ଦେଖନ୍ତୁ ଏହି Video: ରାତି ଅଧରେ ଏହି ପୁଲିସ ବାବୁ ଜଣେ ମହିଳାଙ୍କ ଘରେ ପଶି ମହିଳାଙ୍କ ସହ କରୁଥିଲେ ଏପରି କାଣ୍ଡ, ଶୁଣିଲେ ଆପଣ ମଧ୍ୟ କହିବେ ଛିଃ… ଛିଃ…

ପୋ-ଲି-ସ ଙ୍କୁ ନେଇ ସମସ୍ତ ଲୋକ ମାନଙ୍କ ଚିନ୍ତାଧାରା ଲଗା ଲାଗା । କିଏ କହେ ପୋ-ଲି-ସ ବହୁତ ଭଲ ତ କିଏ  ବହୁତ ନି-ନ୍ଦା କରିଥାଏ । ତେବେ ଦେଖିବାକୁ ଗଲେ ସମସ୍ତେ ସମାନ ନଥାନ୍ତି । ଏମିତି କିଛି ପୋ-ଲି-ସ ବାବୁଙ୍କ ପାଇଁ ପୁରା ପୋ-ଲି-ସ ଡିପାର୍ଟମେଣ୍ଟ ଙ୍କୁ ନିନ୍ଦାର ସାମ୍ନା କରିବାକୁ ପଡିଥାଏ ।  ତେବେ ପୋ-ଲି-ସଙ୍କ ଜନତା ଙ୍କ ସେବା ହିଁ ତାଙ୍କ ର କାମ ଥାଏ କିନ୍ତୁ ବେଳେବେଳେ କିଛି ବରଦି ପିନ୍ଧା ପୋ-ଲି-ସ କିଛି ଏଭଳି କାର୍ଯ୍ୟ କରି ଯାଆନ୍ତି ଯାହା ଦ୍ୱାରା ସବୁ ପୋ-ଲି-ସ ଉପରେ ଦାଗ ଲାଗି ଯାଏ ।

ତେବେ ସବୁ ପୋ-ଲି-ସ ଏପରି ନଥାନ୍ତି । ପୋ-ଲି-ସ ର କର୍ତ୍ତବ୍ୟ ଥାଏ ଜନତା ଙ୍କ ସେବା କରିବା ସେମାନଙ୍କ ର ସବୁ ଦୁଃଖ ସୁଖ କୁ ବୁଝିବା ତାଙ୍କୁ ସାହାଯ୍ୟ କରିବା କିନ୍ତୁ କେବଳ ଦୁଇ ତିନି ଜଣ ପୋ-ଲି-ସ ନିଜର କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଏବଂ ତାଙ୍କ ଖରାପ କାର୍ଯ୍ୟ ଯୋଗୁଁ ଆମେ ସମ୍ପୂର୍ଣ୍ଣ ପୋ-ଲି-ସ ଡିପାର୍ଟମେଣ୍ଟ କୁ ଦୋ-ଷ ଦେଇ ପାରିବା ନାହିଁ ତେବେ ବେଳେବେଳେ ପୋ-ଲି-ସ କିଛି ଏଭଳି କାମ କରି ଦେଇଥାଏ ଯାହା ପୁରା ପୋ-ଲି-ସ ଡିପାର୍ଟମେଣ୍ଟ କୁ ଲ-ଜ୍ଜା ବୋଧ ହେବାକୁ ପଡ଼ିଥାଏ । ବର୍ତ୍ତମାନ ଏହିପରି ଏକ ଘଟଣା ସାମନାକୁ ଆସିଛି । ତେବେ ଏହି ଘଟଣା ଟି ହେଉଛି ଅନୁଗୁଳ ଜିଲ୍ଲା ତାଳଚେର ର ପୋ-ଲି-ସ ନୀଳମଣି ମହାନ୍ତି ।

ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିବା ପରେ ପୋ-ଲି-ସ ଉପରେ ଭରସା ଉଠିଯିବ ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ତେବେ ସେ ରାତି ଅଧରେ ଜଣେ ମହିଳା ଙ୍କ ଘରେ ପ-ଶି ତାଙ୍କ ସହ ଅ-ସା-ଦା-ଚ-ର-ଣ କରିବା ସହ ତାଙ୍କୁ ଅ-ନୈ-ତି-କ କାର୍ଯ୍ୟ କରିବା ପାଇଁ ବା-ଧ୍ୟ କରିଥିଲେ । ତେବେ ସେହି ମହିଳା ଜଣକ ମନା କରି ଦେବାରୁ ନୀଳମଣି ସେହି ମହିଳା ଙ୍କୁ ବହୁତ ଗା-ଳି ଗୁ-ଲ-ଜ କରିବା ସହ ଅ-ଭ-ଦ୍ରା-ମି ମଧ୍ୟ କରିଥିଲେ ।

ତେବେ ଏହା ପରେ ସେହି ମହିଳା ଜଣଙ୍କ ତାଳଚେର ପୋ-ଲି-ସ ଅଧିକାରୀ ଙ୍କୁ ଫୋନ କରି ଏହି ସମ୍ପର୍କରେ ଅ-ଭି-ଯୋ-ଗ ଦେଇଥିଲେ । ତେବେ ଅ-ଭି-ଯୋ-ଗ ପରେ ନିଳମଣି ସେଠାରୁ ଖ-ସି ପ-ଳା-ଇ ଥିଲେ କିନ୍ତୁ ପୋ-ଲି-ସ ଅ-ଭି-ଯୋ-ଗ ଅନୁସାରେ ପୋ-ଲି-ସ ନିଜର କାର୍ଯ୍ୟନୁଷ୍ଠାନ ଆରମ୍ଭ କରି ଦେଇଥିଲା ଏବଂ ନୀଳମଣି ଙ୍କୁ ସ-ସ-ପେ-ଣ୍ଡ ମଧ୍ୟ କରାଯାଇଥିଲା ।

ତେବେ ରାତି ଅଧରେ ପୋ-ଲି-ସ ର ଏହି ବ୍ୟବହାର ସବୁ କ୍ୟାମେରା ରେ ରେ-କ-ର୍ଡ ହୋଇ ଯାଇଥିଲା ଏବଂ ସେହି ଭି-ଡି-ଓ- ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଘୁରି ବୁଲୁଛି ।  ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *