ଆମର ନୀତି ଦିନ ଜୀବନରେ ହସିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ । ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକ ହସିବା ଭୁଲି ଯାଉଛନ୍ତି । ସେଥିପାଇଁ ଏହି ଜୋକ୍ସ ମାଧ୍ୟମରେ ଲୋକଙ୍କୁ ହସାଇବା ଆମର ଏକ ପ୍ରୟାସ । ତେଣୁ ଆଜି ଆମ୍ଭେମାନେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ଜୋକ୍ସ ଆଣିଛୁ ଯାହାକୁ ପଢି ଆପଣ ବହୁତ ଏଞ୍ଜୟ କରିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
Jokes-1
ସୁନ୍ଦରୀ Secretary ରାଗରେ ଗାଳି ଦେଇ Boss ର Cabin ରୁ ବାହାରକୁ ଆସିଲା
ସାଥିମାନେ ପଚାରିଲେ- ଆରେ, କଣ ହେଲା ? କାହିଁକି ରାଗୁଛୁ
Secretary- Boss ପଚାରୁଥିଲେ କି ସନ୍ଧ୍ୟାବେଳେ ଫ୍ରୀ ଅଛୁ
ସାଥିମାନେ କହିଲେ- ତା ପରେ …
Secretary- ଯେତେବେଳେ ମୁଁ କହିଲି କି ହଁ ଫ୍ରୀ ଅଛି, ତ ସେ 60 ପେଜ ର ଆସାଇନମେଣ୍ଟ ଟାଇପ କରିବାକୁ ଦେଇଦେଲେ ।
Jokes-2
ପାଗଳ ହାତରେ ବହି ଦେଖି ଡାକ୍ତର କହିଲେ-
ଭାଇ ଏ କଣ ???
ୟାକୁ ମୁଁ ଆପଣଙ୍କୁ ହିଁ ଦେଖେଇବାକୁ ଆଣିଛି । ଏହି 500 ପୃଷ୍ଟାର ବହି ମୁଁ ଲେଖିଛି ।
ଡାକ୍ତର- 500 ପୃଷ୍ଟା ରେ ତୁ କଣ ଲେଖିଛୁ ?
ପାଗଳ- ପ୍ରଥମ ପୃଷ୍ଟା ରେ ଲେଖିଛି ଗୋଟିଏ ରାଜା ଘୋଡାରେ ଚଢି ଜଙ୍ଗଲ ଆଡକୁ ଗଲା !!!
ଓ ଶେଷ ପୃଷ୍ଟାରେ ଲେଖିଛି କି ସେ ଜଙ୍ଗଲରେ ପହଞ୍ଚିଗଲା !!!
ଡାକ୍ତର- ଆଛା ମଝି ପୃଷ୍ଟା ସବୁରେ କଣ ଲେଖିଛୁ ???
ପାଗଳ- ତବଡକ ତବଡକ
ତବଡକ
ତବଡକ
ତବଡକ
ତବଡକ
ତବଡକ
ତବଡକ
ଡାକ୍ତର- ଆରେ ୱାଃ ! କିନ୍ତୁ ଏହି ବହିକୁ ପଢିବ କିଏ ?
ପାଗଳ- ହ୍ଵାଟ୍ସଆପ ରେ ଦେଇଦେବି, ସେଠି କଣ ପାଗଳଙ୍କର ଅଭାବ ହେଇଛି !!!
ଗୋଟିଏ ତ ଏବେ ବି ପଢି ହସୁଛି ଆଉ କିଛି ସମୟ ପରେ
ତାର ଆଉ କିଛି ସାଙ୍ଗ ବି ପଢିବେ !!!
Jokes-3
Husband- ଏ କେମିତିକା ଡାଲି ବନେଇଛୁ ? ନା ଲୁଣ ଅଛି, ନା ରାଗ ଅଛି, ବିଲକୁଲ ସାଧା ସାଧା ଲାଗୁଛି
ତୁ ସାରା ଦିନ Mobile ଦେଖୁଚୁ, କିଛି ଜାଣି ପାରୁନୁ କଣ ପକେଇବୁ ଆଉ କଣ ପକେଇବୁନି ?
Wife- (ବେଲଣା କାଠି ଦେଖାଇ )ପ୍ରଥମେ ତୁମେ Mobile ସାଇଡ ରେ ରଖି ରୁଟି ଖାଅ,
କେତେବେଳଠୁ ଦେଖୁଛି ପାଣିରେ ବୁଡାଇ ରୁଟିକି ଖାଉଛ
Jokes-4
ସ୍ତ୍ରୀ- ହେଇଟି ଶୁଣୁଛ, ତୁମ ସାଙ୍ଗ ଗୋଟିଏ ପାଗଳ ଝିଅ ସହିତ ବାହା ହେବାକୁ ଯାଉଛି ….ତାକୁ ଅଟକଉନ କାହିଁକି ?
ସ୍ଵାମୀ- କାହିଁକି ଅଟକେଇବି, ସେ କଣ ମତେ ଅଟକେଇଥିଲା ?
Jokes-5
ସ୍ତ୍ରୀ- ହେଇଟି ଶୁଣୁଛ, 2 କିଲୋ ମଟର ନେଇଯିବି ?
ସ୍ଵାମୀ- ହଁ, ନିଅ, ଯାହା ଠିକ ଲାଗୁଛି କର
ସ୍ତ୍ରୀ- ମୁଁ ତୁମ ଅନୁମତି ମାଗୁ ନାହିଁ, ପଚାରୁଛି କି ଏତିକି ଛଡେଇ ପାରିବ ନା କମ ନେବି
Jokes-5
ପୁଅ କହିଲା- ପାପା ମୋର ଜନ୍ମ କେମିତି ହେଲା ?
ପାପା କହିଲେ- ଏହା ବହୁତ ଲମ୍ବା କାହାଣୀ
ପୁଅ କହିଲା- ତଥାପି Short ରେ କୁହ ନା ?
ପାପା କହିଲେ- ପୁଅ ଥଣ୍ଡା ମୌସମ ଥିଲା ଓ
ସବୁ ମେଡିକାଲ ଷ୍ଟୋର ବନ୍ଦ ଥିଲା
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ