ରାଣୀ ମୁଖାର୍ଜୀଙ୍କ ଝିଅ ଆଦିରା ର ଫଟୋ ସୋସିଆଲ ମିଡିଆରେ ହେଲା ଭାଇରାଲ, ତୈମୁର କୁ ବି କରିଦେଲା ଫେଲ

ବଲିଉଡରେ ବଲିଉଡ ଷ୍ଟାରଙ୍କ ଭଳି ତାଙ୍କ ପିଲା ମାନେ ବି ଲାଇମ ଲାଇଟରେ ରହିଥାନ୍ତି । ଯଦି କଥା ହେବା ବଲିଉଡ ଷ୍ଟାରକିଡ୍ସଙ୍କ ବିଷୟରେ ତ ଏହି ପିଲାମାନେ ଜନ୍ମ ହେବା ପରେ ପରେ ହିଁ ଷ୍ଟାର ହେଇଯାଆନ୍ତି ତାଙ୍କର ଅଳ୍ପ ବହୁତ ଭଲ ଫ୍ୟାନ ଫଲୋୱିଂ ହେଇ ଯାଆନ୍ତି । କଥା ଯଦି ଷ୍ଟାର କିଡ୍ସଙ୍କର ଆସେ ତେବେ ଏମିତିରେ ତେମୁରକୁ ଆମେ କେମିତି ଭୁଲିଯିବା । ବର୍ତ୍ତମାନ ସମୟରେ ସେ ଏମିତି ଷ୍ଟାର କିଡ୍ସ ଅଟନ୍ତି ଯାହା ପଛରେ ସବୁବେଳେ ମିଡ଼ିଆର କ୍ୟାମେରାର ନଜର ରହିଥାଏ , କିନ୍ତୁ ଏବେ ଆମେ ଆପଣଙ୍କୁ ଗୋଟେ ଏମିତି ଷ୍ଟାର କିଡ୍ସଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପ୍ୟାରେଣ୍ଟସ ତାଙ୍କୁ ମିଡ଼ିଆ ଠାରୁ ଦୂରେଇ ରଖିଥିଲେ ।

 

ଆଜ୍ଞା ହଁ ଆମେ କଥା ହେଉଛୁ ବଲିଉଡର ଜଣାଶୁଣା ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କର । ବର୍ଷ 2014 ରେ ରାଣୀ ମୁଖାର୍ଜୀ ଓ ଆଦିତ୍ୟ ଚୋପ୍ରା ଚୁପ ଚାପ ଭାବରେ ବିବାହ କରିନେଇ ଥିଲେ । ସବୁକିଛି ଏମିତି ପ୍ରକାରରେ କରାଯାଇଥିଲା କି ତାଙ୍କର ଏହି ବିବାହ ବିଷୟରେ କାହାକୁ ବି ଖବର ଲାଗିନଥିଲା । ରାଣୀ ଓ ଆଦିତ୍ୟ ଚୋପ୍ରାଙ୍କର ଅଫେୟାର ର ଖବର ବହୁତ ସମୟ ପର୍ଯ୍ୟନ୍ତ ବଲିଉଡ ଶୁଣିବାକୁ ମିଳୁଥିଲା କିନ୍ତୁ କେବେ ବି ଦୁହେଁ ଏହି କଥାକୁ ମାନି ନଥିଲେ । କିନ୍ତୁ ଖବର ତ ଏପର୍ଯ୍ୟନ୍ତ ଆସିଥିଲା ବିବାହ କରିବା ଆଗରୁ ଦୁଇ ଜଣ ଲିଭ ଇନ ରିଲେସନଶିପରେ ରହୁଥିଲେ ।

ରାଣୀ ମୁଖାର୍ଜୀ ବହୁତ ସମୟ ପର୍ଯ୍ୟନ୍ତ ଫିଲ୍ମରୁ ଦୁରେଇ ଯାଇଥିଲେ କିନ୍ତୁ 2018 ରେ ତାଙ୍କର ଫିଲ୍ମ ହିଚକି ରିଲିଜ ହେଲା ଯିଏ ବକ୍ସ ଅଫିସରେ ଖାସ କମାଲ କରିପାରି ନଥିଲା । କହି ଦେଉଛୁ କି ରାଣୀ ମୁଖାର୍ଜୀ ଗୋଟେ ସମୟରେ ବଲିଉଡର ଟପ୍ ପେଡ ଅଭିନେତ୍ରୀଙ୍କ ଭିତରୁ ଜଣେ ଥିଲେ । ଏହା ସହିତ ସେ କେତେକ ପ୍ରଡକ୍ଟସ ର ବ୍ରାଣ୍ଡ ଆମ୍ବାସାଡର୍ ମଧ୍ୟ ରହି ସାରିଛନ୍ତି ।

ଏବେ କଥା ହେବା ରାଣୀ ମୁଖାର୍ଜୀଙ୍କ ପରିବାର ବିଷୟରେ । ରାଣୀ 2014 ରେ ଆଦିତ୍ୟ ଚୋପ୍ରାଙ୍କ ସହିତ ଚୁପ ଚାପରେ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ 1 ଡିସେମ୍ବର 2015 ରେ ତାଙ୍କର ଝିଅ ଆଦିରାର ଜନ୍ମ ହେଲା କିନ୍ତୁ ଆଦିତ୍ୟ ଓ ରାଣୀ ସବୁବେଳେ ଆଦିରାକୁ କ୍ୟାମେରା ସାମ୍ନା ରୁ ଲୁଚାଇ ରଖିଥିଲେ । ଆଦିରାର ଏପର୍ଯ୍ୟନ୍ତ କିଛି ବି ଫଟୋ ମିଡିଆର ହାତରେ ଲାଗିନି, ଏହା ପରେ ଜନ୍ମ ଦିନର ପ୍ରଥମ ଫଟୋ ରାଣୀ ମୁଖାର୍ଜୀ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହା ସତ କି ଆଦିରା ଏ ପର୍ଯ୍ୟନ୍ତ କ୍ୟାମେରା ନଜରରୁ ବଞ୍ଚକି ରହିଛନ୍ତି କିନ୍ତୁ ଆଦିରା ସୁନ୍ଦରତା ଓ କିୟୁଟନେଶ ରେ କାହାଠୁ କମ୍ ନୁହନ୍ତି । ସୁନ୍ଦରତା ବିଷୟରେ କଥା ହେବା ଯଦି ଆଦିରା ନିଜ ମା ରାଣୀ ମୁଖାର୍ଜୀଙ୍କୁ ମଧ୍ୟ ଫେଲ୍ କରିଦେବେ ସୁନ୍ଦରତାରେ । ଆଦିରା ଏବେ ୪ ବର୍ଷର ହେଇ ସାରିଲେଣି ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି କି ସମସ୍ତେ ଏହା କହୁଛନ୍ତି କି ଆଦିରା ତାଙ୍କ ମାଆଙ୍କ ଠୁ ବି ଅଧିକ ସୁନ୍ଦର ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *