ଅବିକଳ ଏକା ପରି ଦେଖା ଯାଆନ୍ତି ଏହି 5 ଜଣ Bollywood Star ଙ୍କ ଡୁପ୍ଳିକେଟ, ଯାହାଙ୍କୁ ଦେଖିଲେ ଆପଣ ମଧ୍ୟ ଧୋକା ଖାଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, ଏହି ଦୁନିଆରେ ଏକା ପରିକା ଦେଖାଯାଉଥିବା ୬ଟି ଲୋକ ଅଛନ୍ତି । ଠିକ ସେହିପରି ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କ ମଧ୍ୟ କପି ଫେସ ଅଛନ୍ତି । ଯେଉଁମାନେ ସଂପୂର୍ଣ୍ଣ ସେହି କଳାକାରଙ୍କ ପରି ନଜର ଆସନ୍ତି ।

ଆଜିଆମେ ଆପଣ ମାନଙ୍କୁ ସେହି କଳାକାର ଓ ତାଙ୍କ ପରିକା ଦେଖାଯାଉଥିବା ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରଣବିର କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ରଣବିର କପୁର । ଆପଣ ମାନେ ସମସ୍ତେ ରଣବିରଙ୍କର ବହୁର ସୁପରେ ହିଟ ଫିଲ୍ମ ଦେଖିଥିବେ । ବନ୍ଧୁଗଣ ରଣବିର ନିଜ ଲୁକ୍ସ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରଣବିରଙ୍କ ପରି ଅନ୍ୟ ଏକ ଲୋକ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ଯୁନେତ ସାହା । ଯୁନେତ କାଶ୍ମୀରରେ ରହୁଛନ୍ତି ଓ ସେ ସଂପୂର୍ଣ୍ଣ ରଣବିର କପୁରଙ୍କ ପରି ନଜର ଆସନ୍ତି । ଯୁନେତଙ୍କ ଫଟୋକୁ ଦେଖି ରଣବିରଙ୍କ ପିତା ଋଷି କପୁର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ୨୦୨୦ ଜୁଲାଇ ୧୬ରେ ଯୁନେତଙ୍କୁ ହାର୍ଟ ଆତକ ହୋଇ ଥିଲା ଯାହାଫଳରେ ସେ ଦେହତ୍ୟାଗ କରିଥିଲେ ।

କାଟ୍ରିନା କେଆଫ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କାଟ୍ରିନା କେଆଫ । ଆପଣ ମାନେ ସାମସ୍ତେ କାଟ୍ରିନାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । କାଟ୍ରିନା ମଧ୍ୟ ନିଜ ଲୁକ୍ସ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅଲିନା ରାୟ ନାମକ ଜଣେ ମହିଳା ଅଛନ୍ତି ଯିଏ ସଂପୂର୍ଣ୍ଣ କାଟ୍ରିନାଙ୍କ ପରି ନଜର ଆସନ୍ତି । ଅଲିନାଙ୍କୁ ପ୍ରଥମ ଥର ଟିକଟକରେ ଦେଖାଯାଇଥିଲା ଓ ବର୍ତ୍ତମାନ ତାଙ୍କର ୩ ଲକ୍ଷରୁ ଅଧିକ ଫ୍ୟାନ୍ସ ଫାଲୋଇଙ୍ଗ ରହିଛି ।

ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଅନୁସ୍କା ଶର୍ମା । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମରିକାର ଏକ ସିଙ୍ଗର ଯାହାଙ୍କର ନାମ ହେଉଛି ଜୁଲିଆ ମାଇକେଲ୍ସ ସଂପୂର୍ଣ୍ଣ ଅନୁସ୍କା ଶର୍ମାଙ୍କ ପରି ନଜର ଆସନ୍ତି  । ଏହି ଦୁଇଜଣଙ୍କ ମୁହଁ ବହୁତ ମିଶି ଥାଏ, ଏମାନଙ୍କ ଫଟୋକୁ ଆପଣ ଏକା ସହ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଏହି ଦୁଇଜଣ ଜୁଡୁବା ଭଉଣୀଙ୍କ ପରି ନଜର ଆସନ୍ତି ।

ସେଫ ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସେଫ ଅଲି ଖାନ । ବନ୍ଧୁଗଣ ସେଫ ଅଲି ଖାନଙ୍କ ପରି ନଜର ଆସୁଥିବା ଏହି ମଣିଷ ଜଣକ ଏକ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତେବେଳେ ଲୋକମାନେ ଏହି ଲୋକକୁ ପେଟ୍ରୋଲ ପମ୍ପରେ ଦେଖିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ଏହି ଲୋକର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।

୩. ସୁଶାନ୍ତ ସିଂ ରାଜପୁତ- ସମସ୍ତଙ୍କ ହୃଦୟରେ ରାଜ କରନ୍ତି ସୁଶାନ୍ତ । ଦୁଃଖର ବିଷୟ ଯେ ସେ ଆଜି ଆମ ଭିତରେ ନାହାନ୍ତି । ସୁଶାନ୍ତ ନିଜର ସଫଳ କ୍ୟାରିଅର ଦ୍ଵାରା ନିଜର ପରିଚୟ ସୃଷ୍ଟି କରିଥିଲେ । ସୁଶାନ୍ତ ଙ୍କ ଜାଗା କେବେ କେହି ନେଇ ପାରିବେ ନାହିଁ । ତେବେ ତାଙ୍କ ଦୁପ୍ଲିକେଟ ଅଟନ୍ତି ସଚିନ । ସଚିନ ନିଜର ଗୋଟେ ଭିଡିଓ ଇଣ୍ଟରନେଟ ରେ ଅପଲୋଡ଼ କରିଥିଲେ । ଯାହାପରେ ଲୋକେ ଦେଖି ଆଶ୍ଚର୍ୟ୍ଯ ହୋଇଥିଲେ । କାରଣ ସଚିନ ଦେଖିବାକୁ ସୁଶାନ୍ତ ଙ୍କ ପରି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *