କରୋନା ରୋଗୀଙ୍କ ମୃ-ତ ଦେହରୁ କଣ ଚୋ-ରୀ ହେଉଛି ଦେଖନ୍ତୁ, ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Shocking ଭାଇରାଲ Video

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଏହି କରୋନା ମ-ହା-ମା-ରୀ ସମୟରେ ରୋଗୀଙ୍କ ସହ କିପରି ବ୍ୟବହାର କରା ଯାଉଛି ଏବଂ କଣ କଣ ସବୁ ଘ-ଟୁ-ଛି ସେହି ଉପରେ କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି । ଏବଂ ଆସନ୍ତୁ ଆଜି ଜାଣିନେବା ସେହି ଭାଇରାଲ ଭିଡିଓ ବିଷୟରେ ।

୧- ପ୍ରଥମ ଭିଡିଓ ରେ ଜଣେ ରୋଗୀ କରୋନା ରେ ସଂକ୍ରମିତ ଥିଲେ ତେବେ ଡାକ୍ତର ମାନେ ତାଙ୍କ କି-ଡ-ନି କା-ଢି ନେଇ ଯାଇଛନ୍ତି ବୋଲି ପରିବାର ଅ-ଭି-ଯୋ-ଗ କରୁଛନ୍ତି । ସେହି ଭିଡିଓ ରେ ତାଙ୍କ ଦେହ ରେ ଷ୍ଟି-ଚ ପଡିବାର ମଧ୍ୟ ନଜର ଆସୁଛି ତେଣୁ କରୋନା ଔଷଧ ନ ଦେଇ ଷ୍ଟି-ଚ କଣ ପାଇଁ ପଡିଛି ? ଏହି ଭଳି ପ୍ରଶ୍ନ ପଚାରିବାରୁ ଡାକ୍ତର କିମ୍ବା ନର୍ସ ମାନଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ । ତେବେ ସେହି ରୋଗି କହିଛନ୍ତି କି ଯଦି କରୋନା ସଂକ୍ରମଣ ରେ ସଂକ୍ରମିତ ହୋଇ ମୃ-ତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ କିଡନୀ ବୋଧ ହୁଏ ନେଇ ଯାଇ ପାରିଥିବେ ।


୨- ଦ୍ଵିତୀୟ ଭାଇରାଲ ଭିଡିଓ ରେ ଜଣେ ବ୍ୟକ୍ତି ଙ୍କୁ ଶ୍ୱାସ ଜନିତ ସମସ୍ୟା ଦେଖା ଦେଇଥିଲା ତେବେ ତାଙ୍କୁ କରୋନା ରୋଗୀ କହି ଡାକ୍ତରଖାନା ନେଇ ଗଲେ ଏବଂ ସେଠାରେ ତିନିଦିନ ପରେ ତାଙ୍କ ମୃ-ତ୍ୟୁ ଘଟିଛି । ଯେତେବେଳେ ଏହି ଖବର ଶୁଣି ତାଙ୍କ ଘର ଲୋକ ଆସି ଦେଖିଲେ କି ତାଙ୍କୁ କ-ଭ-ର- କରା ଯାଇଛି ଏବଂ ତାଙ୍କ ନାକ ରୁ ର-କ୍ତ ବାହାରିଛି ଏବଂ ବେଡ଼ ରେ ମଧ୍ୟ ବହୁତ ର-କ୍ତ ପଡିଛି । ତେବେ ଡାକ୍ତର ଙ୍କୁ ଏହି ବା-ବ-ଦରେ ପଚାରିଲେ ଡାକ୍ତର କିଛି କହୁ ନାହାନ୍ତି ।

୩- ତୃତୀୟ ଭିଡିଓ ଟି ହେଉଛି ଭରତପୁର ର ବିଜୟ ହସ୍ପିଟାଲର । ସେହି ହସ୍ପିଟାଲରେ ମଧ୍ୟ ଜଣେ କରୋନା ରୋଗୀଙ୍କ କିଡନୀ ଚୋ-ରି ହେବାର ଅ-ଭି-ଯୋ-ଗ ଆସିଛି । ତାଙ୍କ ଶରୀର ରେ ଷ୍ଟି-ଚ ମଧ୍ୟ ପଡିଛି । ତେବେ ଅନ୍ୟ ଦୁଇ ଭିଡିଓ ଭଳି ଏଠି ମଧ୍ୟ ଡାକ୍ତର ଙ୍କୁ ଏହି ବିଷୟରେ ପ୍ରଶ୍ନ କଲେ ସେ ମଧ୍ୟ ନିରବ ।

ତେବେ ଏହି ବିଷୟ ଉପରେ ଅନେକ ତ-ଦ-ନ୍ତ ମଧ୍ୟ କରାଯାଉଛି । ତେବେ ବୈଜ୍ଞାନିକ ମାନଙ୍କ ମତ ରେ ଆଗାମୀ ଭାଇରସ କୁ ଏଡାଇ ପାରିବୁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *