ଦେଖନ୍ତୁ Video: ରାସ୍ତାରେ ଯାଉ ଯାଉ ବ୍ୟକ୍ତିଙ୍କୁ ମିଳିଲା ସୁନା ଆଉ ଟଙ୍କା ଭର୍ତ୍ତି ବ୍ୟାଗ, ତା’ ପରେ ବ୍ୟକ୍ତି ଜଣକ କଲେ କିଛି ଏମିତି କାମ…ଶୁଣିଲେ ଆପଣ ବି ଦେବେ ସାବାସି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆଜି ବି ଦୁନିଆ ର ବହୁତ କମ ସ୍ଥାନ ରେ ଭଲ ଲୋକ ଜୀବିତ ଅଛନ୍ତି । ପୃଥିବୀ ପୃଷ୍ଠ ରେ ଲୋକ ଯେତେ ଧନୀ ହୋଇଥାଏ ସେତେ ଲୋଭୀ ମଧ୍ୟ ହୋଇଥାଏ ।

ଯେଉଁମାନେ ଗରିବ ଓ ସାଧାରଣ ଲୋକ ହୋଇଥାଆନ୍ତି ସେମାନଙ୍କ ମନରେ ଲୋଭ ଜାତ ହୋଇ ନ ଥାଏ । ସେମାନଙ୍କ ମନରେ ମାନବିକତା ରହିଥାଏ । ତେବେ ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶା ଠାରେ । ଏଠାରେ ଜଣେ ଗାଡ଼ି ଚାଳକ ସୁନା ଓ ଟଙ୍କା ରେ ଭର୍ତ୍ତି ପର୍ସ ପାଇବା ପରେ ମଧ୍ୟ ମାନବିକତା ଦେଖାଇ ପର୍ସ ର ମାଲିକ ଙ୍କୁ ପୁଣି ଫେରସ୍ତ କରିଦେଇଥିଲେ ।

ବନ୍ଧୁଗଣ ଓଡ଼ିଶାର କୌଣସି ଏକ ସ୍ଥାନ ରେ ରାସ୍ତା ରେ ଯିବା ସମୟ ରେ ଜଣେ ମହିଳା ଙ୍କ ପର୍ସ ତଳେ ପଡିଯାଇଥିଲା । ସେହି ପର୍ସ ରେ ବହୁତ ଟଙ୍କା ଓ ସୁନା ମଧ୍ୟ ଥିଲା । ମହିଳା ଙ୍କ କହିବା ଅନୁଯାୟୀ ତାଙ୍କ ଶରୀର ଅସୁସ୍ଥ ଥିଲା ତେଣୁ ସେ ଔଷଧ ନେବା ପାଇଁ ଯାଇଥିଲେ । ଔଷଧ ଆଣି ସାରି ଘରକୁ ଅଟୋ ରେ ଫେରିବା ସମୟ ରେ ତାଙ୍କ ପର୍ସ ଟି କେଉଁଠୁ ପଡି ଯାଇଥିଲା । ସେ ଯେତେବେଳେ ଏହା ଜାଣି ପାରିଥିଲେ ପୁଣି ପର୍ସ ଟି କୁ ଖୋଜିବାକୁ ଯାଇଥିଲେ ।

ଖୋଜିବାକୁ ଯିବା ସମୟ ରେ ଏକ ଫୋନ ଆସିଲା ଓ ସେ ମହିଳା ଙ୍କୁ କହିଲେ ଆପଣଙ୍କ ପର୍ସ ଟି ମୁ ପାଇଛି ଆସି ନେଇଯାଅନ୍ତୁ । ଏହା ପରେ ମହିଳା ସେଠାକୁ ଯାଇ ପର୍ସ ଟି କୁ ଆଣିଥିଲେ । ସେହି ପର୍ସ ଟି ରେ ମହିଳାଙ୍କ ର ସୁନାର କାନଫୁଲ ଓ ନାକ ଫୁଲ ସହିତ ଆହୁରି ମଧ୍ୟ କେତେକ ସୁନା ଜିନିଷ ଥିଲା ଏହା ସହିତ ୧୭୦୦ ଟଙ୍କା ମଧ୍ୟ ଥିଲା ।

ମହିଳା ଜଣଙ୍କ ସେହି ବ୍ୟକ୍ତି ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଥିଲେ । ବ୍ୟକ୍ତି ଜଣଙ୍କ କହିଥିଲେ ମୁ ରାସ୍ତା ରେ ଆସିବା ସମୟ ରେ ପର୍ସ ଟି ରାସ୍ତା ରେ ପଡିଥିବା ର ଦେଖିଲି । ଏହା ପରେ ତାକୁ ଉଠାଇ କରି ଆଣିଲି ଓ ତାହା କାହାର ବୋଲି ଜାଣିବା ପାଇଁ ନିଜ ଚାରି ପାଖକୁ ଚାହିଁଲି ।

କିନ୍ତୁ ସେଠାରେ କେହି ନ ଥିଲେ । ଏହା ପରେ ସେ ତାଙ୍କର ସ୍ତ୍ରୀ ଙ୍କ ପାଖକୁ ଫୋନ କରିଥିଲେ ସେ କହିଥିଲେ ତୁମେ ଘରକୁ ଆସିଯାଅ ଆମେ ଆଧାର କାର୍ଡ ରୁ ନମ୍ବର ନେଇ ଫୋନ କରି ତାଙ୍କୁ ଫେରାଇ ଦେବା । ଏହା ପରେ ସେ ସେହିପରି କରିଥିଲେ ଓ ମହିଳାଙ୍କୁ ତାଙ୍କ ପର୍ସ ଫେରାଇ ଦେଇଥିଲେ । ବ୍ୟକ୍ତି ଙ୍କ ଏପରି କାମ ପାଇଁ ହୃଦୟରୁ ଗୋଟେ ଲାଇକ ଓ ସେଯାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *