ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରେମ ଚାଲିଥିଲା ଲୁଚାଛପା ରେ । କିନ୍ତୁ ସ୍ତ୍ରୀ ଙ୍କ ଏହି କାରନାମା ବିଷୟରେ ଜାଣିପାରୁ ନଥିଲେ ସ୍ୱାମୀ । ସେଥିପାଇଁ ଦୁଇ ପଟ ଠିକଠାକ ଚାଲିଥିଲା । ଅର୍ଥାତ ଗୋଟିଏ ପକ୍ଷରେ ଦାମ୍ପତ୍ୟ ଜୀବନ ଏବଂ ଆଉ ଅନ୍ୟ ପକ୍ଷରେ ଅ-ନୈ-ତି-କ ପ୍ରେମ ସଂପର୍କ ।
କିନ୍ତୁ ଏପରି କଲେ କଣ ହେବ ? ଏଥର ପୁଅ ର ରୋଗ ସଂସାର କୁ ଭାଙ୍ଗିଦେଲା । ଶେଷରେ ଏଭଳି ହେଲା, ସ୍ୱାମୀ ନିଜ ସ୍ତ୍ରୀ କୁ ଛାଡ଼ପତ୍ର ଦେଲା । ବର୍ତ୍ତମାନ ପିଲାଟିର ଭବିଷ୍ୟତ କଣ ହେବ ତାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏଭଳି ଏକ ଜ-ଘ-ନ୍ୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀ ରେ ।
ଯାହାର ଖବର ଆଉଟ ଲୁକ୍ ଖବର କାଗଜରେ ପ୍ରକାଶିତ ହୋଇଛି । କିନ୍ତୁ ଦୁର୍ଭାଗ୍ୟ ର କଥା ଏହା ଯେ, ଏହି ଘଟଣା ରେ ଥିବା ବ୍ୟକ୍ତି ମାନେ ହେଉଛନ୍ତି ଆମ ଓଡ଼ିଶା ର । ସିକିଲ ସେଲ ଆନିମିଆ ରୋଗରେ ପୀଡ଼ିତ ଥିଲା ୧୮ ବର୍ଷୀୟ ଜଣେ ଛୁଆ । ଡାକ୍ତର କହିଥିଲେ ଯେ, ଏହି ରୋଗ ଉଭୟ ବାପା ଓ ମାଆ ଙ୍କ ପାଖରେ ଥିଲେ ହିଁ ଛୁଆ କୁ ଏହି ରୋଗ ସଂକ୍ରମଣ ହୋଇ ପାରିବ ।
ସେଥିପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ଡିଏନଏ ଟେଷ୍ଟ ଥିଲା । କିନ୍ତୁ ଏହି ରିପୋର୍ଟ କହିଦେଲା ଯେ, ରୋଗର ଭାଗ କେବଳ ମାଆ ଙ୍କ ଠାରୁ ଆସିଛି । ଛୁଆ ଟି ର ବାପା ଏହି ରୋଗରେ ଆକ୍ରାନ୍ତ ନାହାନ୍ତି । ଏହା ପରେ ଆରମ୍ଭ ହେଲା ଖୋଳତାଡ଼ । ଯେତେ ବେଳେ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ରୂପରେ ଅନୁସନ୍ଧାନ ଆରମ୍ଭ ହେଲା ସେତେବେଳେ ଜଣା ପଡ଼ିଲା ଯେ, ମହିଳା ଜଣକ ତାଙ୍କ ପଡ଼ିଶା ଘରେ ପୁଅ ସହିତ ଅ-ନୈ-ତି-କ ପ୍ରେମ ସମ୍ପର୍କ ରଖିଥିଲେ ।
ଯିଏ କି ଜଣେ ସିକିଲ ସେଲ ଆ-ନି-ମି-ଆ ରୋଗୀ ଅଟନ୍ତି । ସେମାନଙ୍କ ସମ୍ପର୍କ ବହୁତ ଆଗକୁ ବଢ଼ି ଯାଇଥିଲା । ଯାହାର ପରିଣାମ ବର୍ତ୍ତମାନ ଦେଖିବାକୁ ମିଳିଛି । ଶେଷରେ ଯେଉଁ କଥା ର ଡର ଥିଲା ତାହା ହିଁ ହେଲା । ବ୍ୟକ୍ତି ଜଣକ ଯେଉଁ ଛୁଆ କୁ ନିଜର ବୋଲି ଭାବୁଥିଲେ ସେହି ଛୁଆ ଟି ପଡ଼ିଶା ଘରର ପ-ର-କୀ-ୟା ପ୍ରୀ-ତି ର ପ-ରି-ଣା-ମ ଥିଲା ।
ଏହା ଜାଣିବା ପରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଦୀର୍ଘ ୨୦ ବର୍ଷର ହସଖୁସିର ସମ୍ପର୍କ ଗୋଟିଏ ମୁହୂର୍ତ୍ତରେ ଭାଙ୍ଗିଗଲା । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଉଠିଛି ଯେ, ଏହି ସବୁ ରେ ସେହି ଛୁଆ ଟି ର କଣ ଦୋ-ଷ ଥିଲା ଯେ ତାକୁ ଏବେ ଏଭଳି ଦ-ଣ୍ଡ ଭୋଗ କରିବାକୁ ପଡୁଛି ।