ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ଖବର ସାମ୍ନା କୁ ଆସିଛି ଯାହା ଖୁବ ଚର୍ଚ୍ଚା ର ବିଷୟ ସାଜିଛି । ଖବର ଟି ଭୁବନେଶ୍ୱର ରୁ ସିଧା ପ୍ରସାରଣ ହୋଇଛି ।
ସୂଚନାନୁସାରେ ଭୁବନେଶ୍ୱର ର ଜଣେ ଝିଅ ରାଉରକେଲା ସ୍ଥିତ ରଞ୍ଜିତ କୁମାର ମହାନ୍ତି ଙ୍କ ଉପରେ ଏହା ଆ-ରୋ-ପ ଲଗାଇଛନ୍ତି ଯେ, ସେ ତାଙ୍କ ଭଲ ପାଇବାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବର୍ତ୍ତମାନ ବିବାହ କରିବାକୁ ରାଜି ହେଉ ନାହାନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ପୁଅ ଜଣକ ତାଙ୍କୁ ରାସ୍ତା ରେ ପି-ଟି-ଛ-ନ୍ତି । ଯାହା ଦେଖି ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ ଏବଂ ନିଉଜ ରିପୋର୍ଟର ମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ ।
ରିପୋର୍ଟର ମାନେ ସେହି ପୁଅ ଙ୍କୁ ବାସ୍ତବ ଘଟଣା ସମ୍ବନ୍ଧରେ ପଚାରିଥିଲେ ଏବଂ ସେ ଉତ୍ତର ରେ କହିଥିଲେ ଯେ ସେ ରାଉରକେଲା ରେ ରୁହନ୍ତି । କିନ୍ତୁ ଗୋଟିଏ ଦିନ କୌଣସି କାମ ପାଇଁ ସେ ନିଜର ସାଙ୍ଗ ଙ୍କ ସହିତ ଭୁବନେଶ୍ୱର କୁ ଆସିଥିଲେ । ସେଠାରେ ସେ ଏହି ଝିଅ ଙ୍କୁ ଦେଖିଥିଲେ । ପରେ ସେମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା । ଝିଅ ଜଣକ କହିଥିଲେ ଯେ ଗତ ବର୍ଷ ଦୁର୍ଗା ପୂଜା ରୁ ଦୁହେଁ ପରସ୍ପର ସହିତ ସମ୍ପର୍କ ରେ ଥିଲେ । କିନ୍ତୁ କୌଣସି କାରଣରୁ ଉଭୟ ଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା ।
ଯେତେବେଳେ ବିବାହ ସମ୍ବନ୍ଧରେ ପ୍ରଶ୍ନ ଉଠିଥିଲା ପୁଅ ଜଣକ ଝିଅ ଙ୍କୁ କହିଥିଲେ ଯେ, ବିବାହ ରେ ତାଙ୍କ ମାଆ ଯୌତୁକ ମାଗିବେ ଯାହା ପୂରଣ କରିଲେ ହିଁ ବାହାଘର ହୋଇ ପାରିବ । ପୁଅ ଙ୍କ ଭଉଣୀ ଓ ଝିଅ ଙ୍କ ପିସି ମଧ୍ୟ ପରସ୍ପର ସହିତ କଥାବାର୍ତ୍ତା ହୋଇ ବିବାହ ସ୍ଥିର କରିଥିଲେ । ପରେ ଝିଅ ଘର ଲୋକ ଯୌତୁକ ଡିମାଣ୍ଡ ଯୋଗୁଁ ଆପତ୍ତି କରିଥିଲେ ଏବଂ ଝିଅ କୁ ପୁଅ ସହିତ ଦେଖା କରିବା ପାଇଁ ମନା କରିଥିଲେ ।
କିନ୍ତୁ ଝିଅ ଜଣକ ଘରୁ ଲୁଚି ପୁଅ କୁ ଦେଖା କରିବା ପାଇଁ ଆସୁଥିଲେ ଓ ହୋଟେଲ ରେ ରହୁଥିଲେ । ଝିଅ ଙ୍କ କହିବାନୁଯାୟୀ ଏପରି ଚାଲୁଥିବା ସମୟ ରେ ପୁଅ ଜଣକ ହଠାତ ଜାଗର ବେଳେ ଅନ୍ୟ ଝିଅ ସହିତ କଥା ହେଲେ ଏବଂ ସ-ମ୍ପ-ର୍କ ବଢାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ଝିଅ ଜଣକ ମହିଳା ଥା-ନା ରେ ଏଫ-ଆଇ-ଆର୍ ଦେବାକୁ ଯାଇଥିଲେ ।
କିନ୍ତୁ ସେଠାରେ ତାଙ୍କୁ କାରଣ ପଚାରିବାକୁ ସେ ସବୁ କଥା କହିଥିଲେ ଏବଂ ଥା-ନା ଅ-ଧି-କା-ରୀ ଝିଅ ଙ୍କୁ କହିଥିଲେ ଯେ ପୁଅ ର ଘର ଲୋକ ସହିତ କଥା ହୋଇ ଏହି ମାମଲା କୁ ର-ଫା-ଦ-ଫା କରିବା ପାଇଁ ଏବଂ ଯଦି କୌଣସି ଅସୁବିଧା ହେବ ସେବେ ହିଁ ସେମାନେ ପଦକ୍ଷେପ ଗ୍ରହଣ କରିବେ । ପରେ ଝିଅ ଜଣକ ଘରୁ ଲୁଚି ପୁଅ ପାଖକୁ ରାଉରକେଲା ଆସିଥିଲେ ।
ଯାହାପରେ ଏହା ଦେଖିବାକୁ ମିଳୁଛି ଯେ ରାଜଧାନୀ ଭୁବନେଶ୍ବର ରେ ଦୁହିଙ୍କ ମଧ୍ୟରେ ରାସ୍ତା ରେ ପା-ଟି-ତୁ-ଣ୍ଡ ହୋଇଛି ଏବଂ ଝିଅ ଙ୍କ କହିବାନୁସାରେ ପୁଅ ଜଣକ ତାଙ୍କୁ ରାସ୍ତା ରେ ମା-ରି-ଛ-ନ୍ତି ଏବଂ ବିବାହ କରିବେ ନାହିଁ ବୋଲି ଧ-ମ-କ ଦେଇଛନ୍ତି । ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।