିସ- ବନ୍ଧୁଗଣ ଡିଫେନସ ସର୍ଭିସରେ କାମ କରୁଥିବା ଅଫିସର ମାନଙ୍କୁ ମାସକୁ ୬୮ ହଜାର ଟଙ୍କା ଦରମା ମିଳିଥାଏ । ଏହି ଚାକିରି ପାଇବାକୁ ହେଲେ ଏନଡିଏ ପରୀକ୍ଷାରେ ପାସ ହେବାକୁ ପଡିଥାଏ । ଏହି ଚାକିରି ପାଇବାର ଶିକ୍ଷାଗତ ଯୋଗ୍ୟତା ହେଉଛି ୧୦ମ ରୁ ଦ୍ଵାଦଶ ଶ୍ରେଣୀ ପାସ ।

ସରକାରୀ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସରକାରୀ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର । ଏହି ଚାକିରିର ମାସିକ ଦରମା ହେଉଛି ୯୦ ହଜାରରୁ ଉର୍ଦ୍ଧ ଟଙ୍କା । ଏହି ଚାକିରି ପାଇବାକୁ ହେଲେ ମେଡିକାଲ ୟୁପିଏସସି, ଏନଇଟି ଓ ଜିଏଟିଇ ପରୀକ୍ଷାରେ ପାସ ହେବାକୁ ପଡିଥାଏ ।

Leave a Reply

Your email address will not be published. Required fields are marked *