ରଜକ୍ୱିନ୍ ଜଜଙ୍କ ଉପରେ ବର୍ଷିଲେ ବୋଲ୍ଡ ବିୟୁଟି ରାନୀ ପଣ୍ଡା, ରାଗରେ ହେଲେ ନିଆଁ ବାଣ, କହିଲେ କୁକୁର ଲଗେଇକି ଏ ଜଜମାନଙ୍କ ମୁହଁରେ…

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆପଣ ମାନେ “ରଜ କ୍ୱିନ” ତ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଟିଭି ରେ ପ୍ରସାରିତ ଏହି ରିୟଲୀଟି ସୋ କୁ ନେଇ ବର୍ତ୍ତମାନ ବହୁତ ବିବାଦ ଦେଖା ଦେଇଛି ।

ଏହି ସୋ ରେ ଝିଅ ମାନଙ୍କୁ ଯେଉଁ ପରି ଭାବରେ ବେଜିତ କରାଯାଉଛି ତାହାକୁ ନେଇ ସମସ୍ତ ଓଡିଶା ରେ ବର୍ତ୍ତମାନ ସ୍ୱର ଉତ୍ତୋଳନ କରାଯାଇଛି । ରଜ କ୍ୱିନ ସୋ ରେ ଝିଅ ମାନଙ୍କୁ ଅଜବ ଅଜବ ପ୍ରଶ୍ନ ପଚାରାଯାଇ ସେମାନଙ୍କୁ ବହୁତ ବେଜିତ କରାଯାଉଛି । ସେମାନଙ୍କ ପ୍ରତି ଖରାପ ବ୍ୟବହାର ମଧ୍ୟ କରାଯାଉଛି । ତେଣୁ ଏହି ସୋ ର ଜଜ ମାନଙ୍କୁ ବହୁତ ସମାଲୋଚନା କରାଯାଉଛି । ଏହି ବିବାଦ ରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାନୀ ପଣ୍ଡା ।

ଓଡିଶା ରେ ଯେଉଁ ପ୍ରସଙ୍ଗ ରେ କୌଣସି ବିବାଦ ଉଠିଲେ ରାନୀ ପଣ୍ଡା ଖୋଲାଖୋଲି ଭାବରେ ନିଜ ମନ୍ତବ୍ୟ ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ରାଗରେ ସମ୍ପୂର୍ଣ୍ଣ ନିଆଁ ବାଣ ହୋଇ ଯାଇଛନ୍ତି । ରାନୀ ପଣ୍ଡା ନିଜ ଫେସବୁକ ପେଜ ରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାର ସ୍କ୍ରିନ ସଟ ବର୍ତ୍ତମାନ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି ।

ଏଥିରେ ରାନୀ ପଣ୍ଡା ରଜ କ୍ୱିନ କୁ ନେଇ ନିଜର ମନ୍ତବ୍ୟ ଦେଇ କହିଛନ୍ତି-ଯେଉଁ ଜଜ ସବୁ ବସୁଛନ୍ତି ତାଙ୍କୁ କୋଉ ଶଳା ବସାଇଛି । ସେ ବାଡ଼ି ପଡା କୁ ଟିକେ ଡାକିଲ ମୁ ତା ମୁହଁ ରେ କୁକୁର ଲଗାଇ କରି ମୁତେଇବି ବୋଲି କହିଛନ୍ତି ।

ସୂଚନା ଅନୁସାରେ ପ୍ରଥମେ ରଜ କ୍ୱିନ ର ଜଜ ଙ୍କ ପ୍ରତିଯୋଗୀ ଙ୍କ ପ୍ରତି ବ୍ୟବହାର କୁ ନେଇ କିଛି ଦିନ ପୂର୍ବ ରୁ ଲେଖିକା ସୁଲଗ୍ନା ମହାନ୍ତି ପ୍ରଶ୍ନ ଉଠାଇ ଥିଲେ । ଝିଅ ମାନଙ୍କୁ ଏପରି ଭାବରେ ଅତି ଖରାପ ଢଂଗ ରେ ବେଜ୍ଜିତ କରିବାକୁ ଅଧିକାର କିଏ ଦେଲା ବୋଲି ଲେଖିକା ସୁଲଗ୍ନା ମହାନ୍ତି ପ୍ରଶ୍ନ କରିଥିଲେ ।

ଏପରି ଆଟିଚ୍ୟୁଡ ଦେଖାଇ ପ୍ରଶ୍ନ ପଚାରୁଛନ୍ତି ଯେପରି କୋନ ବନେଗା କରୋଡ଼ ପତି ରୁ ଜିତି କରି ଆସିଛନ୍ତି ବୋଲି ସୁଲଗ୍ନା ନିଜ ଲେଖା ରେ କହିଥିଲେ । ଏହା ପରେ ବର୍ତ୍ତମାନ ରାନୀ ପଣ୍ଡା ମଧ୍ୟ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ।  ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *