ରାତି ଅଧରେ ମିଠା ? Rupa ଙ୍କ ଘରକୁ ଆସିଲା କେଉଁ ଖୁସି ଖବର…ଦେହନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଦୁନିଆ ରେ ସମସ୍ତେ ଫେମସ ହୋଇ ଯାଉ ଛନ୍ତି । ଯିଏ ଦିନେ ଟିକ ଟୋକ କରୁଥିଲା ଆଜି ସେ ଫେମସ ହେଇ ଯାଉଛିତେବେ ଆଜି ର ଦୁନିଆରେ ସୋସିଆଲ ମିଡିଆରେ ସମସ୍ତେ ଭାଇରାଲ ହେଇ ଯାଉ ଛନ୍ତି । ଆପଣ ମଧ୍ୟ ଚାହିଁଲେ ଆପଣ ମାନେ ମଧ୍ୟ ଭାଇରାଲ ହୋଇ ପାରିବେ । କିଛି ଲୋକ ଅଛନ୍ତି ଭଲ କାମ କରି ଭାଇରାଲ ହେଉ ଥିବା ବେଳେ ଆଉ କିଛି ଲୋକ କିଛି କଳା ଦେଖେଇ ମଧ୍ୟ ଭାଇରାଲ ହେଇ ଯାଉ ଛନ୍ତି ।

ଦେଖିବା ପାଇଁ ଗଲେ ସୋସିଆଲ ମିଡ଼ିଆ ଏମିତି ଗୋଟେ ପ୍ଲାଟ ଫର୍ମ ଯାହା ଆପଣ ମାନେ ମଧ୍ୟ ଚାହିଁଲେ ଫେମସ ହୋଇ ପାରିବେ । ତେବେ ରାନୁ ମଣ୍ଡଳ କଥା ଆପଣ ମାନେ ତାକୁ ଜାଣି ଥିବେ । ରାନୁ ମଣ୍ଡଳ ଜଣେ ଭିକାରୀ ଥିଲେ । ଷ୍ଟେସନ ରେ ଗୀତ ଗାଉ ଥିବା ସମୟରେ ଜଣେ ତାର ଭିଡିଓ କୁ ଭାଇରାଲ କରି ଦେଇ ଥିଲା । ଆଉ ତା ପରେ ସେ ଏବେ ପ୍ଲେ ବେକ ସିଙ୍ଗର ଭାବରେ ପରିଚିତ ।

ତେବେ ସେହି ଭଳି ଓଡ଼ିଶାରେ ମଧ୍ୟ ଏକ ଏଭଳି ଯୋଡି ଅଛନ୍ତି ଯେଉଁମାନେ ନିଜ ଭିଡିଓ ମାଧ୍ୟମରେ ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି ଏବଂ ଜଣେ ସେଲିବ୍ରେଟି କପଲ ହୋଇ ପାରିଛନ୍ତି । ତେବେ ରୂପା ଓ ପିଣ୍ଟୁ କୁ ତ ଆପଣ ମାନେ ଭଲ ସେ ଚିହ୍ନି ଥିବେ । ତେବେ ତାଙ୍କ ଚ୍ୟାନେଲକୁ ଲୋକମାନେ ଖୁବ ପସନ୍ଦ କରିବା ସହିତ ଅନେକ ଭଲ ପାଇବା ଦେଇଥାନ୍ତି । ସେ ନିଜ ଚ୍ୟାନେଲରେ ପ୍ରତିଦିନର ତାଙ୍କର ଦୈନଦିନ ଜୀବନରେ କଣ କରନ୍ତି ସେହି ଭିଡିଓ ଅପଲୋଡ଼ କରିଥାନ୍ତି ଯାହା ଦର୍ଶକ ମାନଙ୍କୁ ଖୁବ ଆକୃଷ୍ଟ କରିଥାଏ ।

ତେବେ ସେ ବ୍ଲଗ କରିବା ସହ ବର୍ତ୍ତମାନ ଅନେକ ମ୍ୟୁଜିକ ଭିଡିଓ ମଧ୍ୟ ବନାଉ ଛନ୍ତି । ଯାହା ଲୋକ ମାନଂକୁ ଖୁବ ଆକୃଷ୍ଟ ମଧ୍ୟ କରୁଛି । ତେବେ ବର୍ତ୍ତମାନ ତାଙ୍କ ଚ୍ୟାନେଲ ରେ ଏକ ନୂଆ ଭିଡିଓ ଦେଖିବାକୁ ମିଳିଛି ଯେଉଁ ଭିଡିଓ ଦେଖି ସବୁ ଲୋକମାନେ ହସି ହସି ବେଦମ ହୋଇ ଯାଉଛନ୍ତି । ତେବେ ଏହି ଭିଡିଓ ରେ ଦେଖିବାକୁ ମିଳୁଛି କି ପିଣ୍ଟୁ ଙ୍କ ଭଉଣୀ ମାନେ ମିଶି ଘରର ଲୋକ ମାନଙ୍କ ସହ ପ୍ରାଙ୍କ କରୁଛନ୍ତି ତେବେ ସେହି ପ୍ରାଙ୍କ ରେ ସେ ବାସି ମିଠା ଯାହାକି ସମ୍ପୂର୍ଣ୍ଣ ଭାବେ ଖରାପ ହୋଇ ଯାଇଛି ।

ସେହି ମିଠା କୁ ରାତି ଅଧରେ ଖୁଆଇ ସମସ୍ତଙ୍କ ସହ ପ୍ରାଙ୍କ କରୁଛନ୍ତି । ତେବେ ସମସ୍ତେ ଏହି ମିଠା ଖାଇବା ଅର୍ଥାତ ପାଟିରେ ଦେବା କ୍ଷଣି ହିଁ ଥୁ ଥୁ କରି ଫିଙ୍ଗି ଦେଲେ ଏବଂ ହସିବାକୁ ଲାଗିଲେ । ତେବେ କୁକୁର ମଧ୍ୟ ସେହି ମିଠା ଖାଇଲା ନାହିଁ । ତେବେ ଶେଷ ରେ ସମସ୍ତେ ପିଣ୍ଟୁ ଙ୍କ ହାତ ତିଆରି କଫି ପିଇ ଖୁସି ହୋଇ ଶୋଇବାକୁ ଗଲେ । ତେବେ ଏହି ଲେଖା ଏବଂ ରୂପା ପିଣ୍ଟୁ ଙ୍କ ଯୋଡ଼ି ଆପଣ ଙ୍କୁ କିପରି ଲାଗେ ନିଶ୍ଚିତ ନିଜର ମତାମତ ଜଣାଇବେ ।

Leave a Reply

Your email address will not be published. Required fields are marked *