ଆଜି ଗୋଟିଏ ଦିନରେ ୭୦୦୦ ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ କଣ ରହିଛି ଆଜିର 22 କ୍ୟାରେଟ ଓ 24 କ୍ୟାରେଟ Gold Rate

କରୋନା କାରଣରୁ ଦେଶ ର ଆର୍ଥିକ ପରିସ୍ଥିତି ପୁରା ପୁରୁ ବିଗିଡି ଯାଇଛି, ଯେଉଁଥିପାଇଁ ସୁନାର ଦାମ ଆକାଶ ଛୁଆଁ ହେବାରେ ଲାଗିଛି । ସୁନାର ଦାମରେ ଉତ୍ଥାନ ପତ୍ତନ ଲାଗି ରହିଛି ।

ଆଜି ଆମେ ଆପଣଙ୍କୁ ଆଜି ମାନେ ୪ ଜୁନ ର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ରହିଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଏହା ସହିତ କାଲି ସୁନା ର ଦାମ କେତେ ଥିଲା ତାହା ମଧ୍ୟ କହିବୁ । ବର୍ତ୍ତମାନ ଆସନ୍ତୁ ଜାଣିବା । ୨୨ କ୍ୟାରେଟ ସୁନାର ଦାମ- ଆଜି ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୭୦ ଟଙ୍କା ହ୍ରାସ ପାଇ ୪,୫୫୦ ଟଙ୍କାରେ ପହଞ୍ଚିଛି ଯାହା ଗତକାଲି ୪,୬୨୦ ଟଙ୍କା ଥିଲା ।

ସେଇଠି ୨୨ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୫୬୦ ଟଙ୍କା ହ୍ରାସ ପାଇ ୩୬,୪୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୩୬,୯୬୦ ଟଙ୍କା ଥିଲା ।

ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୭୦୦ ଟଙ୍କା ହ୍ରାସ ପାଇଁ ୪୫,୫୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୬,୨୦୦ ଟଙ୍କା ଥିଲା ।

୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ୭,୦୦୦ ଟଙ୍କା ହ୍ରାସ ପାଇ ୪,୫୫,୦୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୬୨,୦୦୦ ଟଙ୍କା ଥିଲା ।

୨୪ କ୍ୟାରେଟ ସୁନାର ଦାମ

ଆଜି ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୭୬ ଟଙ୍କା ହ୍ରାସ ପାଇ ୪,୯୬୪ ଟଙ୍କା ରେ ପହଞ୍ଚିଛି, ଯାହା ଗତକାଲି ୫,୦୪୦ ଟଙ୍କା ଥିଲା ।

ସେହିପରି ୨୪ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୬୦୮ ଟଙ୍କା ହ୍ରାସ ପାଇ ୩୯,୭୧୨ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୦,୩୨୦ ଟଙ୍କା ଥିଲା ।

ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୬୦ ଟଙ୍କା ହ୍ରାସ ପାଇ ୪୯,୬୪୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୫୦,୪୦୦ ଟଙ୍କା ଥିଲା ।

ଆଜି ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା  ୭,୬୦୦ ଟଙ୍କା ହ୍ରାସ ପାଇ ୪,୯୬,୪୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୫,୦୪,୦୦୦ ଟଙ୍କା ଥିଲା ।

ମୁମ୍ବାଇରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୭,୯୬୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୮,୯୬୦ ଟଙ୍କା ରହିଛି ।

ସେହିପରି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୭୦୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୦,୯୦୦ ଟଙ୍କା ରହିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *