ଦେଖନ୍ତୁ କେମିତି ଓଡିଆ ହିରୋଇନ Riya Dey ଙ୍କ ବାହାଘରରେ ଖୁବ ମସ୍ତି କଲେ ଏହି ସବୁ ଓଡିଆ ହିରୋଇନ…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ରିୟାଙ୍କର ବିବାହ ସମାପ୍ତ ହୋଇସାରିଛି । ବିବାହରେ ସେ ବହୁତ ଖୁସି ଥିବାର ନଜର ଆସିଥିଲେ । ଓଡିଆ ଇଣ୍ଡଷ୍ଟ୍ରୀରେ ରିୟା ପ୍ରାୟ ଅନେକ ହିଟ ସିନେମା ଦେଇଆସିଛନ୍ତି । ତାଙ୍କ ଅଭିନୟ କୁ ଲୋକେ ବହୁତ ପସନ୍ଦ କରିବା ସହିତ ତାଙ୍କୁ ସ୍କ୍ରିନରେ ଦେଖିବାକୁ ସବୁବେଳେ ଚାହିଁଥାନ୍ତି । ତେବେ ରିୟା ବର୍ତ୍ତମାନ ହାତକୁ ଦୁଇ ହାତ ହୋଇସାରିଛନ୍ତି ।

ସେ ନିଜର ବୟଫ୍ରେଣ୍ଡ ସୁନୀଲ ଙ୍କୁ ବିବାହ କରିଛନ୍ତି । ସୁନୀଲ ଜଣେ ବ୍ୟବସାୟୀ ଅଟନ୍ତି । ଏହା ସହିତ ସେ ଜଣେ A1 କଣ୍ଟ୍ରାକ୍ଟର ମଧ୍ୟ ଅଟନ୍ତି । ଅନେକ ଦିନ ଧରି ରିୟା ପ୍ରେମ ସମ୍ପର୍କରେ ଥିବା ସୂଚନା ମିଳିଥିଲା । ତେବେ ବର୍ତମାନ ସେ ହାତକୁ ଦୁଇହାତ ହୋଇସାରିଛନ୍ତି । ତାଙ୍କ ବିବାହ ରେ ମେହେନ୍ଦି ରସମ ଠାରୁ ଆରମ୍ଭ କରି ହଳଦୀ ରସମ ପର୍ଯ୍ୟନ୍ତ ଅନ୍ୟାନ୍ୟ ଅଭିନେତ୍ରୀ ମାନେ ମଧ୍ୟ ଯୋଗଦାନ କରିଥିଲେ ।

ଓଡିଆ ଇଣ୍ଡଷ୍ଟ୍ରୀର ଅନେକ ବଡ ବଡ ଅଭିନେତ୍ରୀ ରିୟା ଙ୍କ ସହିତ ତାଙ୍କର ଫଙ୍ଗସନରେ ନାଚୁଥିବାର ନଜର ଆସିଥିଲେ । ରିୟା ନିଜ ବିବାହ କୁ ନେଇ ବହୁତ ଖୁସି ଥିବାର ନଜର ଆସିଥିଲେ । ତେବେ ନଜର ଆସିବେ ନାହିଁ ବା କିଭଳି ? ନିଜ ମନର ମଣିଷକୁ ରିୟା ବିବାହ କରି ତାଙ୍କୁ ସବୁକିଛି ପାଇଲା ଭଳିଲାଗୁଥିବ । ଓଡିଆ ଅଭିନେତ୍ରୀ ମାନେ ରିୟାଙ୍କ ସହିତ ଷ୍ଟେଜ ଉପରେ ନାଚି ଧୂଆଁ ଉଡାଇଥିଲେ । ତାଙ୍କ ନାଚ କୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ ।

ରିୟାଙ୍କ ବିବାହରେ ସମସ୍ତେ ଓଡିଆ ଅଭିନେତା ଏବଂ ଅଭିନେତ୍ରୀ ମାନେ ଦେଖିବାକୁ ମିଳିଥିଲେ । ବର୍ତ୍ତମାନ ରିୟା ଙ୍କୁ ପ୍ରାୟ ୩୧ ବର୍ଷ ବୟସ ହୋଇଛି । ବିବାହ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀରେ ଅଭିନୟ କରିବେ କି ନାହିଁ ତାହା ସମୟ ହିଁ କହିବ । ରିୟା ଙ୍କ ବାହାଘରରେ ସମସ୍ତ ଓଡିଆ ଅଭିନେତା ଅଭିନେତ୍ରୀ ଏବଂ ଓଡିଆ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ ଏବଂ ସମସ୍ତେ ଏହି ବାହାଘରକୁ ଏଞ୍ଜୟ କରିଥିଲେ ।

ରିୟା ବଙ୍ଗାଳୀ ପରିବାରରୁ ଆସିଥିବାରୁ ତାଙ୍କୁ ବିବାହ ବଙ୍ଗାଳୀ ଷ୍ଟାଇଲରେ ହୋଇଥିଲା । ସୁନୀଲ ଙ୍କ ପରିବାର ଲୋକେ ଏବଂ ରିୟାଙ୍କ ପରିବାର ଲୋକେ ଏହି ବିବାହରେ ବେସ ଖୁସି ଥିବାର ନଜର ଆସିଥିଲେ । ସୁନୀଲ ଙ୍କୁ ବିବାହ କରି ରିୟା ନିଜ ଶାଶୁ ଘରକୁ ଚାଲିଯାଇଛନ୍ତି ଏବଂ ସେ ବହୁତ ଖୁସି ଥିବାର ନଜର ଆସିଛନ୍ତି । ତେବେ ରିୟାଙ୍କ ଫ୍ୟାନ୍ସମାନେ ତାଙ୍କୁ ବହୁତ ଶୁଭେଛା ଜଣାଇଥିବାର ସେ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *