ପୁଣି ଚର୍ଚ୍ଚାରେ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଜିଂଲାଲ…ଦେଖନ୍ତୁ Video

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଏବେ ପୁଣି ଚର୍ଚାକୁ ଆସିଛନ୍ତି ପୁଞ୍ଜିଲାଲ । ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋ-ମା ଘ-ଟ-ଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଗତକିଛି ଦିନ ତଳେ ପୁଞ୍ଜିଲାଲ ଶୀଘ୍ର ମାମଲାର ଟ୍ରାଏଲ ଆରମ୍ଭ କରିବା ଦାବୀରେ ଜେ-ଲ ଭିତରେ ଅନଶନ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଜେ-ଲ କତୃପକ୍ଷ ଏହାକୁ ଅସ୍ୱୀକାର କରିଥିଲେ ।

ହେଲେ ପୁଞ୍ଜିଲାଲଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସା କରାଯାଉଥିବାକୁ ନେଇ ଅନେକ କଥା ବର୍ତ୍ତମାନ ଚର୍ଚାକୁ ଆସିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପୁଞ୍ଜିଲାଲଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପୁଞ୍ଜିଲାଲଙ୍କ ବିଷୟରେ । ଅନଶନ କରୁଥିବା ପୁଞ୍ଜିଲାଲ ଗୁରୁତର ହୋଇ ହସ୍ପିଟାଲ ଆସି ନଥିଲେ ତ ଏନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି । କିନ୍ତୁ ଜେଲ କତୃପକ୍ଷ ଏହାକୁ ରୁଟିନ ଚେକ ଅପ୍ ବୋଲି କହୁଛନ୍ତି ।

ଯଦି ଏହା ରୁଟିନ ଚେକ ଅପ୍ ତା ହେଲେ ଜେଲ ଭିତରେ ଥିବା ହସ୍ପିଟାଲର ଡାକ୍ତରଙ୍କୁ ନଦେଖାଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପୁଞ୍ଜିଲାଲଙ୍କୁ ଅଣାଗଲା କାହିଁକି ଏହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । କେତେକ ଲୋକଙ୍କ ମତରେ ପୁଞ୍ଜିଲାଲଙ୍କ ଅବସ୍ତା ଗୁରୁତର ଅଛି ।

୨୦୧୮ ମସିହା ଫେବୃୟାରି ୨୩ ତାରିଖରେ ପାଟଣାଗଡର ଭୋଳାନାଥ ପଡାରେ ପାର୍ସଲ ବୋ-ମା ବି-ସ୍ପ-ର-ଣ ଘ-ଟ-ଣାରେ ନବ ବିବାହିତ ଇଞ୍ଜିନିୟର ସୋମ୍ୟ ଶେଖର ସାହୁ ଏବଂ ତାଙ୍କ ଜେଜେ ମାଙ୍କ ମୃ-ତ୍ୟୁ ହୋଇଥିଲା । ସେହି ପାର୍ସଲ ବୋ-ମା ଘ-ଟ-ଣାରେ ଗୁରୁତର ହୋଇଥିଲେ ନବ ବଧୁ ରିମା ରାଣୀ ।  ଘଟଣାକୁ ସାଢେ ତିନି ବର୍ଷ ହୋଇଯାଇଥିଲେ ମଧ୍ୟ ମାମଲାର ଟ୍ରାଏଲ ଆରମ୍ଭ ହୋଇ ନାହିଁ ।

ବହୁ ଚର୍ଚିତ ପାର୍ସ-ଲ ବୋ-ମା ଘ-ଟ-ଣା ଉପରେ ନ୍ୟାୟଳୟ କଣ ନିଷ୍ପତ୍ତି ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବିଭିନ୍ନ କାରଣରୁ ବିଳମ୍ବ ହେଉଛି ନ୍ୟାୟୀକ ପ୍ରକ୍ରିୟା । ବର୍ତ୍ତମାନ ଏହି ପାର୍ସଲ ବୋମା କେ-ସ-ର ମୁଖ୍ୟ ଆ-ରୋ-ପି ପୁଞ୍ଜିଲାଲ ମେହେର ବହୁତ ଚର୍ଚାରେ ରହିଛନ୍ତି । ସମସ୍ତ ସ୍ଥାନରେ ତାଙ୍କ ବିଷୟରେ ବହୁତ କଥା ସାମ୍ନାକୁ ଆସୁଛି ।  ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *