ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତା ଜଣକ ହେଉଛନ୍ତି ଗୋବିନ୍ଦା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଗୋବିନ୍ଦାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ଗୋବିନ୍ଦାଙ୍କ ବହୁତ ବଡ ଅବଦାନ ରହିଛି ଓ ସେ ନିଜ ଜୀବନରେ ସୁନାମ ଅର୍ଜନ କରିଛନ୍ତି । ଗୋବିନ୍ଦାଙ୍କ ଲୋକପ୍ରିୟତା ବହୁତ ଅଧିକ । ବନ୍ଧୁଗଣ ଗତ କିଛି ମାସ ତଳେ ଗୋବିନ୍ଦା ଓଡିଶା ଆସିଥିଲେ । ଓଡିଶାର ‘ଡ୍ୟାନ୍ସ ଓଡିଶା ଡ୍ୟାନ୍ସ’ ରିଆଲିଟି ଫଙ୍କସନରେ ଗୋବିନ୍ଦା ଯୋଗ ଦେଇଥିଲେ ।
ତାଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରଯାଇଥିଲା । ଏହି ଫଙ୍କସନରେ ଯୋଗ ଦେଇ ଗୋବିନ୍ଦା ବହୁତ ଏଞ୍ଜୋଏ କରିଥିଲେ । ଗୋବିନ୍ଦା ଏହି ଫଙ୍କସନର ସ୍ଟେଜରେ କିଛି ସେଲିବ୍ରେଟିଙ୍କ ସହ ଓଡିଆ ଲୋକପ୍ରିୟ ଗୀତ ରଙ୍ଗବତୀ ଗୀତରେ ନାଚୁ ଥିବାର ମଧ୍ୟ ନଜର ଆସିଥିଲେ । ବନ୍ଧୁଗଣ ସୁନ୍ଦର ଭାବରେ ଗୋବିନ୍ଦା ଏହି ଗୀତରେ ନିଜ ଡ୍ୟାନ୍ସ ପଦର୍ଶନ କରିଥିଲେ ଓ ଲୋକମାନେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ବେସ ପସନ୍ଦ କରିଥିଲେ ।
ଗତ କିଛି ଦିନ ହେବ ଗୋବିନ୍ଦାଙ୍କ ରଙ୍ଗବତୀ ଗୀତରେ ଡ୍ୟାନ୍ସ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ମଧ୍ୟ ଏହି ଭିଡିଓ ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ଗୋବିନ୍ଦା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।