‘Rani Panda ଭଳି ଆଉ କେହି ପ୍ରେମ କରିନାହାନ୍ତି, ପ୍ରେମ କଲେ …’ Sonali ଙ୍କ ଉପରେ ଗର୍ଜିଲେ Rani Panda, ଆଉ ଯାହା କହିଲେ ଶୁଣିଲେ ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଣୀ ପଣ୍ଡା ସବୁବେଳେ ସମସ୍ତଙ୍କ ଦୁଃଖ ରେ ଠିଆ ହୋଇଥାନ୍ତି । ମଣିଷ ର ସୁଖରେ ଠିଆ ହୁଅନ୍ତୁ ନ ହୁଅନ୍ତୁ କିନ୍ତୁ ଦୁଃଖରେ ଠିଆ ହେବାଟା ସ୍ଵାଭାବିକ କଥା । ଅନେକ ଲୋକଙ୍କ ଦୁଃଖ ସମୟରେ ସେ ଠିଆ ହୋଇଛନ୍ତି । ବନ୍ୟା ବାତ୍ୟା ବିପର୍ଯ୍ୟୟ ଆସିଲେ ସେ ପ୍ରଥମେ ଆସି ପହଞ୍ଚି ଯାଆନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠୁ ଚର୍ଚା ହୋଇଥିବା ଘଟଣା ହେଉଛି ସୌମ୍ୟ ଙ୍କ ମୃତ୍ୟୁ ମାମଲା ଯେଉଁଥିରେ ସୋନାଲି ଙ୍କ ଭୂମିକା ରହିଛି ବୋଲି ସ୍ପଷ୍ଟ ହୋଇଛି ।

ସୌମ୍ୟ ମୃତ୍ୟୁ ପୂର୍ବରୁ ସୋନାଲି ଙ୍କ ସହ କଥା ହେବା ପାଇଁ ବହୁତ୍ ଚେଷ୍ଟା କରିଥିଲେ । ମାତ୍ର ସବୁ ମୁହୂର୍ତ୍ତରେ ସୋନାଲି ତାଙ୍କଠାରୁ ଦୂରତା ରକ୍ଷା କରୁଥିଲେ । ଦୁହିଁଙ୍କ ବାହାଘର ସମ୍ପୂର୍ଣ ରୂପେ ଠିକ୍ ହୋଇଯିବା ପରେ ମଧ୍ୟ ସୋନାଲି ତାଙ୍କୁ ବାରମ୍ବାର ଦୁର୍ବ୍ୟବହାର କରୁଥିଲେ । ସୌମ୍ୟ ଏବଂ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛଉ ନଥିଲେ ।

ଏହା ଭାଇରାଲ ହୋଇଥିବା କଲ ରେକଡିଂ ରୁ ସ୍ପଷ୍ଟ ହୋଇଛି । ତେବେ ରାଣୀ ପଣ୍ଡା ବର୍ତ୍ତମାନ କହିଛନ୍ତି କି ପ୍ରେମ ର ମହତ୍ତ୍ଵ ଆଜି କାଲି ର ଛୁଆ ମାନେ ବୁଝି ପାରୁ ନାହାଁନ୍ତି । ପ୍ରେମ କରିବ ମାନେ ବାମ୍ପ ନିଶ୍ଚିତ ନେବ । ମୁଁ ବି ନେଇଛି । ତେବେ ଏହି କେଶ ରେ ପୁଅ ର ୧୦% ଭୁଲ ଥିଲେ ଏବଂ ଝିଅ ର ୯୦% ଭୁଲ ରହିଛି । ତେବେ ପୁଅର ଭୁଲ ବାସ ଏତିକି କି ସେ ତାକୁ ଅଧିକ ଭଲ ପାଉଥିଲା ଏବଂ ଏଠି ଯାଆନି ସେଠାରେ ଗପେ ନାହିଁ ।

ତେବେ ଝିଅ ପୁଅ ର ଭଲ ପାଇବା କୁ ବୁଝି ପାରିଲା ନାହିଁ ଏବଂ ଶେଷ ରେ ତାକୁ ଧୋକା ଦେଇଦେଲା । ଏହି ଭଳି ଝିଅ ମାନେ ସବୁବେଳେ ଯେଉଁଠି ଅଧିକ ପଇସା ସେଇଠାକୁ ପଳେଇବେ । ପଇସା ସବୁ କିଛି ତାଙ୍କ ପାଇଁ ପ୍ରେମ ର ମୂଲ୍ୟ କିଛି ନାହିଁ । ତେବେ ବର୍ତ୍ତମାନ କିଛି ଝିଅ ପାଇଁ ପୁରା ଝିଅ ଜାତି ବଦନାମ ହେଉଛନ୍ତି ଏବଂ ସେହି ପରି କିଛି ପୁଅ ପାଇଁ ସମ୍ପୂର୍ଣ୍ଣ ପୁଅ ଜାତି ବଦନାମ ହେଉ ଯାଆନ୍ତି ।

ତେବେ ଶେଷ ରେ ସେ କହିଥିଲେ କି ସୋନାଲି ଯଦି ସତ ଏବଂ ସିଏ ଯଦି କେବେବି ସୌମ୍ୟ ଙ୍କୁ ଭଲ ପାଇଥିବେ ତେବେ ନିଶ୍ଚିତ ସେ ମିଡ଼ିଆ ଆଗରେ ନିଜର ସଫେଇ ଦିଅନ୍ତୁ ଏବଂ ଦୋଷୀ କରିଛନ୍ତି ତେବେ ତାଙ୍କୁ ଉଚିତ ଦଣ୍ଡ ମିଳିବା ଆବଶ୍ୟକ । ତେବେ ଆପଣ ମାନେ ରାଣୀ ପଣ୍ଡା ସହ କେତେ ସହମତ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *