ପୋଡା ମୁହଁରୁ ଆଜି ହେଇଗଲେ ବିଶ୍ବ ସୁନ୍ଦରୀ ! ସଫଳତାର କାହାଣୀ ଶୁଣିଲେ ଆପଣ ବି କରିବେ ପ୍ରଶଂସା ! ଦେଖନ୍ତୁ Video

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷଙ୍କ ଜୀବନରେ ଦୁଃଖ ଓ ସୁଖ ଆସିଥାଏ । ଏଣିକି ଆଗେ ଦୁଃଖ ଆସିଲେ ପରେ ସୁଖ ଆସେ ନଚେତ ଆଗେ ସୁଖ ଆସିଲେ ପରେ ଦୁଃଖ ଆସେ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଝିଅର ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କର ହୋସ ଉଡିଯିବ । ଦିନ ଥିଲା କାହାକୁ ମୁହଁ ଦେଖାଇ ପାରୁ ନଥିଲେ ଏହି ଝିଅ ହେଲେ ଆଜି ସେ ପ୍ରଥମ ମିସ ୱାଲ୍ଡ ଆମେରିକାର ମୁକୁଟ ପିନ୍ଧି ଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଝିଅ ବିଷୟରେ ।ଏହି ଝିଅଙ୍କର ନାମ ହେଉଛି ଶ୍ରୀ ସାଇନି ଯିଏ କି ପ୍ରଥମ ଭାରତୀୟ ମହିଳା ରୂପେ ମିସ ୱାଲ୍ଡ ଆମେରିକାର ମୁକୁଟ ପିନ୍ଧି ପାରିଛନ୍ତି । କିନ୍ତୁ ଏହି ମୁକୁଟକୁ ପିନ୍ଧିବା ପାଇଁ ସେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଆପଣ ମାନେ ତାଙ୍କ ସଂଘର୍ଷର କାହାଣୀ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସାଇନି ନିଜ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ମାତ୍ର ୧୨ ବର୍ଷ ବୟସରୁ ସାଇନିଙ୍କ ଜୀବନରେ ଆରମ୍ଭ ହୋଇଯାଇଥିଲା କଷ୍ଟ । ଏମିତିକି ଗୋଟେ ଦିନ ଥିଲା ସେ କାହାକୁ ନିଜ ମୁହଁ ଦେଖାଇ ପାରୁ ନଥିଲେ । ସାଇନଙ୍କ ସହ ଏକ ବଡ କାର ଦୁର୍ଘଟଣା ହୋଇଥିଲା । ସେହି ଦୁର୍ଘଟଣାରେ ସାଇନିଙ୍କ ମୁହଁ ଜଳି ଯାଇଥିଲା ।

ମୁହଁ ଜଳିବା ପରେ ସେ ବହୁତ ଚାପରେ ରହୁଥିଲେ କଣ କରିବେ ସେ କିଛି ବୁଝି ପାରୁ ନଥିଲେ । କିନ୍ତୁ ସମୟ ସବୁ କିଛି ଠିକ କରିଦେଲା । ଆଜି ସେ ମିସ ୱାଲ୍ଡ ଆମେରିକା ହୋଇପାରିଛନ୍ତି । ଏହି ମୁକୁଟ ପିନ୍ଧିବା ପରେ ସାଇନି କହିଛନ୍ତି-‘ମୁ ବହୁତ ଖୁସି ହେଲେ ଟିକେ ନରଭସ ବି ଅଛି । ମୁ ମୋର ଭାବନାକୁ କେମିତି ଶବ୍ଦରେ କହିବି ଜାଣି ପାରୁ ନାହିଁ’ ।

ନିଜ ପିତା ମାତାଙ୍କୁ ସବୁ ଶ୍ରେୟ ଦେଇଛନ୍ତି ସାଇନି । ବନ୍ଧୁଗଣ ମଣିଷ ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ କେବେବି ମଣିଷକୁ ଭାଙ୍ଗିବା ଉଚିତ ନୁହେଁ । ତା ହେଲେ ଆପଣ ମାନଙ୍କୁ ଶ୍ରୀ ସାଇନିଙ୍କ ଜୀବନ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *