ନମସ୍କାର ବନ୍ଧୁଗଣ ପୋଲିସ କୁ ନେଇ ସମସ୍ତ ଙ୍କ ମନରେ ଅଲଗା ଅଲଗା ବିଚାର ଏବଂ ଭାବନା ରହିଛି । କିଏ ପୋଲିସ କୁ ବହୁତ ଭଲ କୁହେ ତ କିଏ ପୋଲିସ କୁ ଖରାପ । ତେବେ ପୋଲିସଙ୍କ ଜନତା ଙ୍କ ସେବା ହିଁ ତାଙ୍କ ର କାମ ଥାଏ କିନ୍ତୁ ବେଳେବେଳେ କିଛି ବରଦି ପିନ୍ଧା ପୋଲିସ କିଛି ଏଭଳି କାର୍ଯ୍ୟ କରି ଯାଆନ୍ତି ଯାହା ଦ୍ୱାରା ସବୁ ପୋଲିସ ଉପରେ ଦାଗ ଲାଗି ଯାଏ । ତେବେ ସବୁ ପୋଲିସ ଏପରି ନଥାନ୍ତି ।
ପୋଲିସ ର କର୍ତ୍ତବ୍ୟ ଥାଏ ଜନତା ଙ୍କ ସେବା କରିବା ସେମାନଙ୍କ ର ସବୁ ଦୁଃଖ ସୁଖ କୁ ବୁଝିବା ତାଙ୍କୁ ସାହାଯ୍ୟ କରିବା କିନ୍ତୁ କେବଳ ଦୁଇ ତିନି ଜଣ ପୋଲିସ ନିଜର କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଏବଂ ତାଙ୍କ ଖରାପ କାର୍ଯ୍ୟ ଯୋଗୁଁ ଆମେ ସମ୍ପୂର୍ଣ୍ଣ ପୋଲିସ ଡିପାର୍ଟମେଣ୍ଟ କୁ ଦୋ-ଷ ଦେଇ ପାରିବା ନାହିଁ ତେବେ ବେଳେବେଳେ ପୋଲିସ କିଛି ଏଭଳି କାମ କରି ଦେଇଥାଏ ଯାହା ପୁରା ପୋଲିସ ଡିପାର୍ଟମେଣ୍ଟ କୁ ଲ-ଜ୍ଜା ବୋଧ ହେବାକୁ ପଡ଼ିଥାଏ ।
ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିବା ପରେ ପୋଲିସ ଉପରେ ଭରସା ଉଠିଯିବ ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ତେବେ ଏହି ଘଟଣା ଟି ହେଉଛି ଅନୁଗୁଳ ଜିଲ୍ଲା ତାଳଚେର ର ପୋଲିସ ନୀଳମଣି ମହାନ୍ତି । ତେବେ ସେ ରାତି ଅଧରେ ଜଣେ ମହିଳା ଙ୍କ ଘରେ ପଶି ତାଙ୍କ ସହ ଅ-ସା-ଦା-ଚ-ର-ଣ କରିବା ସହ ତାଙ୍କୁ ଅ-ନୈ-ତି-କ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲେ ।
ତେବେ ସେହି ମହିଳା ଜଣକ ମନା କରି ଦେବାରୁ ନୀଳମଣି ସେହି ମହିଳା ଙ୍କୁ ବହୁତ ଗା-ଳି ଗୁ-ଲ-ଜ କରିବା ସହ ଅ-ଭ-ଦ୍ରା-ମି ମଧ୍ୟ କରିଥିଲେ । ତେବେ ଏହା ପରେ ସେହି ମହିଳା ଜଣଙ୍କ ତାଳଚେର ପୋଲିସ ଅଧିକାରୀ ଙ୍କୁ ଫୋନ କରି ଏହି ସମ୍ପର୍କରେ ଅଭିଯୋଗ ଦେଇଥିଲେ ।
ତେବେ ଅଭିଯୋଗ ପରେ ନିଳମଣି ସେଠାରୁ ଖସି ପଳାଇ ଥିଲେ କିନ୍ତୁ ପୋଲିସ ଅଭିଯୋଗ ଅନୁସାରେ ପୋଲିସ ନିଜର କାର୍ଯ୍ୟନୁଷ୍ଠାନ ଆରମ୍ଭ କରି ଦେଇଥିଲା ଏବଂ ନୀଳମଣି ଙ୍କୁ ସ-ସ-ପେ-ଣ୍ଡ ମଧ୍ୟ କରାଯାଇଥିଲା । ତେବେ ରାତି ଅଧରେ ପୋଲିସ ର ଏହି ବ୍ୟବହାର ସବୁ କ୍ୟାମେରା ରେ ରେ-କ-ର୍ଡ ହୋଇ ଯାଇଥିଲା ଏବଂ ସେହି ଭି-ଡି-ଓ- ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଘୁରି ବୁଲୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।