Rashmi Desai ସୁଇମିଂ ପୁଲରେ ବିକିନୀରେ କରାଇଲେ ହଟ PhotoShoot, ଫଟୋ ହେଉଛି ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ପରି ଏକ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି କିଛି ଦିନ ବହୁତ ଚର୍ଚାରେ ଅଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ରଶ୍ମୀ ଦେସାଇ । ରଶ୍ମୀ ମଧ୍ୟ ସେହି ସବୁ ଅଭିନେତ୍ରୀ ମାନଙ୍କ ମଧ୍ୟ ରୁହନ୍ତି ଯେଉନମାନଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ।

ରଶ୍ମୀ ନିଜ ସ୍ଵାମୀ ନନ୍ଦିରଙ୍କ ସହ ତଲାକ ନେବା ପରେ ତାଙ୍କ ନାମ ଅରହାନ ଖାନଙ୍କ ସହ ଯୋଡା ଯାଇଛି । ଅରହାନ ଓ ରଶ୍ମିଙ୍କୁ ‘ବିଗବସ’ରେ ଦେଖାଯାଇଥିଲା । ହେଲେ ଅରହାନଙ୍କ ଧୋକା ପାଇଁ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ । ବନ୍ଧୁଗଣ ଏହି ସବୁ ମାମଲା ପାଇଁ ରଶ୍ମୀ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ରଶ୍ମୀଙ୍କ ଅଭିନୟ ସହିତ ଲୋକମାନେ ରଶ୍ମୀଙ୍କ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ରଶ୍ମୀ ନିଜ ହଟ୍ ଲୁକ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିପାଇଁ ଏହି କିଛି ମାସ ହେବ ସେ ବୋଲ୍ଟ ଫଟୋସୁଟ କରିବା ସହ ଏହି କିଛି ଦିନ ହେବ ବିକିନୀ ଫଟୋସୁଟ ମଧ୍ୟ କରିଛନ୍ତି ।


ଏହି କିଛି ଦିନ ହେବ ରଶ୍ମୀଙ୍କର ଏହି ବିକିନୀ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ରଶ୍ମୀଙ୍କ ଫ୍ୟାନ୍ସ ମାନେ ରଶ୍ମୀଙ୍କର ଏହି ବିକିନୀ ଅବତାରକୁ ବହୁତ ଅଧିକ ପସନ୍ଦ କରିଛନ୍ତି । ଏହି ଫଟୋରେ ରଶ୍ମୀ ଏକ ଗୋଲାପ ରଙ୍ଗର ବିକିନୀ ପିନ୍ଧି ଛନ୍ତି । ରଶ୍ମୀ ଏହି ଅବତାରରେ ବହୁତ ଅଧିକ ସେକସି ଓ ହଟ୍ ନଜର ଆସୁଛନ୍ତି ।


ରଶ୍ମୀ ଏହି ଗୋଲାପୀ ବିକିନୀ ପିନ୍ଧି ସ୍ଵୀମିଙ୍ଗ ପୁଲରେ ହଟ୍ ଫଟୋସୁଟ କରିଛନ୍ତି । ରଶ୍ମୀଙ୍କର ଏହି ଫଟୋ କିଛି ଘଣ୍ଟା ମଧ୍ୟରେ ବହୁତ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେଇଯାଇଛି । ରଶ୍ମୀ ଏହି ଗୋଲାପି ବିକିନୀ ସହ ନାଲି ରଙ୍ଗର ଲିପଷ୍ଟିକ ଲଗାଇଛନ୍ତି ଓ ମେଷୀ କର୍ଲି ହେୟାର ରଖିଛନ୍ତି । ଏହି ଲୁକ୍ ରେ ରଶ୍ମୀ ବହୁତ ସେକସି ପୋସ୍ ଦେଇ ଫଟୋସୁଟ କରୁଛନ୍ତି । ରଶ୍ମୀ ଗୋଲାପି ରଙ୍ଗର ବିକିନୀ ପିନ୍ଧି ବହୁତ ଅଧିକ ସେକସି ଓ ହଟ୍ ନଜର ଆସୁଛନ୍ତି । ରଶ୍ମୀଙ୍କର ଏହି ଫଟୋରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ପ୍ରଶଂସା କରୁଛନ୍ତି ।


ରଶ୍ମୀ ଆସୁଥିବା ଦିନରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବହୁତ ଫଟୋ ସେୟାର କରିଛନ୍ତି, ହେଲେ ତାଙ୍କର ଏହି ବୋଲ୍ଟ ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରଶ୍ମୀଙ୍କର ଏହି ଫଟୋ ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇଆଲ ହେଉଛି ଓ ଲୋକମାନେ ଏହି ଫଟୋର ଅଲଗା ଅଲଗା ପ୍ରତିକ୍ରିୟା ଦେଉଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *