ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମ-ହା-ମା-ରୀ ର ଭ-ୟ ଚାରି ଆଡ଼େ ବ୍ୟା-ପି ଗଲାଣି । ଲୋକମାନେ ଏହି ମ-ହା-ମା-ରୀ ରେ ଆ-କ୍ରା-ନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।
ଏହି ଭୁ-ତା-ଣୁ ଆମ ଗଳା ରେ ସଂ-କ୍ର-ମଣ- କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନ-ଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅ-ସୁ-ବି-ଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମ-ହା-ମା-ରୀ ବହୁତ ଶୀଘ୍ର ବ୍ୟା-ପି-ବା-ରେ ଲାଗିଛି । ଏହି କ-ରୋ-ନା ମ-ହା-ମା-ରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନି-ୟ-ମ କୁ ମାନିବାକୁ ପଡିବ ।
ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମା-ସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସା-ମା-ଜି-କ ଦୂ-ର-ତା ବ-ଜା-ୟ ରଖନ୍ତୁ ।
ବର୍ତ୍ତମାନ ଆମ ଦେଶରେ ଅମ୍ଳଜାନ ର ବହୁତ ଅଭାବ ଦେଖା ଦେଉଛି । ତେବେ ଆମେ ପ୍ରାକୃତିକ ଅମ୍ଳଜାନ ର କେବଳ ୩୦ ପ୍ରତିଶତ ରେ ହିଁ ବ-ଞ୍ଚି ଥାଉ କିନ୍ତୁ ଯେତେବେଳେ ଆମ ଫୁସଫୁସ ଅଧିକ ଖରାପ ହୋଇ ଯାଏ ଏବଂ ନିଶ୍ୱାସ ନେବାରେ ବହୁତ ସମସ୍ୟା ଆସେ ସେତେବେଳେ ଆମକୁ ୧୦୦ ପ୍ରତିଶତ ଅମ୍ଳଜାନ ର ଆବଶ୍ୟକ ପଡୁଛି ।
ତେବେ କ-ରୋ-ନା ମ-ହା-ମା-ରୀ ପରେ ବ୍ଲା-କ ଫଙ୍ଗସ ଏବଂ ହ୍ଵା-ଇ-ଟ ଫଙ୍ଗସ ମଧ୍ୟ ଆସିଲାଣି ଏବଂ ଏହା ମଧ୍ୟ ବହୁତ ଅଧିକ ଶୀଘ୍ର ବ୍ୟା-ପି-ବା-ରେ ମଧ୍ୟ ଲାଗୁଛି ତେବେ ସେଥିପାଇଁ ସରକାର ସମସ୍ତ ଙ୍କୁ ଘରେ ରହିବାକୁ କହୁଛନ୍ତି ଏବଂ କୌଣସି ଜରୁରୀ ହୁଏ ତେବେ ଆପଣ ଘରୁ ବାହାରକୁ ଗଲା ବେଳେ ମୁହଁ ରେ ମାସ୍କ ପିନ୍ଧନ୍ତୁ ।
ତେବେ ଏତେ ସବୁ ପ୍ରୋ-ଟୋ-କ-ଲ ଏବଂ ଅନୁରୋଧ କ୍ରମେ କିଛି ଲୋକ ଏପରି ଅଛନ୍ତି ଯିଏ ମୁହଁ ରେ ମାସ୍କ ନ ପିନ୍ଧି ସରକାର ଙ୍କ ନିୟମ ନ ମା-ନି କାମ କରୁଛନ୍ତି ଏବଂ କିଛି ପଚାରିଲେ ନିଜର ନା-ଟ-କ ମଧ୍ୟ ଆରମ୍ଭ କରୁଛନ୍ତି ତେବେ ସେହି ପରି ଘ-ଟ-ଣା ବିଷୟରେ ଆଜି ଆମେ ଆଲୋଚନା କରିବା ।
ମଧ୍ୟପ୍ରଦେଶ ର ସିଦ୍ଧି ଜିଲ୍ଲା ରେ ଶୁକ୍ରବାର ଦିନ ଏକ ଅ-ଜ-ବ ଘ-ଟ-ଣା ଘ-ଟି-ଲା । ଜଣେ ଝିଅ ବିନା ମାସ୍କ ରେ ଗାଡି ଚଲାଉ ଥିଲେ ଏବଂ ତାଙ୍କ ସହିତ ବସିଥିବା ଅନ୍ୟ ଲୋକ ମଧ୍ୟ ମୁହଁରେ ମାସ୍କ ପିନ୍ଧି ନ ଥିଲେ । ଯେତେବେଳେ ପୋ-ଲି-ସ ସେମାନଂକୁ ଅ-ଟ-କା-ଇ ଫା-ଇ-ନ ଆଦାୟ କରିବାକୁ କହିଲା ସେତେବେଳେ ସେହି ଝିଅ ଟି ପୋ-ଲି-ସ ମାନଙ୍କ ସହିତ ଅନେକ ଯୁ-କ୍ତି-ତ-ର୍କ ଆରମ୍ଭ କରିଦେଲେ ଏବଂ ତା ସହିତ ଖ-ରା-ପ ଭା-ଷା ର ମଧ୍ୟ ପ୍ରୟୋଗ କଲେ ।
ପୋ-ଲି-ସ ସେମାନଂକୁ ଯେତେ ବୁଝାଇଲେ ମଧ୍ୟ ସେମାନେ ନ ବୁଝି କିମ୍ବା ନିଜର ଭୁ-ଲ କୁ ନ ମାନି ପୋ-ଲି-ସ ସହ ଝ-ଗ-ଡା ମଧ୍ୟ ଆରମ୍ଭ କରିଦେଲେ । ଏହି ଝିଅ ଟି କ-ରୋ-ନା ଗା-ଇ-ଡ଼ ଲା-ଇ-ନ କୁ ଉ-ଲଂ-ଘ-ନ କରିବା ସହ ନିଜ ଗାଡ଼ିର ଝରକା ରେ ଖ-ରା-ପ ଫିଲ୍ମ ମଧ୍ୟ ଲଗେଇ ଥିଲା
ଏତେ ସବୁ ନି-ୟ-ମ ଭା-ଙ୍ଗି-ବା କାରଣ ରୁ ପୋ-ଲି-ସ ତାଙ୍କୁ ଫା-ଇ-ନ ମାଗିଥିଲେ କିନ୍ତୁ ସେହି ଝିଅ ନିଜ ର ଭୁ-ଲ ନ ମାନି ଏବଂ ପୋ-ଲି-ସ କୁ ସହଯୋଗ ନ କରି ତାଙ୍କ ସହ ଝ-ଗ-ଡା ଏବଂ ଯୁ-କ୍ତି ଆରମ୍ଭ କରିଦେଲେ । ତେବେ ସମାଜ ରେ ଏହି ଭଳି ଲୋକଙ୍କ ପାଇଁ ଦେଶ ରେ କ-ରୋ-ନା ସଂ-କ୍ର-ମି-ତ ଙ୍କ ସଂଖ୍ୟା ବଢିବାକୁ ଲାଗୁଛି । କାରଣ ନିଜେ ହିଁ ନିଜର ସୁ-ର-କ୍ଷା କରିବେ ତେଣୁ ମାସ୍କ ପିନ୍ଧନ୍ତୁ ସରକାର ଙ୍କ ନିୟମ ମଧ୍ୟ ମାନନ୍ତୁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।