ବିଚ ରାସ୍ତାରେ ଯୁବକ ଓ ଯୁବତୀ ଜଣକ କଲେ ଏମିତି ଅଶ୍ଳୀଳ କାଣ୍ଡ, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ, ଆମ ସମାଜରେ ନାନା ପ୍ରକାରର ବ୍ୟକ୍ତି ଅଛନ୍ତି । ଶାସ୍ତ୍ର ତଥା ପୁରାଣ ଅନୁଯାୟୀ ମନୁଷ୍ୟର ନିଜ କୁ-କାର୍ଯ୍ୟ କଳାପ କରିବା ପ୍ରତି ଟିକିଏ ଲଜ୍ୟା କରିବା କଥା । ଆମ୍ଭ ପୂର୍ବପୁରୁଷ ମାନେ ସମସ୍ତ ନିୟମ କୁ ମାନି ଅତି ସାଧାରଣ ଭାବରେ ନିଜର ଜୀବନ ବିତାଉ ଥିଲେ ।

ମାତ୍ର ଆଜି ଭଳି ଆଧୁନିକ ଯୁଗରେ ପରିସ୍ଥିତି ଏତେ ସାଂଘାତିକ ହୋଇ ଚାଲିଛି ଯେ ତାହା ସମାଜ ଉପରେ କୁ ପ୍ରଭାବ ପକାଇବାରେ ଲାଗିଛି । ଆଧୁନିକ ଯୁଗର ଯୁବ ପିଢୀ କୌଣସି କଥା କୁ ଗ୍ରହଣ ନ କରି ନାନା ପ୍ରକାରର ଅନୈତିକ କାର୍ଯ୍ୟ କଳାପ ମାନ କରି ଚାଲିଛନ୍ତି । ସତରେ ଯେମିତି ଏମାନଙ୍କର ଲଜ୍ୟା ସରମ ବୋଲି କିଛି ନାହିଁ । ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରେମ କୁ ପବିତ୍ର ସମ୍ପର୍କ ର ଆଖ୍ୟା ଦିଆ ଯାଇଅଛି । ପୂରଣ ଶାସ୍ତ୍ର ରେ ଶ୍ରୀ କୃଷ୍ଣ ଏବଂ ରାଧା ଙ୍କ ପ୍ରେମ ଆମ ହିନ୍ଦୁ ଧର୍ମ ରେ ବେସ ମାନ୍ୟତା ଦିଆ ଯାଇଅଛି ।

ମାତ୍ର ଆଜିକାଲି ଯୁବକ ଯୁବତୀ ଙ୍କ ମଧ୍ୟରେ ଯେଉଁ ପ୍ରେମ ଚାଲିଛି ତାହା କେବଳ ନିମିତ ମାତ୍ର । ଆଜି ଆମ୍ଭେ ଆପଣଙ୍କୁ ଏକ ଏଭଳି ଦୃଶ୍ୟ ବିଷୟରେ କହିବାକୁ ଯାଉଅଛୁ ଯାହା ଜାଣି ଆପଣ ନିଜ ମୁଣ୍ଡ ଲ-ଜ୍ୟା ରେ ନୂଆଇ ଦେବେ । ରାସ୍ତାରେ ଯୁବକ ଯୁବତୀ ବାଇକ ରେ ବସି ଯାଉଛନ୍ତି । ମାତ୍ର ଯୁବତୀ ଜଣକ ବାଇକ ପଛପଟେ ନ ବସି ବାଇକ ସମୁଖରେ ବସି ଯୁବକ ଙ୍କ ସହିତ ରାସ ଲୀଳା ରଛାଇ ରାସ୍ତା ରେ ଯାଉଛନ୍ତି ।

ଏହି ଦୃଶ୍ୟ ସେଠାକାର ବାସିନ୍ଦା ଙ୍କ ନଜରରେ ଆସିଲା । ଗାଁ ଲୋକେ ସେହି ଯୁବକ ଯୁବତୀ ଙ୍କ ପିଛା କରି ସେମାନଙ୍କୁ ରାସ୍ତାରେ ଅଟକାଇଲେ । ମାତ୍ର ଝିଅ ଟି ରାଗିଜାଇ କହୁଛି କାହିଁକି ଅଟକାଇଲ ? ତୁମ୍ଭେ ମାନେ କିଏ ? ଯୁବକ ଜଣ ଚୁପ ରହିଥିବା ସମୟରେ ଝିଅଟି ବେସ ବଡ ପାଟିରେ ସେହି ଅଞ୍ଚଳର ଲୋକଙ୍କୁ ବଡ ପାଟି କରି ଗା-ଳି-ଗୋଲଚ କରିଲା ।

ଏହାକୁ ଶୁଣି ସେମାନଙ୍କୁ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଜଣକ ଆହୁରି ରାଗିଜାଇ ପୋଲିସ କୁ ଜଣାଇବାର ଧ-ମ-କ ଦେଲେ । କହିଲେ ଏ ସବୁ ଅସଭ୍ୟ କାମ ରାସ୍ତା ରେ କରୁଛ ତୁମ୍ଭକୁ ଲଜ୍ୟା ଆସୁନାହିଁ । ଉଭୟଙ୍କ ଘର କେଉଁଠାରେ ବୋଲି ପଚାରିବାରୁ କ୍ରୋଧରେ ଜର୍ଜରିତ ହେଉଥିବା ଯୁବତୀ ଜଣକ ଶାନ୍ତ ହୋଇ ଯାଇଥିଲେ ।

ଏହାପରେ ଗାଁ ଲୋକେ ମାନେ ବାରମ୍ବାର ପଚାରିବାରୁ ଯୁବତୀ ଜଣକ କହିଥିଲା ଆମ୍ଭର ଭୁଲ ହୋଇ ଯାଇଛି । ଆମେ ଆଉ ଏଭଳି ରାସ୍ତାରେ କିଛି କୁ କର୍ମ କରିବୁ ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଏହା ଯେ, ଏହି ମାମଲାରେ କେବଳ ଯୁବତୀ ଜଣକ ନିଜର ମୁହଁ ଖୋଲିଥିଲା ଯୁବକ ଜଣକ ଭୟ ର ସହିତ ନିଜ ବାଇକ ଉପରେ ବସିଥିଲା ।

ସତରେ ଯେମିତି ବୁଝି ପାରୁନଥିଲା ଯେ କଣ କହିବ କଣ ନାହିଁ ? ସେ ଯାହା ହେଉ ନା କାହିଁକି ଏଭଳି ଫିଲ୍ମୀ ଷ୍ଟାଇଲ ରେ ବାଇକ ଉପରେ ବସି ଅନ୍ତରଙ୍ଗ ହେବା କେତେ ଦୂର ଠିକ  ? ବନ୍ଧୁଗଣ ଏହି ପ୍ରସଙ୍ଗ ରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ଯୋଡି ହେବ ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *