ସାଉଥ ର ଏହି ଭିଲେନଙ୍କ ପତ୍ନୀଙ୍କ ସୁନ୍ଦରତା ଆଗରେ ବଡ ବଡ ହିରୋଇନ ବି ଫେଲ ମାରିଯିବେ, ପ୍ରଥମ ନଜରରେ ଆପଣ ବି ହେଇଯିବେ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଇଣ୍ଡଷ୍ଟ୍ରିରେ ଅଭନୟ କରୁଥିବା ସମସ୍ତ ଭୟଙ୍କର ଭିଲିଆନ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଭିଲିଆନ ମାନେ ନିଜ ଅଭିନୟ ଓ ଷ୍ଟାଇଲ ପାଇଁ ଦର୍ଶକ ମାନଙ୍କର ବହୁତ ଭଲ ମନୋରଞ୍ଜନ କରିଥାନ୍ତି । ଏହି ଭିଲିଆନ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସାଉଥ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥର ଏପରି ଏକ ଭିଲିଆନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ସାଉଥ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଭିଲିଆନଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ମୋଟା ରାଜେନ୍ଦ୍ର । ଆପଣ ମାନେ ସମସ୍ତେ ମୋଟା ରାଜେନ୍ଦ୍ରଙ୍କୁ ବହୁତ ସାଉଥ ଫିଲ୍ମରେ ଭିଲିଆନର ଭୂମିକା ପଦର୍ଶନ କରୁଥିବାର ଦେଖିଥିବେ ।


ଏହି କଳାକାର ଜଣକ ସାଉଥରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ସେ ଉଭୟ ଭିଲିୟାନ ଓ କମେଡି ଚରିତ୍ରରେ ନଜର ଆସନ୍ତି । ସେ ସାଉଥ ଇଣ୍ଡଷ୍ଟ୍ରି ର ଜଣେ ଫେମସ କଳାକାର ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାରଙ୍କ ବିଷୟରେ ।

ରାଜେନ୍ଦ୍ରଙ୍କ ଜନ୍ମ ୧୯୫୭ ମସିହାରେ ତାମିଲନାଡୁରେ ହୋଇଥିଲା । ରାଜେନ୍ଦ୍ର ଭିଲିଆନ ସହ ସାଉଥ ଇଣ୍ଡଷ୍ଟ୍ରିରେ ଷ୍ଟଣ୍ଟମ୍ୟାନର ଭୂମିକା ମଧ୍ୟ ପଦର୍ଶନ କରନ୍ତି । ରାଜେନ୍ଦ୍ର ସାଉଥ ଇଣ୍ଡଷ୍ଟ୍ରିରେ ୩୦ରୁ ଅଧିକ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ରାଜେନ୍ଦ୍ରଙ୍କ ପତ୍ନୀଙ୍କୁ ଦେଖିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାଜେନ୍ଦ୍ରଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ ।

ରାଜେନ୍ଦ୍ରଙ୍କ ପତ୍ନୀଙ୍କ ନାମ ହେଉଛି ନଳିନୀ ନାୟର । ନଳିନୀ ବହୁତ ସୁନ୍ଦର ଓ ସଂସ୍କାରୀ ନଜର ଆସନ୍ତି । ନଳିନୀ ମଧ୍ୟ କୌଣସି ସାଉଥ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବର୍ତ୍ତମାନ ଏହି ଦୁଇଜଣ ନିଜ ଜୀବନରେ ବହୁତ ଖୁସି ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଆକ୍ଟର ଙ୍କ ଆକଟିଂ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ଆର୍ଟିକିଲ ଭଲ ଲାଗିଲା ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *