ମୃତ୍ୟୁ ପରେ ନିଜ ପରିବାର ପାଇଁ କେତେ ସମ୍ପତି ଛାଡି ଯାଇଛନ୍ତି ଅଭିନେତ୍ରୀ Rajeswari Ray, ଦେଖନ୍ତୁ ରାଜେଶ୍ଵରୀଙ୍କ ଘର ଓ ପରିବାର…

ବନ୍ଧୁଗଣ, ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଚେହେରା ରାଜେଶ୍ଵରୀ ରାୟ ମହାପାତ୍ରଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ଓଡିଆ ସିରିୟଲ ଜଗତର ଏକ ଚର୍ଚ୍ଚିତ ଖଳନାୟିକା । ମସ୍ତିଷ୍କ ଏବଂ ଲଙ୍ଗ୍ସ କ୍ୟାନ୍ସର ଯୋଗୁଁ ଶେଷରେ କ୍ୟାନ୍ସରରୁ ହାରିଗଲେ ରାଜେଶ୍ଵରୀ । ସେ ବହୁତ ଲଢିଛନ୍ତି, ଏବଂ ଏକାକୀ ଲଢି ଲଢି ଶେଷରେ ମୃ-ତ୍ୟୁ ବରଣ କରିଲେ ରାଜଶ୍ରୀ ମହାପାତ୍ର । ଆସନ୍ତୁ ଜାଣିବା ରାଜେଶ୍ଵରୀଙ୍କ ଘର, ପରିବାର ଏବଂ ସମ୍ପତ୍ତି ସମ୍ବନ୍ଧରେ ।

ତେବେ ରାଜେଶ୍ଵରୀଙ୍କର ଦୁଇ ମହଲା ଘର ବାଲେଶ୍ବରରେ ରହିଅଛି ଯାହାକି ତାଙ୍କ ବାପ ଘର ଅଟେ ଏବଂ ତାଙ୍କର କୌଣସି ସନ୍ତାନ ସନ୍ତତି ନାହିଁ । ରାଜେଶ୍ଵରୀ ଏବଂ ତାଙ୍କ ସ୍ଵାମୀ ଦୁଇଜଣ ଏକ ମାଟ୍ରିମୋନି ସାଇଟରୁ ହିଁ ବିବାହ କରିଥିଲେ । ଏବଂ ଦୁଇଜଣ ଗୋଟିଏ ମାଟ୍ରିମୋନି ସାଇଟରେ ଭେଟ ହେଲାପରେ, ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ମିଳାମିଶା ପରେ ଉଭୟ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ରାଜେଶ୍ଵରୀ ନିଜ ଶାଶୁଘର ଲୋକଙ୍କ ସହିତ ବେସ ହସଖୁସିରେ ଜୀବନଜାପନ କରୁଥିଲେ । ରାଜେଶ୍ଵରୀଙ୍କ ପରିବାର କହିଲେ, ତାଙ୍କ ସ୍ଵାମୀ ଶାଶୁ, ଶଶୁର, ଦିଅର ଏବଂ ରାଜେଶ୍ଵରୀ ଥିଲେ । ସମସ୍ତେ ଏହି ପରିବାର ମଧ୍ୟରେ ବେସ ଖୁସିରେ ରହୁଥିଲେ । ରାଜେଶ୍ଵରୀ ବହୁତ ଖୁସିରେ ଥିଲେ କାରଣ ତାଙ୍କ ଶାଶୁଘର ଲୋକ ବେସ କୋପେରେଟିଭ ଥିଲେ ।

ରାଜେଶ୍ଵରୀ ଏକ ସାକ୍ଷାତକାରରେ କହିଥିଲେ ଯେ ଶାଶୁଘରେ ତାଙ୍କୁ କେହି କାମ କରିବାକୁ ଦିଅନ୍ତି ନାହିଁ । ସେ ସିରିୟଲରୁ ସୁ-ଟି-ଙ୍ଗ ସାରି ଫେରିବା ସମୟରେ ତାଙ୍କ ଘର ଲୋକେ ତାଙ୍କୁ ରେଷ୍ଟ ନେବାକୁ କୁହନ୍ତି । ଏହା ସହିତ ସେ ବେସ ଖୁସିରେ ରହିଥାନ୍ତି ନିଜ ଶାଶୁଘରେ । ମାତ୍ର ବର୍ତ୍ତମାନ କଳାମେଘର କୁହୁଡି ଖେଳିଗଲା ରାଜେଶ୍ଵରୀଙ୍କ ଜୀବନରେ ଏବଂ ସେ ସବୁଦିନ ଲାଗି ଚାଲିଗଲେ ।

ଏହା ଦେଖି ସଂପୂର୍ଣ୍ଣ ପରିବାର ସ୍ତବ୍ଧ । ରାଜେଶ୍ଵରୀଙ୍କ ସମ୍ପତ୍ତି କହିଲେ ଗୋଟିଏ କାର ଅଛି, ଯାହାକି ତାଙ୍କ ସ୍ବାମୀଙ୍କର, ରାଜେଶ୍ଵରୀଙ୍କର ପର୍ଶନାଲ ବ୍ୟବହାର ନିମନ୍ତେ ଏକ ସ୍କୁଟିମଧ୍ୟ ଥିଲା । ରାଜେଶ୍ଵରୀଙ୍କ ଶାଶୁଘର ହେଉଛି ବରମପୁର ଏବଂ ତାଙ୍କ ସ୍ଵାମୀ ସିଙ୍ଗାପୁରରେ ରୁହନ୍ତି । ବାପଘର ବାଲେଶ୍ଵର ଅଟେ । ରାଜେଶ୍ଵରୀ ଉତ୍କଳ ୟୁନିଭରସିଟି ରୁ ନିଜର ପାଠ୍ୟକ୍ରମ ଶେଷ କରି ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ।

ରାଜେଶ୍ଵରୀ ଜଣେ ସାହସୀ ଝିଅ ଥିଲେ । ତାଙ୍କୁ ଯେଉଁ କିରିଦାରରେ ଅଭିନୟ କରିବାକୁ ମିଳିଥିଲେ ସେ ତାକୁ ନିଖୁଣ ଭାବରେ ଫୁଟାଇ ଥାନ୍ତି । ମାତ୍ର ଆଜି ସାରା ଓଡିଶା ବାସୀ ତାଙ୍କ ଅଭିନୟ ସାଙ୍ଗକୁ ତାଙ୍କୁ ମନେ ପକାଇ ମର୍ମହାତ ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *