ଅଭିନୟ ଦୁନିଆରେ ପାଦ ଦେଲେ ପପୁଙ୍କ ପୁଅ, Look ଏମିତି କି ଦେଖିଲେ ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ପପୁ ପମ ପମ ।

ପପୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କମ କରି ସେ ସୁନାମ ଅର୍ଜନ କରିଛନ୍ତି । ପପୁ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଯେ, ପପୁଙ୍କ ପୁଅ ଆଗାମୀ ସମୟରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ପପୁଙ୍କ ପରିବାରରେ ତାଙ୍କ ପତ୍ନୀ, ପୁଅ ଓ ଗୋଟେ କୁନି ଝିଅ ଅଛି । ପପୁଙ୍କର ବହୁତ ଛୋଟ ପରିବାର ହେଲେ ସେ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତାଙ୍କ ପୁଅ ବର୍ତ୍ତମାନ ବଡ ହୋଇସାରିଛନ୍ତି ଓ ତାଙ୍କ ଝିଅ ବର୍ତ୍ତମାନ ଛୋଟ ଅଛନ୍ତି ।

ପପୁ ନିଜ ଝିଅ ସହ ଅନେକ ସର୍ଟ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରନ୍ତି । ଗତ କିଛି ଦିନ ହେବ ଖବର ଆସୁଛି ଯେ, ପପୁଙ୍କ ପୁଅ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି । ହେଲେ ବନ୍ଧୁଗଣ ସେ କେବେ ପାଦ ଦେବେ ତାହା ବିଷୟରେ କୌଣସି ସୂଚନା ମିଳିନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ହାସ୍ୟ ଅଭିନେତା ପପୁ ପମ ପମ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *