କୋଭିଡ ରୋଗୀଙ୍କ ପାଇଁ ବରଦାନ ଏହି ବ୍ରିଦିଙ୍ଗ ଏକ୍ସରସାଇଜ୍‌, ଜାଣନ୍ତୁ କେମିତି କରିବେ ଓ ଏହାର ଫାଇଦା କଣ ? Dr. Sunil Sahu

ବନ୍ଧୁଗଣ ବର୍ତ୍ତମାନ କରୋନା ମ-ହା-ମା-ରୀର ସଂକ୍ରମଣ ଏକ କାଳ ହୋଇଛି । ଦେଶରେ ଦିନକୁ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏଇ ଭାଇରସର୍ତେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ସଂକ୍ରମଣ ବହୁତ ତୀବ୍ର ଗତିରେ ବଢିବାରେ ଲାଗିଛି । ଦିନକୁ ଲକ୍ଷ ଲକ୍ଷ ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଛନ୍ତି ଯେଉଁଥି ପାଇଁ ସରକାର ଚିନ୍ତାରେ ଅଛନ୍ତି ।

ଏହା ସହିତ ହସ୍ପିଟାଲରେ ବେଡର ଅଭାବ ଓ ଅକ୍ସିଜେନର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ବନ୍ଧୁଗଣ ଅଧିକାଂଶ ଲୋକ ଏହି ଭାଇରସରେ ସଂକ୍ରମିତ ହେବା ପରେ ଅମ୍ଳଜାନ ଅଭାବରୁ ନିଜର ପ୍ରାଣ ହରାଇଛନ୍ତି ।

ବନ୍ଧୁଗଣ ଏହି ଭାଇରସଟି ଅଧିକାଂଶ ଲୋକଙ୍କର ଫୁସଫୁସକୁ ଆକ୍ରମଣ କରୁଛି । ବନ୍ଧୁଗଣ ୭୦ ପ୍ରତିଶତ ଲୋକଙ୍କୁ ଏହି ଭାଇରସର କୌଣସି ଲକ୍ଷଣ ଦେଖା ଯାଉନାହିଁ ଓ କେବଳ ୧୦ ରୁ ୧୫ ପ୍ରତିଶତ ଲୋକଙ୍କର ଏହି ସବୁ ଲକ୍ଷଣ ଦେଖା ଯାଉଛି । ଯେଉଁ ଲୋକ ମାନଙ୍କର ଏହି ସବୁ ଲକ୍ଷଣ ଦେଖା ଯାଉଛି ସେମାନଙ୍କର ଫୁସଫୁସରେ ସମସ୍ୟା ଓ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଦେଖାଯାଉଛି ।

ବନ୍ଧୁଗଣ ଏହି ପରିକା ଜଟିଳ ସମୟରେ ଆପଣ ମାନଙ୍କୁ ବ୍ରିଦିଙ୍ଗ ଏକ୍ସରସାଇଜ୍‌ କରିବା ନିହାତି ଆବଶ୍ୟକ । ଯେଉଁ ମାନଙ୍କର ବହୁତ କମ ଲକ୍ଷଣ ଦେଖା ଯାଉଛି ସେମାନେ ଏହି ବ୍ରିଦିଙ୍ଗ ଏକ୍ସରସାଇଜ୍‌ । କରିବା ଉଚିତ । ଯେଉଁ ମାନଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଯାଇଛି ସେମାନେ ଏହାକୁ କରିବା ଉଚିତ ନୁହେଁ । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ଦୁଇଟି ବ୍ରିଦିଙ୍ଗ ଏକ୍ସରସାଇଜ୍‌ କରିବା ଉଚିତ ।


ପ୍ରଥମଟି ହେଉଛି ଆମକୁ ସର୍ବ ପ୍ରଥମେ ଏକ ବଡ ନିଶ୍ଵାସ ନେବା ଉଚିତ । ଏହାପରେ ଆପଣ କିଛି ସମୟ ପର୍ଯ୍ୟନ୍ତ ନିଶ୍ଵାସ ରଖିଦିଅନ୍ତୁ ଓ ଧୀରେ ଧୀରେ ପାଟି ବାଟରେ ପ୍ରଶ୍ଵାସ ଛାଡନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନେ ପ୍ରଥମେ ଏକ ଲମ୍ବା ନିଶ୍ଵାସ ନିଅନ୍ତୁ ଓ ଧୀରେ ଧୀରେ ପ୍ରଶ୍ଵାସ ଛାଡନ୍ତୁ । ବନ୍ଧୁଗଣ ପ୍ରଶ୍ଵାସ ଛାଡିବା ସମୟରେ ଆପଣ ନିଜ ପାଟିକୁ ଅଳ୍ପ ବନ୍ଦ କରିବେ ଯେପରି ଆମେ ମହାବତୀକୁ ବୁଝାଇ ଥାଉ ସେହିପରି ଆପଣ ପ୍ରଶ୍ଵାସ ଛାଡିବେ ।

ବନ୍ଧୁଗଣ ଆମ ଦ୍ଵିତୀୟ ଉପାୟରେ ଆପଣ ଏକ ବେଲୁନ ଆଣି ଫୁଙ୍କନ୍ତୁ । ଏହା ବନ୍ଧୁଗଣ ଆପଣଙ୍କ ଅମ୍ଳଜାନର ସ୍ତରକୁ ବଢାଇବାରେ ବହୁତ ଅଧିକ ସହାୟକ ହେବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ଦୁଇଟି ବ୍ରିଦିଙ୍ଗ ଏକ୍ସରସାଇଜ୍‌ କୁ ନିଶ୍ଚୟ ପ୍ରୟୋଗ କରନ୍ତୁ । ଏହା ସହିତ ବନ୍ଧୁଗଣ ଆପଣ ମାନେ ସରକାରଙ୍କ ସମସ୍ତ ଗାଇଡଲାଇନର ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *