Raman ଙ୍କ ରା-ପ-ରେ କ-ରୋ-ନା କାହାଣୀ, ଦେଖନ୍ତୁ କିପରି ଗୋଟିଏ ଗୀତରେ ସରକାରଙ୍କୁ କହିଲେ ଏମିତି କଥା…ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ନିଆଁ ପରି ହେଉଛି ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ କ-ରୋ-ନା କା-ଳ ରେ ରମଣ ଙ୍କ ରା-ପ୍ । ସରକାର ଙ୍କୁ କହିଲେ ଲ-କ-ଡା-ଉ-ନ କାହାଣୀ । ଯେତେବେଳେ କ-ରୋ-ନା ପାଇଁ ଗ-ରି-ବ, ଦିନ ମ-ଜୁ-ରି-ଆ, ଖ-ଟି-ଖି-ଆ ଙ୍କ ପେଟ ରେ ତା-ଲା ପଡିଲା ଆଉ ଜୀ-ଵ-ନ ଜୀ-ବି-କା ଅ-ସ୍ତ ବ୍ୟ-ସ୍ତ ହୋଇ ପଡ଼ିଲା ।

ଠିକ ସେତିକି ବେଳେ ରମଣ ଗାଇଲେ ପ୍ର-ତି-ବା-ଦ ର ଗୀତ ଗ-ରି-ବ ର ଗୀତ ଗା-ଇ ସଭିଙ୍କର ସ୍ୱର ସାଜି ସରକାର ଙ୍କ କା-ନ-ରେ ପ-କା-ଇ-ଲେ କୋରାପୁଟ ର ଯୁ-ବ-କ ରମଣ କୁମାର । କୋରାପୁଟ ସିମିଳିଗୁଡା ର ଇଂଜିନିୟରିଂ ଛାତ୍ର ରମଣ କୁମାର ରା-ପ ର ରକି ଆର କେ ଭାବେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଜଣାଶୁଣା ।

ବିଭିନ୍ନ ସ-ମ-ସ୍ୟା କୁ ଅଧିକାର ପାଇଁ ଉପୁଜିଥିବା ବି-ବା-ଦ କୁ ନେଇ ରା-ପ କରୁଥିବା ରମଣ ଏବେ କ-ରୋ-ନା ବେଳେ ଲୋକମାନେ କିପରି ହ-ଇ-ରା-ଣ ହେଉଛନ୍ତି ଏବଂ ସଂ-କ୍ର-ମ-ଣ ର ଏହି ସ-ଙ୍କ-ଟ ବେଳେ ଅ-କ୍ସୀ-ଜେ-ନ ଏବଂ ବେ-ଡ଼ ର ଅ-ଭା-ବ ରହିଛି । ସେହି ବିଷୟ ଉପରେ ସେ ରା-ପ କରିଛନ୍ତି । ଓଡ଼ିଆ, ହିନ୍ଦୀ, ଇଂରାଜୀ ଏବଂ କୋରାପୁଟିଆ ଭା-ଷା ରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ର-ସ-ଙ୍ଗ କୁ ନେଇ ରା-ପ କରିଛନ୍ତି ରମଣ ।

ଯେତେବେଳେ ଶିମିଳିପାଳ ଜ-ଙ୍ଗ-ଲ ରେ ନି-ଆଁ ଲାଗିଥିଲା ସେତେବେଳେ ଜ-ଙ୍ଗ-ଲ ସୁ-ର-କ୍ଷା ପାଇଁ ସେ ଏକ ସଚେତନତା ଧ-ର୍ମୀ ଭି-ଡି-ଓ କରିଥିଲେ । ଖାଲି ସେତିକି ନୁହେଁ କୋ-ଟି-ଆ ବି-ବା-ଦ କୁ ନେଇ ମଧ୍ୟ ଆନ୍ଧ୍ର-ଓଡ଼ିଶା କା-ହା-ଣୀ କହିଥିଲେ ରମଣ । ଓଡ଼ିଆ ପ-ର-ମ୍ପ-ରା ଓଡ଼ିଶାର ଗାଥା ଗୌ-ର-ବ କୁ ନେଇ କୋରାପୁଟ ରେ ଥିବା ରମଣ କ-ରୋ-ନା ଯୋ-ଦ୍ଧା ଙ୍କ ସହ ଏବେ କ-ରୋ-ନା ସ-ମ-ସ୍ୟା ରେ ପ-ଡି-ଥି-ବା ଲୋକ ମାନଙ୍କ ବିଷୟରେ ନିଜ ରା-ପ ଜରିଆରେ ସେ ପ୍ରକାଶ କରିଛନ୍ତି ।

ଏହା ଏବେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଅଧିକା ଭା-ଇ-ରା-ଲ ହେଉଛି ଏବଂ ଲୋକମାନେ ଏହି ରା-ପ ଏବଂ ଏହି ଭି-ଡି-ଓ କୁ ଖୁବ ଭଲ ପାଉଛନ୍ତି ଏଵଂ ରମଣ ଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି । ରମଣ ଙ୍କ ଏହି ଭି-ଡି-ଓ-ରେ ସେ ଲୋକ ମାନଙ୍କ ଅ-ସୁ-ବି-ଧା ସେମାନେ କିପରି ଲ-କ-ଡା-ଉ-ନ ରେ ବିନା କାମ ରେ ଘରେ ବସୁଛନ୍ତି ଦୁ-ଇ-ମୁ-ଠା ଖା-ଇ ପାରୁ ନାହାନ୍ତି ।

ଆଦି ସେହି ସ-ମ-ସ୍ୟା ବିଷୟରେ କହିଛନ୍ତି ତା ସହ କ-ରୋ-ନା କୁ ନେଇ କିପରି ସା-ବ-ଧା-ନ ରହିବା ମା-ସ୍କ ପିନ୍ଧିବା ସା-ନି-ଟା-ଇ-ଜ-ର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖବା ସେହି ବିଷୟରେ ମଧ୍ୟ ଲୋକ ମାନଂକୁ ରା-ପ ମାଧ୍ୟମରେ ସରକାର ଏବଂ ଲୋକ ମାନଂକୁ ଜଣାଇ ସଚେତନ କରୁଛନ୍ତି । ତେବେ ଏହି କ-ରୋ-ନା ରା-ପ ସମସ୍ତଙ୍କୁ ପସନ୍ଦ ହେଉଛି । ଆପଣ ମାନଙ୍କୁ ରମଣ ଙ୍କ ଏହି ରା-ପ ପସନ୍ଦ ଆସିଥିଲେ ଗୋଟିଏ ଲାଇକ ଓ ସେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *