କରୋନା ରୋଗୀଙ୍କ ମୃ-ତ ଦେହରୁ କଣ ଚୋରି ହେଉଛି ? ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଦେଶରେ ଲକ୍ଷାଧିକ ଲୋକ ଏହି କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି ।

ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ସ୍ଥିତି ବହୁତ ଜଟିଳ ରହିଛି । ସେଥିପାଇଁ ସରକାର ମଧ୍ୟ ଏହି ସଂକ୍ରମଣକୁ ରୋକିବା ପାଇଁ ଅନେକ ଗାଇଡଲାଇନ ଘୋଷଣା କରିଛନ୍ତି । ବନ୍ଧୁଗଣ କୌଣସି କୋରଣା ରୋଗୀର ମୃ-ତ୍ୟୁ ପରେ ତାର ସବକୁ ପରିବାର ଲୋକଙ୍କୁ ଛୁଇଁବାକୁ ଦେଉ ନାହାନ୍ତି । କାରଣ ଏହି ରୋଗ ଛୁଇଁବା ଦ୍ଵାରା ବ୍ୟାପିଥାଏ ବୋଲି କୁହାଯାଇଛି । ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଏହି କରୋନା ମହାମାରୀ କାଳରେ କିଛି ହସ୍ପିଟାଲ କର୍ମଚାରୀ ଏକ କରୋନା ରୋଗୀର ମୃ-ତ ଶରୀର ମଧ୍ୟରୁ କିଛି ଅଙ୍ଗ ଚୋ-ରୀ କରୁଥିବାର କଥା ମଧ୍ୟ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଏହିପରି ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅଗାରୁ ଏହା ଶୁଣିବାକୁ ମିଳୁଥିଲା ଯେ, ହସ୍ପିଟାଲରେ କରୋନା ରୋଗୀଙ୍କ ଶରୀରରୁ ଅଙ୍ଗ ଚୋ-ରୀ ହେଉଛି ଯେଉଁଥି ପାଇଁ ହସ୍ପିଟାଲ କର୍ମଚାରୀ ମାନେ ଶବକୁ ଛୁଇଁବାକୁ ଓ ଦେଖିବା ପାଇଁ ପରିବାର ଲୋକଙ୍କୁ ମନା କରିଦେଉଛନ୍ତି ।

ହେଲେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ସମସ୍ତଙ୍କ ମନରେ ଥିବା ଏହି ପ୍ରଶ୍ନର ଉତ୍ତର ପାଲଟିଛି । ଏହି ଭିଡିଓରେ କିଛି ହସ୍ପିଟାଲ କର୍ମଚାରୀ ମାନେ ଏକ କରୋନା ରୋଗୀର ଶରୀରରୁ କଣ ନେଉଥିବାର ନଜର ଆସୁଛି ।

ବନ୍ଧୁଗଣ ଏହି ଭିଡିଓକୁ ଦେଖି ଅଧିକାଂଶ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ବନ୍ଧୁଗଣ ଏହି ଭିଡିଓଟି ପ୍ରକୃତରେ କେଉଁ ଅଞ୍ଚଳର ତାହା ବର୍ତ୍ତମାନ ଜଣା ପଡିନାହିଁ ହେଲେ ଲୋକ ମାନଙ୍କ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ଏହି ଭିଡିଓ ଦେଇ ସାରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଅଧିକରୁ ଅଧିକ ଆମ ପୋଷ୍ଟକୁ ସେୟାର କରିବେ, ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *