ବିବାହ ବନ୍ଧନରେ ବାନ୍ଧି ହେଲେ ଓଡିଆ ଫିଲ୍ମ ହିରୋଇନ ଆହାନା ବରାଳ, ଦେଖନ୍ତୁ ତାଙ୍କ ମ୍ୟାରେଜ ର ଫୁଲ ଆଲବମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ଯତୀତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଆହାନା ବରାଳ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆହାନାଙ୍କର କେତେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସଫଳତା ମଧ୍ୟ ପାଇଛନ୍ତି ।

ବନ୍ଧୁଗଣ ଆହାନା ବ୍ଲାକମେଲ ଓ ଭୈରବ ଆଦି ସୁପର ହିଟ ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ଗତକାଲି ଆହାନା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆହାନାଙ୍କ ବିବାହ ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ, ଗତକାଲି ଆହାନା ନିଜ ବୟଫ୍ରେଣ୍ଡ ରାକେଶଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହଟି ରାତ୍ରି କାଳରେ ସମ୍ପନ୍ନ ହୋଇଛି । ଗତ କିଛି ଦିନ ତଳେ ଏହି ଦୁଇଜଣଙ୍କର ନିର୍ବନ୍ଧ ମଧ୍ୟ ସାରିଥିଲା । ଏହି ଦୁଇଜଣଙ୍କର ନିର୍ବନ୍ଧ ଫଟୋସ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ।

ଏହି ଦୁଇଜଣଙ୍କ ଯୋଡିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ବହୁତ ବର୍ଷ ହେବ ପରସ୍ପର ସହ ଲଭ ରିଲେସନରେ ଥିଲେ । ହେଲେ ଗତ କିଛି ଦିନ ତଳେ ଏହି ଦୁଇଜଣ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ରିଲେସନ ସିପ ବିଷୟରେ କହିଥିଲେ ।

ଆହାନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଥିଲେ, ‘ମୁ ରାକେଶଙ୍କୁ ଭଲ ପାଉଛି’ ଓ ଅନ୍ୟ ପକ୍ଷରେ ରାକେଶ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ରିଲେସନ ବିଷୟରେ କହିଥିଲେ ।

ବନ୍ଧୁଗଣ ଗତକାଲି ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଲା । ତାଙ୍କ ଫ୍ୟାନ୍ସ ମାନେ ଏହି ଖବର ବିଷୟରେ ଜାଣି ବହୁତ ଖୁସି ମଧ୍ୟ ହୋଇଛନ୍ତି । ଖବର ମିଳିଛି ଯେ, ବିବାହ ପରେ ମଧ୍ୟ ଆହାନା ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବେ । ଆହାନାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ତାଙ୍କର ବିବାହରେ ଓଲିଉଡର କେତେକ ବଡ ବଡ କଳାକାର ମାନେ ମଧ୍ୟ ସାମିଲ ହୋଇଥିଲେ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆହାନାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚାୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *