ବନ୍ଧୁଗଣ ବର୍ତ୍ତମାନର ଆଧୁନିକ ଦୁନିଆରେ ଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଲୋକମାନେ ବହୁତ ସହଜରେ ଜାଣି ପାରୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଆମେମାନେ ଦୁନିଆରେ ହେଉଥିବା ସମସ୍ତ ଘଟଣା ବିଷୟରେ ବହୁତ ସହଜରେ ଜାଣି ପାରିବା ।
ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥାଏ ଯାହାଫଳରେ ଏହାକୁ ଆମେମାନେ ଇଣ୍ଟରନେଟ ଦ୍ଵାରା ଦେଖିପାରି ଥାଉ । ଆଜିଆମେ ଆପଣ ମାନଙ୍କୁ ସିସି ଟିଭିରେ ରେକର୍ଡ ହୋଇଥିବା କିଛି ଏପରି ଘଟଣା ବିଷୟରେ କହିବୁ ଯାହାର ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଘଟଣା ଗୁଡିକ ବିଷୟରେ ।
୧. ଏହି ବର୍ଷ ଜାନୁୟାରୀ ମାସରେ ରୋମାନିଆରେ ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଘଟିଥିଲା । ଏହି ସ୍ଥାନରେ ଏକ ବ୍ୟକ୍ତି ବରଫରେ ସ୍କେଟ କରି ତଳକୁ ଆସୁଥିବା ସମୟରେ ତା ପଛରେ ଏକ ଭାଲୁ ପଡିଯାଇଥିଲା । ସେହି ସ୍ଥାନରେ କିଛି ଲୋକ ଉପରୁ ଏହି ଦୃଶ୍ୟକୁ ଦେଖୁଥିଲେ । ବ୍ୟକ୍ତି ଜଣକଙ୍କୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ଉପରୁ ନିଜ ବ୍ୟାଗ ପକାଇଦେଇଥିଲା ଯାହାଫଳରେ ଭାଲୁଟି ସେହି ବ୍ୟାଗକୁ ଧରି ଦେଇଥିଲା ।
୨. ବନ୍ଧୁଗଣ ସାଧାରଣତଃ ଆ-ରୋ-ପି ମାନଙ୍କୁ ଧରିବା ପାଇଁ ପୋ-ଲି-ସ ନୂଆ ନୂଆ ଉପାୟ କରିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଆ-ରୋ-ପି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।
ମାର୍ଚ୍ଚ ମାସ ୨୦୧୯ରେ ୱେଲ୍ସରେ ଏକ ଆ-ରୋ-ପି ଧରିବା ପାଇଁ ପୋ-ଲି-ସ ତା ଘରକୁ ଯାଇଥିଲା ହେଲେ ଆ-ରୋ-ପି ଜଣକ ପୋ-ଲି-ସ ଠାରୁ ବଞ୍ଚିବା ପାଇଁ ନିଜ ଘରର ଛାତକୁ ଭା-ଙ୍ଗି ଉପରକୁ ଚଢି ଯାଇଥିଲା । ଚଢିବା ପରେ ସେ ତାର ସାଙ୍ଗ ମାନଙ୍କୁ ସାହାର୍ଯ୍ୟ ମାଗିଥିଲା ହେଲେ ତାର ସାଙ୍ଗ ମାନେ ତାକୁ ଧୋ-କା ଦେଇଦେଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
୩. ସୋସିଆଲ ମିଡିଆରେ କୁ-କୁ-ର ମାନଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହୁଏ । ଚୀନରେ ୨୦୨୦ ମସିହାରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଏକ କୁ-କୁ-ର ଘରକୁ ଜଗି ବସିଥିଲା ସେହି ସମୟରେ ଏକ ଡେଲିଭରି ବୟ ଆସି ତାକୁ ପାର୍ସଲ ଦେଇଥିଲା । ହେଲେ ଡେଲିଭରି ବୟ ପାର୍ସଲ ଦେବା ପରେ କିଛି ସମୟ ସେହି ସ୍ଥାନରେ ଅପେକ୍ଷା କରି ଛିଡା ହୋଇଥିଲା ସେହି ସମୟରେ କୁକୁରଟି କବାଟ ବନ୍ଦ କରି ଘର ଭିତରକୁ ଆସିଯାଇଥିଲା ।
୪. ଫେବୃୟାରି ୨୦୨୧ରେ କର୍ଣ୍ଣାଟକରେ ଏକ ଏପରି ଘଟଣା ଘଟିଥିଲା ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଏହି ସ୍ଥାନରେ ଏକ ଚିତା ବାଘ ଏକ କୁ-କ-ର ସହ ବାଥୃମରେ ଲୁଚି ଯାଇଥିଲା । ୯ ଘଣ୍ଟା ପରେ ସେହି ସ୍ଥାନକୁ ବନ ବିଭାଗ ଲୋକ ଆସିଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଚିତା ବାଘଟି କୁ-କୁ-ର ପ୍ରତି କୌଣସି ପ୍ରକାରର ଆ-କ୍ର-ମ-ଣ କରି ନଥିଲା ।