TV ସିରିଏଲ ‘Punarvivaah’ ରୁ ଫେମସ ହୋଇଥିବା ଅଭିନେତ୍ରୀ ମାନେ ବିନା ମେକପ ରେ ଦେଖା ଯାଆନ୍ତି କିଛି ଏମିତି କି ଯାହାଙ୍କୁ ଆପଣ ଚିହ୍ନି ବି ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ସିରିଏଲ ବିଷୟରେ କହିବାକୁ ଯାଉଛୁ ସେହି ସିରିଏଲଟିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ସିରିଏଲଟି ବହୁତ ଫେମସ ହୋଇଥିଲା । ବନ୍ଧୁଗଣ ଏହି ସିରିଏଲଟି ହେଉଛି ‘ପୁନର୍ବିବାହ’ । ଆପଣ ମାନେ ସମସ୍ତେ ଏହି ପୁନର୍ବିବାହ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଥିଲା । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ।

ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀମାନେ ନିଜ ସୁନ୍ଦରତା ଦ୍ଵାରା ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ମେକଅପରେ ଦେଖିଥିଲେ । ହେଲେ କଣ ଆପଣ ମାନେ ଜାଣିଛନ୍ତି ଏହି ଅଭିନେତ୍ରୀ ମାନେ ବିନା ମେକଅପରେ କିପରି ନଜର ଆସନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିନା ମେକଅପ ଲୁକ୍ ଦେଖାଇବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ଅଦିତି ଗୁପ୍ତା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅଦିତି ଗୁପ୍ତା । ଏହି ସିରିଏଲରେ ଅଦିତି ଚାନ୍ଦବିବିର ଭୂମିକାରେ ଅଭିନୟ କରିଥଲେ । ଏହି ସିରିଏଲରେ ସେ ବହୁତ ସୁନ୍ଦର ନଜର ଆସୁଥିଲେ । ହେଲେ ବିନା ମେକଅପରେ ଅଦିତି ବହୁତ ଅଧିକ ଅଲଗା ନଜର ଆସନ୍ତି । ଅର୍ଥାତ ବିନା ମେକଅପରେ ସେ ଅଧିକ ସୁନ୍ଦର ଦେଖାଯାଉ ନାହାନ୍ତି । ବିନା ମେକଅପରେ ତାଙ୍କ ଚେହେରା ଶ୍ୟାମଳ ରଙ୍ଗର ନଜର ଆସୁଛି ଓ ତାଙ୍କ ଚେହେରାରେ କଳା ଦାଗ ମଧ୍ୟ ନଜର ଆସୁଛି ।


ହୀନା ପରମାର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହୀନା ପରମାର । ଏହି ସିରିଏଲରେ ହୀନା ଈଶିତା ଆକାଶର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସିରିଏଲରେ ହୀନା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ହେଲେ ହୀନା ବିନା ମେକଅପରେ ହୀନାଙ୍କ ଚେହେରା ବହୁତ ସାଧାରଣ ଜଣା ପଡୁଛି । ଏହା ସହିତ ତାଙ୍କ ଚେହେରାରେ ଥିବା କଳାଦାଗ ମଧ୍ୟ ନଜର ଆସୁଛି ।


ଶ୍ଵେତା ମୁନ୍ସି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ଵେତା ମୁନ୍ସି । ଏହି ସିରିଏଲରେ ଶ୍ଵେତା ମୁଖ୍ୟ ଅଭିନେତ୍ରୀ ଅରପିତାର ଭୂମିକା ପଦର୍ଶନ କରିଥିଲେ । ଏହି ସିରିଏଲରେ ସେ ବହୁତ ଅଧିକ ସୁନ୍ଦର ଓ ଗ୍ଲାମରସ ନଜର ଆସୁଛନ୍ତି । ହେଲେ ଶ୍ଵେତା ବିନା ମେକଅପରେ ଶ୍ଵେତାଙ୍କ ରଙ୍ଗ ଶ୍ୟାମଳ ନଜର ଆସେ । ଏହା ସହିତ ତାଙ୍କ ଆଖି ତଳେ ଥିବା କଳା ଦାଗ ମଧ୍ୟ ନଜର ଆସୁଛି ।

କୃତିକା ସେଙ୍ଗର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କୃତିକା ସେଙ୍ଗର । ଏହି ସିରିଏଲରେ ସେ ଆରତୀର ଭୂମିକା ପଦର୍ଶନ କରି ଫେମସ ହୋଇ ଯାଇଥିଲେ । ବିନା ମେକଅପରେ କୃତିକାଙ୍କ ଚେହେରା ଶ୍ୟାମଳ ନଜର ଆସେ । ହେଲେ ସେ ନିଜ ଚେହେରାକୁ ବହୁତ ଭଲ ଭାବରେ ମେଣ୍ଟେନ କରିଛନ୍ତି । ବିନା ମେକଅପରେ ମଧ୍ୟ ସେ ଭଲ ଦେଖା ଯାଉଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ କାହାର ବିନା ମେକପ ବାଲା ଲୁକ ସବୁଠୁ ଅଧିକ ପସନ୍ଦ ଆସିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *