ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ସ୍ଵଭାବ, ବ୍ୟକ୍ତିତ୍ବ ଓ ଚରିତ୍ର ଭିନ୍ନ ଭିନ୍ନ ହୋଇଥାଏ । ମଣିଷ ନିଜ କର୍ମକୁ ନେଇ ସମସ୍ତ ସ୍ଥାନରେ ପରିଚିତ ହୋଇଥାଏ ।
ଯଦି ମଣିଷ ନିଜ ଜୀବନରେ ଭଲ କର୍ମ କରିଥାଏ ତା ହେଲେ ସେ ସମସ୍ତ ସ୍ଥାନରେ ମାନ ସମ୍ମାନର ଅଧିକାରୀ ହୋଇଥାଏ ଓ ଯଦି ମଣିଷ ନିଜ ଜୀବନରେ ଖରାପ କାର୍ଯ୍ୟ କରିଥାଏ ତା ହେଲେ ସେ ସମସ୍ତ ସ୍ଥାନରେ ଅପମାନ ଓ ନିନ୍ଦା ପାଇଥାଏ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ କେତେକ ଚୋର ଓ ଠକ ପ୍ରକୃତିର ଲୋକଙ୍କୁ ଦେଖିଥିବେ । ହେଲେ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ଠ-କ ବା ଚୋ-ର ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଚୋ-ରର ପ୍ରତୀକ ମନା ଯାଇଛି । ବନ୍ଧୁଗଣ ଏହି ଲୋକ ଜଣଙ୍କ ନାମ ହେଉଛି ନଟବର ଲାଲ ।
ଆପଣ ମାନେ ସମସ୍ତେ ଏହି ନାମକୁ ନିଶ୍ଚୟ ଶୁଣିଥିବେ । ନଟବର ଲାଲ ନିଜ ଜୀବନରେ ଏତେ ଚୋ-ରୀ ଓ ଜା-ଲି-ଆ-ତି କାମ କରିଛନ୍ତି ଯେ, ତାର କୌଣସି ସୀମା ନାହିଁ । ସେ ଆଜି ଭାରତରେ ସବୁଠାରୁ ବଡ ଚୋ-ର ଓ ଠ-କ ନାମରେ ପରିଚିତ ଅଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭାରତର ଦୁ-ର୍ଦା-ନ୍ତ ଚୋ-ର ନଟବର ଲାଲଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ନଟବର ଲାଲଙ୍କ ବିଷୟରେ ।
ଏହି ଦୁନିଆରେ ଥିବା ସମସ୍ତ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିଭା ରହିଥାଏ । କେହି ଜଣେ ଭଲ ଗାୟକ ହୋଇଥାନ୍ତି ତ କେହି ଜଣେ ଭଲ ଖେଳାଳି ହୋଇଥାନ୍ତି । ହେଲେ ନଟବର ଲାଲ ଥିଲେ ଜଣେ ଦୁଦରାନ୍ତ ଚୋର । ନଟବର ଲାଲଙ୍କ ଜନ୍ମ ୧୯୧୨ ମସିହାରେ ବିହାରର ସଭାନ ଜିଲ୍ଲାରେ ହୋଇଥିଲା । ବନ୍ଧୁଗଣ ନଟବର ଲାଲଙ୍କ ଅସଲ ନାମ ହେଉଛି ମିଥଲେସ କୁମାର ଶ୍ରିବାସ୍ତବ । ହେଲେ ସେ ଚୋ-ରୀ ଓ ଜା-ଲି-ଆ-ତି କାମ କରିବା ପାଇଁ ନିଜର ଅନେକ ଗୁଡିଏ ନାମ ମିଛରେ ରଖିଥିଲେ ।
ବନ୍ଧୁଗଣ ବହୁତ ଲୋକଙ୍କ କହିବା ଅନୁସାରେ ନଟବର ଲାଲଙ୍କ ୫୦ରୁ ଅଧିକ ନାମ ଥିଲା । ଏହି ୫୦ଟି ନାମର ପ୍ରୟୋଗ କରି ସେ ସମସ୍ତ ଚୋ-ରୀ ଓ ଠ-କା-ମି କାମ କରୁଥିଲେ । ନଟବର ଲାଲ ନିଜର ପ୍ରଥମ ଚୋରୀର ଆରମ୍ଭ ୧୦୦୦ ଟଙ୍କାରୁ କରିଥିଲେ । ତାଙ୍କ ପାଖରେ ଏକ ବିଶେଷ ଗୁଣ ଥିଲା ସେ ଅନ୍ୟ ମାନଙ୍କର ନକଲ ଦସ୍ତଖତ କରି ଲୋକମାନଙ୍କୁ ଠ-କି ଦେଉଥିଲେ ।
ସେ ପ୍ରଥମେ ତାଙ୍କ ପଡୋଶୀର ନ-କ-ଲ ଦସ୍ତଖତ କରି ବ୍ୟାଙ୍କରୁ ୧୦୦୦ ଟଙ୍କା ବାହାର କରିଦେଇଥିଲେ । ସେ ପାଠ ପଢି ଓକିଲ ହୋଇଥିଲେ ହେଲେ ଓକିଲାତି ତାଙ୍କୁ ପସନ୍ଦ ନଥିଲା । ତେଣୁ ସେ ଓକିଲାତି ଛାଡି ଜା-ଲି-ଆ-ତି ଓ ଠ-କେ-ଇ ରାସ୍ତାକୁ ଆପଣାଇ ଥିଲେ । ନଟବର ଇଂରାଜୀ ମଧ୍ୟ କହିପାରୁ ଥିଲେ ଓ କେତେକ ବଡ ବଡ ବେପାରୀଙ୍କୁ ସେ ଠ-କି ଦେଉଥିଲେ । ବନ୍ଧୁଗଣ ସବୁଠାରୁ ବଡ କଥା ଥିଲା ।
ସେ ରାଷ୍ଟ୍ରପତିଙ୍କ ନକଲ ଦସ୍ତଖତ କରି ବହୁତ ଥର ତାଜମହଲ ଓ ଲାଲ କିଲ୍ଲାକୁ ବିଦେଶକୁ ବିକି ଦେଇଥିଲେ । ନଟବର ଲାଲଙ୍କ ନାମରେ ୮ଟି ଜିଲ୍ଲାରେ ୧୦୦୦ରୁ ଅଧିକ ମା-ମ-ଲା ଚାଲିଛି । ଏହି ସବୁ ମାମଲା ପାଇଁ ତାଙ୍କୁ ୧୧୧ ବର୍ଷ ପର୍ଯ୍ୟନ୍ତ ଜେ-ଲ-ଦ-ଣ୍ଡ ଦିଆଯାଇଥିଲା । ତଥାପି ସେ ବହୁତ ଥର ଜେ-ଲ-ରୁ ଫେ-ରା-ର ହୋଇଯାଉଥିଲେ । ୨୦୦୪ ମସିହାରେ ନଟବର ଲାଲଙ୍କ ନାମ ଶେଷ ଥର ପାଇଁ ଆସିଥିଲା ହେଲେ ନଟବରଙ୍କ ମୃ-ତ୍ୟୁ କେବେ ଓ କେଉଁଠି ହେଲା ତାହାର କୌଣସି ସୂଚନା ମିଳି ନାହିଁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ